ହେମଗିର ବ୍ଲକ ଠାରେ ବିଏଲ୍ଓ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ହେମଗିର ବ୍ଲକ ପରିସର ରେ ଆଜି ବୁଥ ସ୍ତରୀୟ ଅଧିକାରୀ ଏବଂ ସେକ୍ଟର ଅଫିସର ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ୧୪ ଜଣ ସେକ୍ଟର ଅଫିସର ଓ ୮୬ ଗୋଟି ବୁଥ ର ବୁଥ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ…

ଏଲ ଓଡ଼ିଶା ଭୋଇ ସମାଜ ବିକାଶ ପରିଷଦ,ଓଡ଼ିଶା ତରଫରୁ ଜଗତସିଂହପୁର ଶାଖାର ଆବାହକ ଶ୍ରୀ ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଏକ…

ଜଗତସିଂହପୁର,ତା-୨୧.୦୪.୨୦୨୪/ସୁମନ୍ତ କୁମାର ଦାସ: ବାଲିକୁଦା ବ୍ଲକ ଅନ୍ତର୍ଗତ ବନ୍ଦର( ମାରିଚପୂର୍ )ଠାରେ ଏଲ ଓଡ଼ିଶା ଭୋଇ ସମାଜ ବିକାଶ ପରିଷଦ,ଓଡ଼ିଶା ତରଫରୁ ଜଗତସିଂହପୁର ଶାଖାର ଆବାହକ ଶ୍ରୀ ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କର୍ମୀ…

ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କାର୍ଯ୍ୟାଳୟ ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ସଦର ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ବିକ୍ରମପୁର ଠାରେ ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଙ୍କ କାର୍ଯ୍ୟାଳୟ ର ତାଲୁକ ଲିଗାଲ ସହାୟତା କମିଟି ତରଫରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି ଆଇନ ସଚେତନତା କାର୍ଯ୍ୟକ୍ରମ…

ଗୁଣପୁର ପୌରାଞ୍ଚଳରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ବର୍ତମାନର ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଲୋକମାନଙ୍କ ସୁରକ୍ଷା ନିମନ୍ତେ ସ୍ଥାନୀୟ ପୋୖର ପାଳିକା ପକ୍ଷରୁ ସହରର ମୁଖ୍ୟ ସ୍ଥାନ ଗୁଡିକରେ ଫ୍ରିଜରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର କରିଛନ୍ତି।ଦୀର୍ଘ ବର୍ଷ ପରେ ସାଧାରଣ ଜନତାଙ୍କ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ତଥା ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ…

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଳକ ଫଗୋଳ ଓ ଜୟରାମପୁର ପଞ୍ଚାୟତର ବହୁ ସଂଖ୍ୟାରେ ବିଜେପି ଓ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି l ଏହି ଅବସରରେ ନିଶ୍ଚିନ୍ତକୋଇଲି ତହସିଲ ଛକ ବିଜେଡ଼ି କାର୍ଯ୍ୟାଳୟରେ ଏକ…

ପ୍ରଶାସନ ପକ୍ଷରୁ ଭୋଟର ସଚେତନତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାରେ ଆସନ୍ତା ମେ ମାସ ୧୩ ତାରିଖ ଦିନ ନିର୍ବାଚନ ପର୍ବରେ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ବ୍ୟାପକ ସଚେତନତା କରାଯାଉଛି। ଜିଲ୍ଲାରେ ଶତପ୍ରତିଶତ ମତଦାନ ହାର ବୃଦ୍ଧି…

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବହୁ ବିଜେପି ଏବଂ କଂଗ୍ରେସ ନେତା ଓ କର୍ମୀ ବିଜେଡିରେ ମିଶିଲେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାଧାରଣ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି , ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଅନ୍ୟ ଦଳର ନେତା ଓ କର୍ମୀ ମାନେ ସେମାନଙ୍କ ଦଳ ଛାଡି ବିଜେଡି ମୁହାଁ ହେବାରେ ଲାଗିଛନ୍ତି ଏବଂ ଦିନକୁ ଦିନ ବିଜେଡି ଦଳର ଶକ୍ତି ବୃଦ୍ଧି ହେବାରେ ଲାଗିଛି।…

ନିଷ୍ଠାର ସହ କାର୍ଯ୍ୟ କଲେ ବିଜୟ ଅବଶ୍ୟମ୍ଭାବୀ : ଅରୁଣ

ବିଜୁ ଜନତା ଦଳ କର୍ମି ସମ୍ମିଳନୀ ଅନୁଷ୍ଠିତ ଓଡ଼ଗାଁ,୨୧।୪(ଶ୍ରୀକାନ୍ତ କୁମାର ମିଶ୍ର): ସ୍ଥାନୀୟ କଲେଜ ରୋଡ଼ସ୍ଥିତ ହ୍ଵାଇଟ ହାଉସ କଲ୍ୟାଣମଣ୍ଡପ ଠାରେ ରବିବାର ଏକ ବିଶାଳ କର୍ମୀ ସମ୍ମିଳନୀ ଓ ୨୦୨୪ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ଼ ଅରୁଣ…

ନୟାଗଡ଼ -ଓଡଗାଁ ୩୩ କେଭି ବାଧାପ୍ରାପ୍ତ,ଶ୍ରୀରାମ ନବମୀ ଯାତ୍ରାରେ ଲୋକେ ହତସନ୍ତ

ଓଡଗାଁ,୨୧।୪(ଶ୍ରୀକାନ୍ତ କୁମାର ମିଶ୍ର) ଓଡଗାଁରେ ୧୩ ଦିନ ବ୍ୟାପୀ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଚାଲିଥିବା ବେଳେ ଟାଟା ପାୱାରର ଅବହେଳାରୁ ୧୦ ଘଣ୍ଟା ଧରି ବିଦ୍ୟୁତ ବିଭ୍ରାଟ ସମସ୍ତଙ୍କୁ ବ୍ୟଥିତ କରିଛି । ବିଭାଗୀୟ ସୂଚନା ଅନୁସାରେ ଅପରାହ୍ନ ପ୍ରାୟ ଦେଢଟାରୁ ନୟାଗଡ଼ ରାଜପାଟଣା…

ତlଲୁକ ଆଇନ ସଚେତନତା ଶିବିର

ଓଡ଼ଗାଁ ୨୧।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଥାନା ଅନ୍ତର୍ଗତ ବରସାହି ଗ୍ରାମପଞ୍ଚାୟତରେ ଓଡ଼ଗାଁ ତlଲୁକ୍ ଆଇନ ସେବା କମିଟି ତରଫରୁ ଏକ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ତlଲୁକ୍ ଆଇନ ସେବା କମିଟି ସଚିବ ତଥା ଓଡ଼ଗାଁ ଅତିରିକ୍ତ ଜିଲ୍ଲା…