ଓପିଜିସିରେ ପେନସନ ବ୍ୟବସ୍ଥା ଲାଗୁ କରିବା ଦାବି ଜୋର ଧରିଲା
ଭୁବନେଶ୍ୱର : ଓପିଜିସି କର୍ମଚାରୀ ଫେଡେରସନ ଗତ ୨୧.୦୨.୨୦୨୪ ଠାରୁ ପାଞ୍ଚଦଫା ଦାବି ନେଇ ଇବ ଥର୍ମାଲ ଝାରସୁଗୁଡା ଏବଂ ଫର୍ଟୁନ ଟାୱାର ଭୁବନେଶ୍ଵର ଅଫିସ ସମ୍ମୁଖରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। ଓପିଜିସି କର୍ମଚାରୀ ମାନଙ୍କପାଇଁ ପେନସନ ନୀତି ପ୍ରଣୟନ…