ବରଗଡ଼:- ସ୍ଥାନୀୟ ବୟନ ଶିଳ୍ପ ସମ୍ମିଳନୀ କକ୍ଷ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦ୍ଵାରା ଜିଲ୍ଲାସ୍ତରୀୟ ଶିଶୁ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ ଷଡଙ୍ଗୀ ଉଦଘାଟନ କରିବା ସହ ଶିଶୁ ମାନଙ୍କ ସଠିକ ଅଭିବୃଦ୍ଧି ନିରୀକ୍ଷଣ କରି ଶିଶୁଙ୍କ ସୁସ୍ଥ ଶରୀର ଗଠନ ନିମନ୍ତେ ଯୋଥାଚିତ ଧ୍ୟାନ ଦେବା ସହ ଗ୍ରାମାଞ୍ଚଳରେ ଉତ୍କୃଷ୍ଠ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ କହିଥିଲେ । ତାଲିମ କାର୍ଯ୍ୟକ୍ରମ ୟୁନିସେଫ୍ ରାଜ୍ୟସ୍ତରୀୟ ପରମର୍ଶଦାତା ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ସାମନ୍ତରାୟଙ୍କ ସମେତ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ତଥା ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.