ନିର୍ବାଚନରେ ପ୍ରବାହ ଗଣମାଧ୍ୟମ, ସିନେମା ହଲ ମାଲିକ, ଗୋଷ୍ଠୀ ରେଡ଼ିଓ ଓ଼ କେବୁଲ ଅପରେଟର ମାନଙ୍କ ସହିତ ଆଲୋଚନା l

ରାୟଗଡ:-ତା.୪/୦୫/୨୦୨୪- ଚଳିତ ସାଧାରଣ ନିର୍ବାଚନ-୨୦୨୪ କୁ ଅବାଧ, ସ୍ୱଚ୍ଛ ଓ଼ ନିର୍ମଳ ଭାବରେ ଆୟୋଜନ କରିବା ନିମନ୍ତେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶରେ ଗଣମାଧ୍ୟମ ପ୍ରମାଣନ ଓ଼ ପର୍ଯ୍ୟାଲୋଚନ ନିମନ୍ତେ ସ୍ଥାନୀୟ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ…

ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କ ସହ ବୈଠକ

ଜଗତସିଂହପୁର, ତା 4.05.24 ରିଖ ସୁମନ୍ତ କୁମାର ଦାସ:  ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ରାଜନୈତିକ ଦଳର ପ୍ରତିନଧିଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଯାଇଅଛି।ଏହି ବୈଠକରେ ଅଧ୍ୟକ୍ଷତା କରି…

ବିଜେଡି ପ୍ରାର୍ଥୀ ସାରଦା ନାୟକ ଙ୍କ ନାମାଙ୍କନ ରଦ୍ଦ ପାଇଁ ବିଜେପି ପକ୍ଷରୁ ଅପିଲ

ରାଉରକେଲା: ରିଟର୍ଣ୍ଣିଂ ଅଫିସର ତଥା ସବ-ଡିଭିଜନାଲ ମାଜିଷ୍ଟ୍ରେଟ ପାନପୋଷଙ୍କ ନିକଟରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ଙ୍କ ନାମାଙ୍କନ ରଦ୍ଦ ପାଇଁ ବିଜେପି ପକ୍ଷରୁ ଅପିଲ ହୋଇଛି। ବିଜେପି ପ୍ରାର୍ଥୀଙ୍କ ପକ୍ଷରୁ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ସାରଦାଙ୍କ ପ୍ରାର୍ଥୀତ୍ବକୁ…

କଟକ ଟାଙ୍ଗୀ ଚୌଦ୍ୱାର ଆପ ଆଦମୀ ପାଟିର ବିଧାୟକ ପ୍ରାର୍ଥୀନୀ

ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କଟକ :୪/୩ ଶନିବାର (ରଞ୍ଜିତ ମହାପାତ୍ର ): କଟକ ସହର ଭାଇଚାରା ସହର ସେହି ଭାଇଚାରା ସହରରେ ଟାଙ୍ଗୀ ଚୌଦ୍ୱାର ର ବିଧାୟକ ପ୍ରାର୍ଥୀନୀ ଶ୍ରୀମତୀ ବିଜୟଲଷ୍ମୀ ମହାପାତ୍ରଙ୍କ ଆଜି କଟକ ଶ୍ରୀଖରପୁର କାଳୀ ମନ୍ଦିରରୁ ଦର୍ଶନ ସାରି ଖାନନଗର…

ଟିକିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଗସ୍ତ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ଟିକିରିଠାରେ ଅପରାହ୍ନ ୩.୪୫ ଟା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ପହଞ୍ଚି ଲୋକକୁ ସମ୍ବୋଧନ କରିଥିଲେ । ଏହି ସମୟରେ ତାଙ୍କ ସହ ମଞ୍ଚରେ ଭି କେ ପାଣ୍ଡିୟନ ଜିଲ୍ଲାର…

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଅତ୍ୟାଧୁନିକ ଚିକିତ୍ସା ଓ ଅସ୍ତ୍ରୋପଚାର ଉପଲବ୍ଧ

ବ୍ରହ୍ମପୁର, ମଇ ୪: ଦକ୍ଷିଣ ଓଡ଼ିଶାବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବର୍ତ୍ତମାନ ଅତ୍ୟାଧୁନିକ ଚିକିତ୍ସା ଓ ଅସ୍ତ୍ରୋପଚାର ଉପଲବ୍ଧ ହୋଇ ପାରୁଛି।…

ନାମାଙ୍କନ ପତ୍ର ଦାଖଲ ର ଅନ୍ତିମ ଦିବସ ରେ ଵିଜେଡି ଛାଡ଼ି ବିଜେପି ରେ ସାମିଲ।

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା:  ଖଲ୍ଲିକୋଟ: ୩/୫ ଆଜି ସ୍ଥାନୀୟ ଖଲ୍ଲିକୋଟ ବିଜେପି ପକ୍ଷରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବାସଭବନ ରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି।ଏ ଅବସରରେ ଖଲିକୋଟ ଏନ୍ ଏ ସି ର ଶହଶହ ବିଜେଡି ଦଳର ନେତା ଓ କର୍ମୀ ମାନେ ବିଜେପି…

ଭି କେ ପାଣ୍ଡିଆନଙ୍କ ବିଶାଳ ରୋଡସୋ ହଜାର ହଜାର କର୍ମୀଙ୍କ ଜନସମାଗମ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )କଳାହାଣ୍ଡି ଭବାନୀପାଟଣା ସହର ଜନ ସମୁଦ୍ର ଦେଖିବାକୁ ମିଳିଥିଲା,ବିଜେଡିର ବରିଷ୍ଠ ନେତା ତଥା ଷ୍ଟାର ପ୍ରଚାରକ କାର୍ତିକ ପାଣ୍ଡିଆନ ହାଇ ଭୋଲଟେଜ ରୋଡ ସୋ କରିଛନ୍ତି। ବିଜେଡି ଲୋକସଭା ପ୍ରାଥୀ ଲମ୍ବୋଦର ନିଆଲ ଓ ଭବାନୀପାଟଣା ବିଧାନସଭାପ୍ରାଥୀ…

ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଶାରଦା ପ୍ରଧାନ !

https://youtu.be/IPW3ABlIoAE  ମାହାଙ୍ଗାର ସ୍ୱାର୍ଥ,ସ୍ୱାଭିମାନ,ବିକାଶ ପାଇଁ ମାହାଙ୍ଗା ଜନସାଧାରଣଙ୍କ ନିଷ୍ପତି ହିଁ ମୋ ନିଷ୍ପତି-ଶାରଦା l (ମାହାଙ୍ଗା-ଶାସକ ପ୍ରଶାସକ): ଯେତେ ଯେତେ ନିର୍ବାଚନ ପାଖେଇ ଆସୁଛି ମାହାଙ୍ଗାରେ ନିର୍ବାଚନୀ ଚର୍ଚ୍ଚା ଯୋରଦାର ହେବାକୁ ବସିଲାଣି l କିନ୍ତୁ…

ପାନୀୟ ଜଳର ଘୋର ସଙ୍କଟ

କୁମ୍ଭକର୍ଣ୍ଣ ନିଦ୍ରାରେ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ନର୍ଲା: ନର୍ଲା ବ୍ଲକ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ବେହେରାପାଟି ଓ କାନ୍ଥିଡ଼ିଗ୍ରା , ସର୍ଗିଗୁଡ଼ା ଗ୍ରାମରେ ଗତ କିଛି ଦିନ ହେଲା ହଜାର ହଜାର ତୃସାର୍ତ୍ତ ଲୋକେ ପାଣି ଟୋପାଏ ପାଇଁ ଛଟପଟ ହେଉଥିବା ଦେଖିବାକୁ ମିଳୁଛି କାରଣ ଚଳିତ ମେ…