ନିଜସ୍ୱ ରାଜସ୍ୱ ସଂଗ୍ରହରେ ୯୨% ବୃଦ୍ଧି: ଗୁଡାରୀ ଏନଏସିକୁ ମିଳିଲା ରାଜ୍ୟସ୍ତରୀୟ ସମ୍ମାନ ସହ ୨ କୋଟିର ପୁରସ୍କାର
ଗୁଡାରୀ (ରାୟଗଡ଼): ନିଜସ୍ୱ ରାଜସ୍ୱ (Own Source of Revenue–OSR) ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାୟଗଡ଼ ଜିଲ୍ଲାର ଗୁଡାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ରାଜ୍ୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ରାଜସ୍ୱ ସଂଗ୍ରହରେ ପ୍ରାୟ ୯୨ ପ୍ରତିଶତ ବୃଦ୍ଧି!-->…