ଭଞ୍ଜନଗରରେ “ଆମ ସଂସ୍କୃତି, ଆମ ଖେଳନା କର୍ମଶାଳା: ୨୦୨୪” ଉଦଯାପିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନସ୍ଥ ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ "ଆମ ସଂସ୍କୃତି ଆମ ଖେଳନା କର୍ମଶାଳା - ୨୦୨୪" ର ଆଜି ୨୪ ଏପ୍ରିଲ୍ ବୁଧବାର ଦିନ ଉଦଯାପିତ ହୋଇଯାଇଛି।
ବଡକୋଦଣ୍ଡା ଓ ଲାଲସିଂ କ୍ଲଷ୍ଟର ର ମିଳିତ ସହଯୋଗରେ ଦୁଇ…