ଡାବୁଗାଁ ମହେନ୍ଦ୍ରିି ରାସ୍ତା ମରଣଯନ୍ତା, ଶୀଘ୍ର ମରାମତି ଦାବୀ

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ତାରିଣୀ ମନ୍ଦିର ଛକରୁ ମହେନ୍ଦ୍ରିି ଗ୍ରାମ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାଜ୍ୟ ରାଜପଥ ମୁଖ୍ୟ ରାସ୍ତା ରେ ଖାଲ ଖମା ଥିବାରୁ ଯାତାୟତ ରେ ଅସୁବିଧା ଦେଖା ଦେଇଛି। ନବରଙ୍ଗପୁର ଜିଲ୍ଲା ର ମଧ୍ୟ ଭାଗରେ…

ବିଶ୍ୱ ଯୁବ ଦକ୍ଷତା ଦିବସ

 ଭବାନୀପାଟଣା:(ଶାସକ ପ୍ରଶାସକ) ଲୋକାର୍ପଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ କର କମଳ ରେ ଆଭାସୀ ମାଧ୍ୟମ ରେ ହୋଇ ଯାଇଛି।ଉକ୍ତ କେନ୍ଦ୍ର ରେ ଚଳିତ ଆର୍ଥିକ ବର୍ଷ ରେ ୫୦୦ ପିଲାଙ୍କୁ ତାଲିମ ପ୍ରଦାନ ସହ ନିଯୁକ୍ତି ପ୍ରଦାନ କରିଯିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ।…

ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ।

ବାସୁଦେବପୁର - ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ର ସଭା ଗୃହ ରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ ସୁଶାନ୍ତ କୁମାର ସାମନ୍ତ ସଭାପତିତ୍ବ କରିଥିବା ବେଳେ ନବ ନିର୍ବାଚିତ…

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା

ଚଳିତ ବର୍ଷ ଅନ୍ୟୁନ ୧୦ ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପର୍ଯ୍ୟାୟକ୍ରମେ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲର ଉନ୍ନତିକରଣ କରାଯିବ ବିଭାଗୀୟ ହଷ୍ଟେଲ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି,…

ଦୟା ୱେଷ୍ଟ କେନାଲର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟ ସମୀକ୍ଷା ସହର ଗୁଡିକର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦିଆଯାଇ ଗରିବ ଲୋକଙ୍କ ପାଇଁ ସୁବିଧାର ବିକାଶ କରାଯିବ ବିଭିନ୍ନ ଯୋଜନାରେ କର୍ମସଂସ୍ଥାନ କ୍ଷେତ୍ରରେ ଓଡିଶାର ଯୋଗ୍ୟ ଲୋକଙ୍କୁ ପ୍ରାଥମିକତା ଦେବା ଉପରେ…

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ଆସିଲା ବାଲେଶ୍ବରର ଓଡିଆ ଶ୍ରମିକଙ୍କ ମର ଶରୀର

https://youtu.be/9TPHpQjucmk  ମୁରଲୀଧରଙ୍କ ପତ୍ନୀ ଓ ଝିଅ ସହିତ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ, ସମବେଦନା ଜଣାଇ କହିଲେ 'ଧର୍ଯ୍ୟ ରଖନ୍ତୁ, ମୁଁ ଆପଣଙ୍କ ସହିତ ଅଛି' ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲା ଖଇରାବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାପୁର…

“ରତ୍ନ ଭଣ୍ଡାରକୁ ନେଇ ରାଜ୍ୟ ସରକାର ଅସତ୍ୟ ଖବର ପ୍ରଚାରରୁ କ୍ଷାନ୍ତ ରୁହନ୍ତୁ”

୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲା ଯାଇ ଥିବା କଥାର ପ୍ରଚାର ସତ କି?- ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର - ୧୬.୭.୨୪:-ଓଡିଶାରେ ଭାରତୀୟ ଜନତା ପାର୍ଟିର ନୂଆ ସରକାର ଗଠନ ହେଲା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାର ଏକ ନୂଆ କମିଟି ଗଠନ କଲେ । ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ…

ହରିୟାଣାରେ “ପଛୁଆ ବର୍ଗ ସମ୍ମାନ ସମ୍ମିଳନୀ” ଅନୁଷ୍ଠିତ

ଗରିବ ଏବଂ ପଛୁଆ ବର୍ଗଙ୍କୁ ସଶକ୍ତ କରୁଛନ୍ତି ମୋଦୀ - ଧର୍ମେନ୍ଦ୍ର ପ୍ରଧାନ • ଗୃହମନ୍ତ୍ରୀ ଅମିତ ଶାହ ଓ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ କାର୍ଯ୍ୟକ୍ରମରେ ଉପସ୍ଥିତ• କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସୈନିକ ସ୍କୁଲ ଏବଂ ନିଟ୍ ପରୀକ୍ଷାରେ ପଛୁଆ ବର୍ଗଙ୍କ ପାଇଁ ୨୭…

ଆସନ୍ତା ୧୯ ଓ ୨୦ରେ ପୁରୀଠାରେ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଓଡିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ : ବିରଂଚି ତ୍ରିପାଠୀ  ୧୯ ତାରିଖ ସକାଳେ ପ୍ରଥମେ ଅନୁଷ୍ଠିତ ହେବ ରାଜ୍ୟ ପଦାଧିକାରୀ ବୈଠକ  ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା…

ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଲେ ମହାପ୍ରଭୁ

ଭୁବନେଶ୍ୱର, ୧୫ ।୭: ନବଦିନ ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରା ଆଜି ବାହୁଡ଼ାରେ ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଛନ୍ତି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ଶେଷ ହୋଇଛି । ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ,…