ବିଜେଡିର ମାଗଣା ବିଜୁଳି ପ୍ରଚାର ‘ବୁଢା ବାଘର କଙ୍କଣ ଦାନ ଉପାଖ୍ୟାନ’ ସଦୃଶ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ନିର୍ବାଚନମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀଙ୍କ ନିରନ୍ତର ପ୍ରଚାର • ଛେଣ୍ଡିପଦା, ଆଠମଲ୍ଲିକ, କୁଚିଣ୍ଡା ଓ ରେଢାଖୋଲରେ ବିଜେପିକୁ ଆଶୀର୍ବାଦ ପାଇଁ ନିବେଦନ କଲେ• ବିଜେଡି ସରକାର ରାଜ୍ୟବାସୀଙ୍କୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାର ପ୍ରହସନ କରୁଛନ୍ତି,୨୪ ବର୍ଷ ଧରି…

ଶହେ ରୁ ଉର୍ଦ୍ଧ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଲେ ।

ମୟୂରଭଞ୍ଜ ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ର: ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ସାରସକଣା ବ୍ଳକ୍ ର ୫୬ ନମ୍ବର ଜୋନ ରେ ଦେଖିବାକୁ ମିଳିଛି ଭିନ୍ନ ରାଜନୈତିକ ଦୃଶ୍ୟ । ପ୍ରତ୍ୟେକ ଦିନ କିଛି କିଛି ବିଜେଡି ଓ ଅନ୍ୟ ଦଳରୁ କର୍ମୀ ବିଜେପିରେ ଯୋଗ ଦେବାର ଦେଖିବାକୁ ମିଳିଛି । ତେବେ…

କଳାହାଣ୍ଡି ଜିଲ୍ଲାର ଦାନ ମାଝିଙ୍କ ଗାଁ ମେଲଘରା ପୁଣି ଥରେ ଚର୍ଚ୍ଚାରେ

ଭବାନୀପାଟଣା(ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲାର ଦାନ ମାଝିଙ୍କ ଗାଁ ମେଲଘରା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଦୁର୍ଗମ କର୍ଲାପାଟ ଭିତରେ ଥୁବା ଏହି ଗାଁର ଲାକି ମାଝି ଆଜି ଏକ ପିକଅପ୍ ଗାଡ଼ି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କର୍ଲାପାଟ ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପରେ ମରଶରୀର…

ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ମହିଳାମାନଙ୍କ ପାଇଁ ଜୀବିକା ପ୍ରକଳ୍ପ ଉଦ୍ଦେଶ୍ୟରେ ପ୍ରକଳ୍ପ କଳାକୃତିର ଶୁଭାରମ୍ଭ

ଝାରସୁଗୁଡ଼ା, ଓଡ଼ିଶା: ୨୨ ମଇ ୨୦୨୪ : ଭାରତର ସର୍ବବୃହତ ଆଲୁମିନିୟମ ଉଦ୍ୟୋଗ ବେଦାନ୍ତ ଆଲୁମିନିୟମ ଏହାର ପ୍ରକଳ୍ପ କଳାକୃତିର ଏକ ଅଂଶ ଭାବରେ ଏକ ପାରଂପାରିକ କଳା ଓ ହସ୍ତଶିଳ୍ପ ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରିଛି । ସ୍ଥାୟୀ ଜୀବିକା ଲାଗି ଏହି ପଦକ୍ଷେପ ଜରୀଆରେ ସ୍ଥାନୀୟ ମହିଳାମାନଙ୍କୁ…

ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

https://youtu.be/aCJWvafr1j0 ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ କଟକରେ ଆୟୋଜିତ ନିର୍ବାଚନୀ ସଭାରେ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ବିରୋଧିମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା…

ଖୋର୍ଦ୍ଧାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ନବୀନ ପଟ୍ଟନାୟକ

https://youtu.be/aCJWvafr1j0 ଖୋର୍ଦ୍ଧା,(ଯୋଗେଶ୍ୱର ପଣ୍ଡା): ଖୋର୍ଦ୍ଧାଗ୍ରସ୍ତରେ ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି । ଖୋର୍ଦ୍ଧା ହାବେଳୀ ପଡିଆଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଭୁବନେଶ୍ୱର ସାଂସଦ ପ୍ରାର୍ଥୀଙ୍କ ସମେତ…

ମାଳତୀରେ ଐତିହାସିକ ଗୋଷ୍ଠ ଶୀତଳ ଉତ୍ସବ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ମାଳତୀ ଗ୍ରାମରେ ଗୋଲା ସମ୍ପ୍ରଦାୟର ଐତିହାସିକ ତଥା ପାରମ୍ପରିକ ପର୍ବ ଗୋଷ୍ଠ ଶୀତଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ମଙ୍ଗଳବାର ରାତିରେ ରୀତିନୀତି ମୁତାବକ ସମ୍ପ୍ରଦାୟ ପକ୍ଷରୁ ଗ୍ରାମର ଆରାଧ୍ୟା ମାଆ ଠାକୁରାଣୀଙ୍କ ନିକଟରେ…

ମାତୃ ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ଜରାଶ୍ରାମରେ ବସ୍ତ୍ର ଓ ଫଳ ବଣ୍ଟନ

ରାୟଗଡ: ମାତୃ ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ଶକ୍ତି ଜରାଶ୍ରାମରେ ବସ୍ତ୍ର ଓ ଫଳ ବଣ୍ଟନ କରାଯାଇଛି l ଏହିଅବସରରେ ମୂଖ୍ୟ ଅତିଥି ଭାବେ ଶ୍ରୀ ପିତାମ୍ବର ବେହେରା (ମୂଖ୍ୟ ଲୋକ ସମ୍ପର୍କ ଅଧିକାରୀ, ଉତ୍କଳ ଆଲୁମିନା ଇଣ୍ଟେରନ୍ୟାସନାଲ ଲିମିଟେଡ଼, ଦୋରାଗୁଡା,…

୧୯ନମ୍ୱର୍ ଜୋନ ରେ କଂଗ୍ରେସ ପ୍ରାର୍ଥୀ ଙ୍କ ପରିବର୍ତ୍ତନ ସଂକଳ୍ପ ସମାବେଶ।

ଯୋଗ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ।    ବାସୁଦେବପୁର - ଆରମ୍ଭ ହୋଇ ଯାଇଛି ବିଭିନ୍ନ ପ୍ରାର୍ଥୀ ଙ୍କ ନିର୍ବାଚନ ପ୍ରଚାର ଓ ଶୋଭା ଯାତ୍ରା କାର୍ଯ୍ୟ କର୍ମ। ବୁଧବାର ଦିନ ଅପରାହ୍ନ ରେ ଦେଖିବାକୁ ମିଳି ଥିଲା କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ଓପ୍ରାର୍ଥୀ ଅଶୋକ କୁମାର ଦାସ ଓ…

କସ୍ତୁରୀ ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ନିଯୁକ୍ତ

ଭୁବନେଶ୍ୱର : ଜଣାଶୁଣା ସମାଜସେବୀ ତଥା ବିଜେଡି ନେତ୍ରୀ କସ୍ତୁରୀବାଳା ସ୍ୱାଇଁ ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ଭାବେ ନିଯୁକ୍ତ ହୋଇଛନ୍ତି | ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ…