ଶ୍ରୀ ବ୍ରହ୍ମେଶ୍ୱର ମନ୍ଦିରରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା: ରାତି ୧୦.୩୦ରେ ଉଠିବ ମହାଦୀପ
ଭଜନ ସଂଧ୍ୟା ଓ ଗୀତ ଗୋବିନ୍ଦ ଗାନ ସହ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ
ଭୁବନେଶ୍ୱର-ଭୁବନେଶ୍ୱରଟଙ୍କପାଣି ରୋଡ୍ ବ୍ରହ୍ଣେଶ୍ୱରପାଟଣାସ୍ଥିତ ପ୍ରସିଦ୍ଧ ଶ୍ରୀବ୍ରହ୍ମେଶ୍ୱର ମନ୍ଦିରପୀଠରେ ପବିତ୍ର ମହା ଶିବରାତ୍ରୀ ଓ ଜାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେବ ।ଆଗାମୀ ମାର୍ଚ୍ଚ ୮…