ଚାରୋଟି ବସ୍ ମଧ୍ୟରେ ଜଳି ହୋଇଗଲା ପାଉଁସ
ବିଷମ କଟକ: ରାୟଗଡା ଜିଲ୍ଲା ବିଷମ କଟକ ସଦର ବସ୍ଷ୍ଟାଣ୍ଡ ରେ ଠିଆ ହୋଇଥିବା ଚାରୋଟି ବସ୍ ନିମିସକ ମଧ୍ୟରେ ଜଳି ପାଉଁସ ହୋଇଗଲା । ଘଟଣା କ୍ରମରେ ଶନିବାର ଦିନ ଅପରାହ୍ନ ୨.୩୦ମିନିଟ୍ ସମୟରେ ବିଷମ କଟକ ବସ୍ଷ୍ଟାଣ୍ଡ ଭିତରେ ୬ଟି ବସ୍ ଧାଡି ରେ ଠିଆ ହୋଇଥିବା ବେଳେ ସେଥି ମଧ୍ୟରୁ ହଠାତ୍ ଗୋଟିଏ…