ମହାକାଳେଶ୍ଵର ମହାଦେବ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ।

ପଦ୍ମପୁର:- ସ୍ଥାନୀୟ ସ୍ଵସ୍ତିନଗର ରେ ମହାକାଳେଶ୍ଵର ମହାଦେବ ମନ୍ଦିର ର ରତ୍ନମୁଦ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇଥିଲେ। ପଣ୍ଡିତ ରଘୁନାଥ ତ୍ରିପାଠୀ ଓ ଦେବେନ୍ଦ୍ର ତ୍ରିପାଠୀ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ରୁଦ୍ରମଣି ମେହେର ଓ ଅଞ୍ଜଳୀ…

ମୁଖ୍ୟମନ୍ତ୍ରୀଙ୍କ ବିବଶତାକୁ ଦେଖି ମଧ୍ୟ ପ୍ରଣବ ଆଖି ବୁଜି ଦେଇଛନ୍ତି – ଜୟ ନାରାୟଣ ମିଶ୍ର

o ମୁଖ୍ୟମନ୍ତ୍ରୀଙ୍କ ସ୍ଥିତି ଉପରେ ପ୍ରଣବ ସ୍ୱର ଉଠାଇବା ପରିବର୍ତ୍ତେ କ୍ରୀତଦାସ ହୋଇ ଜାଣି ଅଜଣା ହେବା ଦେଖି ଆମକୁ ଦୁଃଖ ଲାଗୁଛିo ମା’ ସମଲେଶ୍ୱରୀ ମନ୍ଦିର ବାବଦରେ ପ୍ରଣବଙ୍କ ଜ୍ଞାନ କମ ରହିଛିo ମିଛ କଥାକୁ ପ୍ରଚାର କରି ମୂଳ ପ୍ରଶ୍ନର ଉତ୍ତର ନଦେବା ତାଙ୍କ ରାଜନୈତିକ ଅପରିପକ୍ୱତାର…

ଭୋଟ୍ ବର୍ଜନ ଧମକ ପରେ ରାସ୍ତାକାମ ଆରମ୍ଭ ହେଲା

ଲାଞ୍ଜିଗଡ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଲାଞ୍ଜି ପଞ୍ଚାୟତର ତୁର୍କl ଗାଁର ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ବର୍ଷ ବର୍ଷ ଧରି ବିକାଶ କରିବା ନାଁରେ ରାଜନେତା, ପ୍ରଶାସନ ଓ ସରକାର ଠକୁଥିବା ନେଇ ଏହି ୨୦୨୪ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିବା ପାଇଁ ଗ୍ରାମବାସୀ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଳିଆରେ ବିଜୟ ସଂକଳ୍ପ ସମାବେଶ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ଉତ୍ତରପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ ମାହାଙ୍ଗା ବିଧାନସଭା କ୍ଷେତ୍ରର ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ଆରଏମସି ପଡ଼ିଆରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । ମୋଦୀ ସରକାରଙ୍କ ଶାସନରେ ରାଜ୍ୟରେ ୪ ଲେନ୍…

ନାଟ୍ୟ ନିର୍ଦ୍ଦେଶକଙ୍କ ପରଲୋକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମର ଦଣ୍ଡନାଚ ନିର୍ଦ୍ଦେଶକ ତଥା କେଶରାପଲ୍ଲୀ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଘନଶ୍ୟାମ ବିଷୋୟୀଙ୍କର ଆଜି ଅପରାହ୍ଣରେ ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ 97 ବର୍ଷ ବୟସ ହୋଇଥିଲା I ସେ କିଛିଦିନ ହେବ…

ବିଜେପି ଛାଡି ବିଜେଡିରେ ମିଶିଲେ ଶତାଧିକ କର୍ମୀ : ବିଜେପିକୁ ଶକ୍ତ ଧକ୍କା l

(ମାହାଙ୍ଗା- ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି କୁଳିଆ ଠାରେ ଚାଲିଥିବା ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ ଯୋଗଦାନ କରିଥିଲେ l କିନ୍ତୁ ଏହି କାର୍ଯ୍ୟକ୍ରମକୁ ମାହାଙ୍ଗା ବ୍ଳକ ଅଞ୍ଚଳର ୫୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀଙ୍କୁ ଡ଼କାନଯାଇ…

କମେଣ୍ଟ ମରାକୁ ନେଇ ପ୍ରାକ୍ ନିର୍ବାଚନୀ ହିଂସା:ଦୁଇ ଗୋଷ୍ଠୀର ୪ ଗିରଫ।

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ଥାନା ଅର୍ନ୍ତଗତ ବାଣତୁମ୍ବ ଗ୍ରାମରେ ରାଜନୈତିକ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।ଏ ନେଇ ବେଲଗୁଣ୍ଠା ପୋଲିସ ଦୁଇ ଗୋଷ୍ଠୀରୁ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜ୍ଜୁ କରି ୨୪୦/୨୪ ରେ ପ୍ରଶାନ୍ତ ସେଠୀ ଓ…

ରାମକୃଷ୍ଣପୁରରେ ପଞ୍ଚାୟତସ୍ତରୀୟ ବିଜେଡ଼ି ଆଶୀର୍ବାଦ ସମାବେଶ: ଵିକାଶ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର ପଞ୍ଚାୟତରେ ବିଜେଡ଼ିର ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଛି l ସରପଞ୍ଚ ଭାରତୀ ସାଇଁଙ୍କ ସଭାପତିତ୍ଵ ଏବଂ ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝାଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ ମାହାଙ୍ଗାର ବିଧାୟକ ପ୍ରାର୍ଥୀ…

ନିଜର ଭୋଟ ଦିଅନ୍ତୁ ଓ ୱଣ୍ଡେର୍ଲା ଭୁବନେଶ୍ୱର ପାର୍କ ଟିିକେଟରେ ୧୫% ଛାଡ ପାଆନ୍ତୁ!

ଭୁବନେଶ୍ୱର: ଭୋଟଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ପ୍ରସାର କରିବାର ଏକ ପଦକ୍ଷେପ ସ୍ୱରୂପ ଭାରତର ସର୍ବବୃହତ ଆମୁ୍ୟଜମେଣ୍ଟ ପାର୍କ ଚେନ୍‌ ୱଣ୍ଡେର୍ଲା ହଲିଡେଜ୍‌ ଲିମିଟେଡ ଘୋଷଣା କରିଛି ଯେ ସେମାନେ ଭୋଟଦାନ ଚିହ୍ନ ପ୍ରଦର୍ଶନ କରୁଥିବା ଗ୍ରାହକମାନଙ୍କୁ ସେମାନଙ୍କର ଭୁବନେଶ୍ୱର ପାର୍କର…

ମେ’ ୨୫ରେ ୨୫ ବର୍ଷର ସରକାରକୁ ପରିବର୍ତ୍ତନ କରିବା ପାଇଁ ସମ୍ବଲପୁର ଭୋଟ୍ ଦେବ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀର ଦେବଗଡ ଓ ରେଙ୍ଗାଲିରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର • ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ • ଆସାମୀୟ କବି ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କଲେ• ଦେବଗଡରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ…