ଜାତୀୟ ପ୍ରେସ ଦିବସ ପାଳିତ
ଝାରବନ୍ଧ.. ଝାରବନ୍ଧ ସାମ୍ବାଦିକ ସଂଘ ତରଫରୁ ସାମ୍ବାଦିକ ଭବନ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ସଂଘ ର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ସଂଘ ର ସଂପାଦକ ଶ୍ରୀଯୁକ୍ତ ଜହନ କୁମ୍ଭାର ପରିଚାଳନା କରିଥିଲେ l ଏହି!-->…