ମାଟ୍ରିକ୍‍ ପରୀକ୍ଷା ଫଳ ପ୍ରକାଶିତ: ଲଗାତର ୧୭ବର୍ଷ ଧରି କିସ୍‍ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର, ୨୬ ।୫: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସମଗ୍ର ଓଡ଼ିଶାରେ ପାସ୍‍ ହାର ୯୬.୭% ରହିଥିବା ବେଳେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି। କିସ୍…

ପ୍ରକାଶ ପାଇଲା ଯୁକ୍ତ-୨ ପରୀକ୍ଷାଫଳ

ଭୁବନେଶ୍ୱର: ଆଜି ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ଯୁକ୍ତ-୨ ପରୀକ୍ଷାଫଳ ପ୍ରକାଶ ପାଇଛିା ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟଠାରେ ବାର୍ଷିକ ଯୁକ୍ତ-୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ସ୍ରୋତର ପରୀକ୍ଷାଫଳକୁ ଆନୁଷ୍ଠାନିକ…

ଅପରାଧୀ ଓ ଠକଙ୍କୁ ବିଜେପି ଫୁଲମାଳ ଦେଇ ସ୍ୱାଗତ କରେ ଓ ଟିକେଟ ଦିଏ: ବିଜେଡି

 ପ୍ରଶାନ୍ତ ଜଗଦେବ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ବିଜେପି ଟିକେଟ  ଜମି ଜବରଦଖଲକାରୀ ବୈଜୟନ୍ତ ପଣ୍ଡାଙ୍କୁ କୋଳେଇ ନେଇଛି ବିଜେପି  ବିଜେପିର କେନ୍ଦ୍ରୀୟ ନେତାମାନେ ଏଭଳି ଠକଙ୍କ ସଂକ୍ରାନ୍ତରେ ଅଜ୍ଞ ଭୁବନେଶ୍ୱର: ଗୁଣ୍ଡା, ଜମି ଜବରଦଖଲକାରୀ, ଠକ ଓ କଳାଧନ…

ଓଡ଼ିଶାବାସୀ ଚାହୁଁଛନ୍ତି “ମୋଦି ଗ୍ୟାରେଂଟି”: ସ୍ମୃତି ଇରାନୀ

କୁଜଙ୍ଗ/ ଆଳି/ରେମୁଣା/ଭୁବନେଶ୍ୱର, ତା.୨୫/୦୫: ନିର୍ବାଚନୀ ପ୍ରଚାର ପାଇଁ ଦିନିକିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଶ୍ରୀମତି ଇରାନୀ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀର କୁଜଙ୍ଗ, ଆଳି ଓ ରେମୁଣାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିଛନ୍ତି ।ଶ୍ରୀମତୀ…

ଯାଜପୁର ଲୋକସଭା କ୍ଷେତ୍ରର ସୁକିନ୍ଦା, ଯାଜପୁର, ବିଞ୍ଝାରପୁର, ବରୀ, ଧର୍ମଶାଳା ଓ ବଡ଼ଚଣାରେ ଶ୍ରୀ କାର୍ତ୍ତିକ…

ବିଜେପିର ଆଭ୍ୟନ୍ତରିଣ ସର୍ଭେ କହୁଛି ସେମାନଙ୍କ ଟାରଗେଟ୍‍ ହଉଛି ୩୦ଟି ଆସନ, ସେଥିରେ ପୁଣି ଧର୍ମଶାଳା ବି ଅଛି ମୁଁ ବିନମ୍ରତାର ସହ କହୁଛି ଓଡ଼ିଶାରେ ଯେତେ ଓଲଟା ପୋଲଟା କାମ କଲେ ବି ଧର୍ମଶାଳାରୁ ଆଶୀର୍ବାଦ କମିବ ନାହିଁ, କେବଳ ବଢ଼ିବ ଧର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି…

ଜଗତସିଂହପୁର ଜିଲ୍ଲାରେ ପୋଷ୍ଟାଲ ଭୋଟିଂ ପ୍ରକ୍ରିୟା ଜାରି

ଜଗତସିଂହପୁର,ତା-୨୫.୦୫.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ଆସନ୍ତା ଜୁନ୍ 1 ତାରିଖ ରେ ଏକକାଳୀନ ସାଧାରଣ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ କରାଯିବ । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ମତଦାନ କରିବା ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଙ୍କ…

କଟକ ସଦର ନିର୍ବାଚନ ମଣ୍ଡଳୀରେ ୬୦ଟି ବୁଥରେ ଶୃଙ୍ଖଳିତ ଭୋଟ ଗ୍ରହଣ ଶେଷ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶନିବାର ଦିନ ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଛି । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଳକର ୧୪ଗୋଟି ପଞ୍ଚାୟତରେ ମୋଟ୍ ୬୦ ଟି ବୁଥ୍‌ରେ ଶୃଙ୍ଖଳିତ ଭାବେ ଭୋଟ ଗ୍ରହଣ କରାଯାଇଛି । ଭୋଟ…

ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୫୧ ତମ ତିରୋଧାନ ଦିବସ ପାଳିତ

 https://youtu.be/ofius9gUz0w ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ନବ ଉତ୍କଳର ନିର୍ମାତା , ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା , ଓଡ଼ିଶା ଭାଷା-ଭିତ୍ତିକ ରାଜ୍ୟ ଗଠନର ମୁଖ୍ୟ ବିନ୍ଧାଣୀ ତଥା ସ୍ଵାଧୀନ…