ବାଣପୁର କୁମାରାଙ୍ଗ ରୋଡରେ ପୁଣି ଏକ ଚୋରି, ପାଞ୍ଚ ଦିନ ପୂର୍ବେ ସମାନ ଢଙ୍ଗରେ ହୋଇଥିଲା ଲୁଟ
ବାଣପୁର (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା କୁମାରାଙ୍ଗ ରୋଡରେ ପୁଣି ଏକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଉକ୍ତ ଅଞ୍ଚଳର ସୁଚିତ୍ରା ପ୍ରହରାଜ ନିଜର ନବନିର୍ମିତ ଘରକୁ ତାଲା ପକାଇ ନିକଟସ୍ଥ ବାପ ଘର ଅଚ୍ୟୁତରାଜପୁର ଗ୍ରାମରେ ରହି ଆସୁଛନ୍ତି।ତେବେ ଆଜି ଉକ୍ତ ଘରର…