“ଖେଳ ପଡ଼ିଆ ଦେଖୁନଥିବା ଲୋକଙ୍କୁ ଡାକ୍ତରଖାନା ସ୍ୱାଗତ କରିବ”
https://youtu.be/9javVKAOyGU
ଅରୁଣ ଆରମ୍ଭ କଲେ ମୋଟିଭେସନାଲ କ୍ଳାସ
ନୟାଗଡ଼,(ବିଶ୍ୱଜିତ ନାୟକ): ବାଜିଛି ନିର୍ବାଚନ ବିଗୁଲ । ଏହା ମଧ୍ୟରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବହୁ ଦିନ ଧରି ଆରମ୍ଭ କରିଛନ୍ତି ନୂଆ ପ୍ରୟାସ । ବିଭିନ୍ନ ସମୟରେ ଛାତ୍ର ଓ ଯୁବକ ମାନଙ୍କୁ ନେଇ ସୁସ୍ଥ…