ବିଜେଡି ସୁପ୍ରିମୋଙ୍କ ଫଟୋଯୁକ୍ତ ହୋଡିଙ୍ଗ୍ ତୁରନ୍ତ ହଟାଯାଉ : ଡ.ଲେଖାଶ୍ରୀ
ନିର୍ବାଚନ ଆଚରଣ ବିଧିକୁ ସରକାରୀ ଦଳର ଖୋଲାଖୋଲି ଉଲଘଂନ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ
କାର୍ଯ୍ୟ ଅବହେଳା ପାଇଁ ଦୋଷୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ
ଭୁବନେଶ୍ୱର, ତା.୨୧/୦୩ : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ…