ଭେଜିପୁଟ୍ ଗୁପ୍ତେଶ୍ଵର ମହାଦେବଙ୍କ ମନ୍ଦିର ଜମି ସୁରକ୍ଷା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଧାରଣା
ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଭେଜିପୁଟ୍ ଠାରେ କେଉଁ ଆବାହମାନ କାଳରୁ ଥିବା ଗୁପ୍ତେଶ୍ୱର ମହାଦେବଙ୍କ ମନ୍ଦିର ସଂଲଗ୍ନ ଜମିକୁ ନେଇ ସ୍ଥାନୀୟ ଜନସାଧାରଣ ଉକ୍ତ ଜମି ଉପରେ ଧାରଣା ଦେଇଥିବାର ଦେଖାଦେଇଥିଲା। ଏଥି ସହିତ ବୋଲାଯାଉଥିବା ମନ୍ଦିର ଜମି ଉପରେ ସ୍ଥାନୀୟ…