କିଟ୍‍ ଓ କିସ୍‍ ପରିଦର୍ଶନ କଲେ ହାର୍ଭାର୍ଡ-ଇଣ୍ଡିଆର ୪୦ ଜଣିଆ ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର,୧୬ ।୩: ୧୦ ତାରିଖରୁ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ଇଣ୍ଡିଆ ଟ୍ରେକ୍‍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ୪୦ ଜଣିଆ ପ୍ରତିନିଧିମଣ୍ଡଳୀ ଶନିବାର ସମସ୍ତ କାର୍ଯ୍ୟକ୍ରମ ସାରି ଫେରି ଯାଇଛନ୍ତି। ଆଜି ସକାଳେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ…

ସାତଟି ପର୍ଯ୍ୟାୟରେ ହେବ ଆସନ୍ତା ସାଧାରଣ ନିର୍ବାଚନ

ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ହେବ ଭୋଟ ଓଡ଼ିଶା ବିଧାନସଭା ପାଇଁ ନିର୍ବାଚନ 13 ମଇ, 20 ମଇ, 25 ମେ ଏବଂ 1 ଜୁନ୍ ରେ ଚାରୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ  ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଏପ୍ରିଲ 19 ରୁ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ଜୁନ୍ 4 ରେ ଘୋଷଣା କରାଯିବ।…

ମେଣ୍ଢାଶାଳସ୍ଥିତ ପୋଲିସ ଆଉଟ ପୋଷ୍ଟ ‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ’ ଭାବେ ଉନ୍ନୀତ

ନିୟୋଜିତ ହେବେ ୪୧ ଅଧିକାରୀ ଓ କର୍ମଚାରୀ, ୩୪ଟି ନୂତନ ପଦବୀ ଭୁବନେଶ୍ବର: ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି । ସେହି ଅଞ୍ଚଳରେ IIIT, NALCO R&D Centre, Birla Global University, GIET ପରି…

କଂଗ୍ରେସର କୃଷକଙ୍କ ପାଇଁ ଗ୍ୟାରେଂଟି

• କୃଷକଙ୍କର କୃଷିଋଣ ଛାଡ଼ • ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ତିନି ହଜାର ଟଙ୍କା • କୃଷକଙ୍କ ପାଇଁ ମାସିକ ପେନସନ ୨ ହଜାର ଟଙ୍କା • ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଉତର ଭାଗରେ ତିନୋଟି କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା • ୫ ବର୍ଷ ମଧ୍ୟରେ କୃଷକ…

ଗୁଣ୍ଡା ରାଜକୁ ଦମନ କରୁଛନ୍ତି ଖଲ୍ଲିକୋଟ ପୋଲିସ ବାହିନୀ।

ଖଲ୍ଲିକୋଟ/ଶାସକ ପ୍ରଶାସକ-ଶିବରାମ ଜେନା : ଏବେ ଖଲ୍ଲିକୋଟ କୂଳ ଠାରୁ ଆରମ୍ଭ ହୋଇ ମାଳପର୍ଯ୍ୟନ୍ତ କେଉଁଠି ହେଲେ ଶାନ୍ତ ପରିବେଶର ଥିବାର ମନେହୁଏ ନାହିଁ। ଏସଂକ୍ରାନ୍ତରେ ଖଲ୍ଲିକୋଟ ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଦଙ୍ଗା,ହାଙ୍ଗମା ବଢ଼ି ଚାଲିଥିବା ବେଳେ, ଏବେ ଖଲ୍ଲିକୋଟ ପୋଲିସ ବିଭାଗ…

ରେଳ ମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ନୂଆ ପ୍ରକଳ୍ପ ଘୋଷଣା

A. ଜଳେଶ୍ୱର-ଚନ୍ଦନେଶ୍ୱର (42 କିମି) B. ନରସିଂହପୁର - କଣ୍ଟିଲୋ - ଖଣ୍ଡପଡା ଦେଇ ଅନୁଗୁଳ - ନୟାଗଡ଼ ଟାଉନ ମଧ୍ୟରେ ନୂଆ ଲାଇନ ଏବଂ ଖୋର୍ଦ୍ଧା ଟାଉନ - କାଇପଦର ମଧ୍ୟରେ କର୍ଡ ଲାଇନ (120 କିମି )  ଭୁବନେଶ୍ୱର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା…

ଉତ୍କଳ ଆଲୁମିନା ଆଦିବାସୀ ମହିଳାଙ୍କ ପାଇଁ ଆନ୍ତର୍ଜାତିକ ମହିଳା ଦିବସ ଆୟୋଜନ କଲା

ରାୟଗଡା ରୁ ବୈକୁଣ୍ଠ ଦୁରିଆ : ନାରୀତ୍ୱ ଏବଂ ସାଂସ୍କୃତିକ ବିବିଧତାର ଏକ ହୃଦୟସ୍ପର୍ଶୀ ଉତ୍ସବ ପାଳନ କରିବାକୁ ଯାଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଳିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ତାହାର ଖଣି ସିଏସ୍‍ଆର ପ୍ରୟାସ ଅଧୀନରେ…

କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀ ଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ

 ଭବାନୀପାଟଣା ତା୧୫.୩.୨୦୨୪: ଚଳିତ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀଙ୍କୁ ନେଇ ନିର୍ବାଚନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟ ରେ ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ର ୭…

ଘୁ.ଉଦୟଗିରିକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବୀରେ ଆସନ୍ତା କାଲି ଶନିବାର ଦିନ ଘୁ.ଉଦୟଗିରି କ୍ରିୟାନୁଷ୍ଠାନ କମିଟି…

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି କୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବୀରେ ଆଜି ୨୧ରୁ ଉର୍ଦ୍ଧ୍ୱ ସଂଗଠନ, ସାମ୍ବାଦିକ, ସମାଜସେବୀଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବ୍ୟବସାୟୀ ସଙ୍ଘ ସଭା ଗୃହରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ…

୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ପୋଲିଂ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ତାଲିମ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ସାଧାରଣ ଓ଼ ଓଡିଶା ବିଧାନସଭା ନିର୍ବାଚନ ପରିଚାଳନା ନିମନ୍ତେ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି । ପ୍ରଥମ ପର୍ଯ୍ୟାୟରେ ଗୁଣପୁର ମହାବିଦ୍ୟାଳୟର ୦୪ଟି କକ୍ଷରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ…