ବେଲଗୁଣ୍ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ
୫ କୋଟି ଟଙ୍କାର ଦୁଇଟି କଲ୍ୟାଣ ମଣ୍ଡପ ଉଦ୍ଘାଟିତ ।
ବେଲଗୁଣ୍ଠା-୩୧/୮-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ମନ୍ଦିରମାଳିନୀ ତଥା ପିତ୍ତଳ ମାଛର ସହର ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏନ୍ଏସି କାର୍ଯ୍ୟାଳୟ!-->!-->!-->…