ବସ୍ତି ବାସିନ୍ଦାଙ୍କୁ ଭୂମି ପ୍ରମାଣ ପତ୍ର ବଣ୍ଟନ ଏକ ପ୍ରହସନ :ରାଉରକେଲା ଜିଲ୍ଲା କଂଗ୍ରେସ
ରାଉରକେଲା(ବସନ୍ତ କୁମାର ଜେନା): ବସ୍ତି ବାସିନ୍ଦାଙ୍କୁ ଭୂମି ପ୍ରମାଣ ପତ୍ର ବଣ୍ଟନ ଏକ ପ୍ରହସନ ବୋଲି ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଆଜି ଜିଲ୍ଲା କଂଗ୍ରେସ ଭବନରେ ସଭାପତି ରବି ରାୟଙ୍କ ନେତୃତ୍ବରେ ଅନୁଷ୍ଠିତ ସାମ୍ବାଦିକ…