ପଦ୍ମପୁର ଓକିଲ ସଂଘ ନିର୍ବାଚନ : ଆନନ୍ଦ କୁମାର ପଣ୍ଡା ସଭାପତି, ଚିନ୍ମୟ ପଣ୍ଡା ସମ୍ପାଦକ ଭାବରେ ନିର୍ବାଚିତ

ପଦ୍ମପୁର: ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ଆନନ୍ଦ କୁମାର ପଣ୍ଡା ଏବଂ ଚିନ୍ମୟ କୁମାର ପଣ୍ଡା ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି।ଅନ୍ୟମାନଙ୍କ ମଧ୍ୟରେ କେଶବ ସାହୁ ଉପସଭାପତି, ରୋହିତ କୁମାର ଭୋଇ ସହ ସମ୍ପାଦକ, ଲକ୍ଷ୍ମଣ ସାହୁ କୋଷାଧ୍ୟକ୍ଷ ଭାବରେ…

ରାଜରାସ୍ତାରେ ଡ଼କାୟତଙ୍କ ଆତଙ୍କରାଜ: ବୋମା ଫିଙ୍ଗି ଲୁଟ୍ କରିବାକୁ ଉଦ୍ୟମ

ଢ଼େଙ୍କାନାଳ / ରବିନ୍ ଦାସ ; ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରି, ଡକାୟତି ଓ ହତ୍ୟା । ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦିନ ଦ୍ବିପହରରେ ମଧ୍ୟ ଏଭଳି ଅପରାଧ ଘଟୁଥିବା ଦେଖିବାକୁ ମିଳୁଛି । ଏମିତି ଆଇନ୍ ବିରୋଧୀ କାର୍ଯ୍ୟ ଜିଲ୍ଲାର ଭୁବନ ଥାନା ଅଞ୍ଚଳରେ ଅତ୍ୟଧିକ ଦେଖିବାକୁ ମିଳୁଛି ।…

ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗରେ ଶୋକସଭା।

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଭଂଜନଗର ଶିକ୍ଷାଧିକାରୀ ଅଧିନସ୍ଥ ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କାଳୀଚରଣ ପ୍ରଧାନଙ୍କ ଅକାଳ ବିୟୋଗ ଆଜି ମାର୍ଚ୍ଚ ମାସ ୩୦ ତାରିଖ ଶନିବାର ଦିନ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ଗତକାଲି ଦିନ ୧୦.୦୦ ଘଣ୍ଟା ସମୟରେ ଅମିତ…

ଅଞ୍ଚଳ ମହାବିଦ୍ୟାଳୟ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଅଞ୍ଚଳ ମହାବିଦ୍ୟାଳୟ ରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଗାଇସିଲେଟ ପଞ୍ଚାୟତ ମହାବିଦ୍ୟାଳୟ ର…

ତିନି ଦିନିଆ ଜାତୀୟ କରାଟେ ଚମ୍ପିୟାନସିପ ଆରମ୍ଭ

ରାଉରକେଲା(ବସନ୍ତ କୁମାର ଜେନା): ସ୍ଥାନୀୟ ଭଞ୍ଜଭଵନ ଠାରେ ତିନି ଦିନିଆ ଜାତୀୟ ଫୁଲ୍ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ ୨୦୨୪ ଆରମ୍ଭ ହୋଇ ଯାଇଛି। ଏହି ଚମ୍ପିୟାନସିପ ର ଆବାହକ ସନ୍ତୋଷ ତନ୍ତୀ ସେନସାଇ ଙ୍କ ଆବାହକତ୍ଵ ତିଳୋତ୍ତମା ମିତ୍ରଙ୍କ ସଂଯୋଜନା, ଅନୁଷ୍ଠାନର ସୁପ୍ରିମ ଜଜ୍ ସେନସାଇ…

କାର୍ଯ୍ୟରତ ଗୃହରକ୍ଷୀଙ୍କ ଉପରେ ଚଢ଼ି ଗଲା କାର

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ(ଶାସକ ପ୍ରଶାସକ)ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ବମ୍ବେଇଛକ ଠାରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା । ଭାରଶ୍ୟାମ ହରାଇ ଗୃହରକ୍ଷୀ ଙ୍କୁ ଧୋକା ଦେଲା କାର, ଗୁରୁତର ହେଲେ ଗୃହରକ୍ଷୀ ଜିବନ ମରଣ ସହିତ କରୁଛନ୍ତି ଲଢେଇ। ସୂଚନା ଅନୁଯାଇ JH…

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ୪ର୍ଥ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ଘାଟିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସ୍କୁଲ ଅଫ ଇଂଜିନିରିଂ ଆଣ୍ଡ ଟେକ୍ନୋଲୋଜି କମ୍ପୁଟର ସାଇନ୍ସ ଆଣ୍ଡ ଇଂଜିନିରିଂ ବିଭାଗ ସହଯୋଗରେ ବିଶ୍ୱବିଦ୍ୟାଳୟ ର କେନ୍ଦ୍ରୀୟ କକ୍ଷରେ ଦୁଇଦିନିଆ ୪ର୍ଥ ଆନ୍ତର୍ଜାତିକ ସମ୍ମିଳନୀ "ମେସିନ ଲେର୍ନିଙ୍ଗ ,…

ବିଜେଡିରେ ଯୋଗଦାନ ଦେଲେ ପୂର୍ବତନ ବିଧାୟକ କେ. ସୁରିଆ ରାଓ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବର୍ତ୍ତମାନ ଚାଲିଛି ନିର୍ବାଚନୀ ଋତୁ। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନୀ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ କେ. ସୁରିଆ ରାଓ ଓ ତାଙ୍କ ବହୁ ସଂଖ୍ୟକ କଂଗ୍ରେସର ଲୋକ ପ୍ରତିନିଧି ଆଜି ( ଶନିବାର ଦିନ ) ଭୁବନେଶ୍ୱର ଠାରେ ବିଜୁ ଜନତା…

ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ବିଜେଡି ଅପଚେଷ୍ଟାର ପରିସମାପ୍ତ ହେବ: ମନମୋହନ ସାମଲ

 ବରିଷ୍ଠ କଂଗ୍ରେସ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ  ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେଲେ ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଶ୍ରୀ ଡମ୍ବରୁଧର ସିସା  ଜଟଣୀ ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଶ୍ରୀ…

ବିଜେଡି ସରକାର ବିରୋଧରେ ପ୍ରସ୍ତୁତ ଚାର୍ଜସିଟକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି : ଗୋଲକ ମହାପାତ୍ର

ରାଜ୍ୟ ବିଜେପି ନିର୍ବାଚନ ପରିଚାଳନା କମିଟିର ଦ୍ୱିତୀୟ ବୈଠକ ଭୁବନେଶ୍ୱର,ତା.୩୦/୦୩: ବିଜୁ ଜନତା ଦଳର ଲମ୍ବା ଶାସନରେ ଓଡିଶାବାସୀ ହନ୍ତସନ୍ତ । ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭୀଚାରରେ ଲିପ୍ତ ବିଜେଡିର ମନ୍ତ୍ରୀ ଓ ନେତାମାନଙ୍କ କାରଣରୁ ଓଡିଶାର ବିକାଶ ବାଧାପ୍ରାପ୍ତ ହୋଇଛି ।…