ପ୍ରଧାନମନ୍ତ୍ରୀଙ୍କ ବିଦୃପାତ୍ମକ ମନ୍ତବ୍ୟର ପାଲଟା ଜବାବ ଦେଲେ ନବୀନ
"ମୋର କଣ ମନେ ଅଛି ନଅଛି ଓଡିଶାବାସୀ ଜାଣିଛନ୍ତି, ହେଲେ ଆପଣଙ୍କ ମନେ ଅଛି ତ "
ଭୁବନେଶ୍ୱର: ଓଡ଼ିଶାର ତିନୋଟି ଯାକ ନିର୍ବାଚନୀ ପ୍ରଚାର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଆକ୍ରମଣ କରି ବ୍ୟକ୍ତିଗତ ଆକ୍ରମଣ କରିବା…