ବ୍ରହ୍ମପୁର ସମ୍ ହସ୍ପିଟାଲରେ ସଂକ୍ରମଣ ପ୍ରତିହତ କରିବା ଉପରେ ଅଲୋଚନାଚକ୍ର ଆୟୋଜିତ

ବ୍ରହ୍ମପୁର, ଏପ୍ରିଲ୍ ୧୦: ହସ୍ପିଟାଲରେ ସଂକ୍ରମଣ ନିବାରଣ ନିମନ୍ତେ ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପ ଉପରେ ଏଠାରେ ସିତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲରେ ନିକଟରେ ଏକ କଂଟିନ୍ୟୁୟିଂ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ହସ୍ପିଟାଲ୍ ପରିବେଶରେ ହାତ ପରିଷ୍କାର…

ନବୀନ ବାବୁ ଏକାକୀ ୨୧ଟି ଲୋକସଭା ଓ ୧୪୭ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରନ୍ତୁ: ଦେବାଶିଷ ନାୟକ

 ଶାସନଭାର ସଠିକ ଭାବେ ସମ୍ଭାଳି ପାରୁନଥିବା ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଅବସର ଗ୍ରହଣ କରନ୍ତୁ  ବିଜେଡି ନେତା, ମନ୍ତ୍ରୀ, ସାଂସଦ, ବିଧାୟକ, ନିର୍ବାଚିତ ଜନପ୍ରତିନିଧିମାନଙ୍କର କୌଣସି କତୃତ୍ୱ ନାହିଁ  ନିର୍ବାଚନ ଆସିଲା ବୋଲି ନବୀନ ନିବାସର ଗେଟ୍ ଖୋଲା ହେଲା ଓ…

“ଶାସକ ବିଜୁ ଜନତା ଦଳ ନିର୍ବାଚନ ଜିତିବା ପାଇଁ ସରକାରୀ ଅଫିସରମାନଙ୍କୁ ଦଳୀୟ କର୍ମୀ ଭଳି କାର୍ଯ୍ୟ କରାଉଛନ୍ତି…

ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରଙ୍କ ନିକଟରେ ଦାବୀ  ପୋଲିସ ଆଇଜି ଡି.ଏସ.କୁଟ୍ଟେ କ୍ଷମତାର ଅପବ୍ୟବହାର କରି ସରକାରୀ ଅଧିକାରୀଙ୍କ ଜରିଆରେ ଶାସକ ବିଜେଡି ସପକ୍ଷରେ ଭୋଟ ହାତେଇବାର ବେଆଇନ କାର୍ଯ୍ୟ କରୁଛନ୍ତି  ମନ୍ଦ ଉଦ୍ଦେଶ୍ୟ ରଖି ଆଇଜି…

ଦୁଇ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା,୫ ଆହତ, ଦୁଇ ଗୁରୁତର

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାରିଗୁଡ଼ା ଛକ ନିକଟରେ ଆଜି ଦିନ ୧ ଘଣ୍ଟ ସମୟରେ ଦୁଇ ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ୫ ଜଣ ଆହତ ହୋଇଛନ୍ତି। ସେଥି ମଧ୍ୟରୁ ଦୁଇଜଣ ଙ୍କ ଅବସ୍ଥା ଗୁରୁତର ରହିଛି।ସେମାନେ ହେଲେ ରାଇଘର…

ଓଡ଼ିଶା ଛତିଶଗଡ ସୀମା ସିଙ୍ଗିସାରି ରେ ପୋଲିସ ର ଫ୍ଲାଗ ମାର୍ଚ୍ଚ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୦/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଓଡିଶା ଛତିଶଗଡ ସୀମା ସିଙ୍ଗିସାରି ତରେଙ୍ଗା ଗ୍ରାମ ରେ ଆଜି ଡାବୁଗାଁ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଆଗାମୀ ସାଧାରଣ ନିର୍ବାଚନ କୁ ଅବାଧ, ହିଂସା ମୁକ୍ତ ଓ ଶାନ୍ତି…

ରାଷ୍ଟ୍ରୀୟ ନବ ବର୍ଷ ଉତ୍ସବ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଗଜପତି ଜିଲ୍ଲା ଶାଖା ମହେନ୍ଦ୍ରତନୟା ସାହିତ୍ୟ ସଂସଦ ପକ୍ଷରୁ ଚୈତ୍ର ଶୁକ୍ଳ ପ୍ରତିପଦା ଉପଲକ୍ଷେ ପାରଳାଖେମୁଣ୍ଡିି ସ୍ଥିତ ଭକ୍ତି ସଙ୍ଗୀତ ସଂସଦ ଠାରେ ରାଷ୍ଟ୍ରୀୟ ନବ ବର୍ଷ ଉତ୍ସବ ପାଳିତ ହୋଇଯାଇଛି। ସଂସଦର…

ଅଟୋ ଗାଡ଼ିରେ ବେଆଇନ ମହୁଲ ଚୋରା ଚାଲାଣ , ୧ ଗିରଫ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୦/୦୪/୨୪ ଆଗାମି ସାଧାରଣ ନିର୍ବାଚନ ଅବାଧ ଓ ନିରପେକ୍ଷ କରିବାକୁ ଅବକାରୀ ବିଭାଗ ତରଫରୁ ନିର୍ବାଚନ ଆଚରଣ ସଂହିତା ଲାଗୁପରେ ବିଭିନ୍ନ ସ୍ଥାନରେ ଧର ପଗଡ ଜାରି ରହିଛି। ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ତଥା ଅବକାରୀ…

ଜନସମ୍ପର୍କ ସାଙ୍ଗକୁ ସାମାଜିକ ପ୍ରତିବଦ୍ଧତା : ରାଜନୀତିରେ ରହି ବି ସମାଜ ପ୍ରତି ସମର୍ପିତ ରୁଦ୍ର

ଭୁବନେଶ୍ୱର : ଗତକିଛି ଦିନ ଭଳି ଆଜି ମଧ୍ୟ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଥିଲା ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମ୍ପର୍କ ଯାତ୍ରା। ତେବେ ରୁଦ୍ର କେବଳ ରାଜନୈତିକ ନୂହେଁ ବରଂ ସାମାଜିକ କାର୍ଯ୍ୟରେ ମଧ୍ୟ ଖୁବ ସକ୍ରିୟ ଥିବା ଦେଖିବାକୁ ମିଳିଛି। ଆଜି ଏକ ଅଚିହ୍ନା ବ୍ୟକ୍ତିଙ୍କ…

କୁଚିଣ୍ଡା ବିଶାଳ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର ଜିଲ୍ଲାର ୬୪.୫% ଶିଶୁ ଏବଂ ୬୬.୭% ମହିଳା ରକ୍ତହୀନତାର ଶିକାର: ଧର୍ମେନ୍ଦ୍ର ପ୍ରଧାନ • କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦେଖି ଚିନ୍ତା ବ୍ୟକ୍ତକଲେ • କୁଚିଣ୍ଡା ଉପଖଣ୍ଡରେ ଖାଲି ପଡ଼ିଛି ୧୦୧ ଡାକ୍ତର ପଦବୀ •…

ମୁକୁଙ୍କୁ ବବିଙ୍କ ପାଲଟା କଟାକ୍ଷ

" କେଉଁ ମୁହଁରେ ସମ୍ବଲପୁରବାସୀଙ୍କୁ ସାମ୍ନା କରିବେ,ଯାହାଙ୍କର ଜୀବନରେଖାକୁ ଆପଣ ବିପର୍ଯ୍ୟସ୍ତ କରି ରଖିଛନ୍ତି।" ଭୁବନେଶ୍ୱର : ବିକାଶକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟ ସରକାରଙ୍କୁ ସମାଲୋଚନା ପରେ ତାଙ୍କୁ ପାଲଟା କଟାକ୍ଷ କରିଛନ୍ତି ସମ୍ବଲପୁର ଲୋକସଭା ଆସନ ପାଇଁ…