ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ ସ୍ଥାନୀୟ ପ୍ରାର୍ଥୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା…
ଭବାନୀପାଟଣା( ଶାସକ ପ୍ରଶାସକ )ନର୍ଲା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଓ ବିଜେପି ର ପ୍ରାର୍ଥୀ ଘୋଷଣା ହୋଇସାରିଥିବା ସତ୍ୱେ ବିଜେଡି ଏପର୍ଯ୍ୟନ୍ତ ତାର ପ୍ରାଥୀ ଘୋଷଣା କରି ନାହିଁ l ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ର ଲୋକ ହୋଇଥିବାରୁ ନର୍ଲା ନିର୍ବାଚନ…