ଜୈବ ବିବିଧତା ଏବଂ ପ୍ରକୃତିର ସୁରକ୍ଷା ଭବିଷ୍ୟତ ପାଇଁ ଗୁରୁତ୍ଵପୂର୍ଣ୍ଣ : ଧ୍ରୀତିମାନ୍ ମୁଖାର୍ଜୀ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବନ୍ୟପ୍ରାଣୀ ଫୋଟୋଗ୍ରାଫିର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଗଦେଲେ ୪୦୦ରୁ ଅଧିକ ସରକାରୀ ଓ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଭୁବନେଶ୍ୱର, ୨୮/୬ : ବନ୍ୟପ୍ରାଣୀ ଏବଂ ଜୈବବିବିଧତା ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହିତ ଏହାର…

କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଅଧିକାରୀଙ୍କୁ ରାଜ୍ୟ ମୁଖ୍ୟାଳୟ ଆସିବା ମନା -କୃଷି ସଚିବ

ଉଲ୍ଲଙ୍ଘନ କଲେ ସେବା ଆଚରଣ ବିଧିରେ ଦଣ୍ଡିତ ହେବେ ଅଧିକାରୀ ଭୁବନେଶ୍ୱର: ଅଧିକାରୀଙ୍କ ବଦଳି ସମ୍ପର୍କିତ ଅଭିଯୋଗ ନେଇ ଅନେକ ଅଧିକାରୀ ରାଜ୍ୟ ମୁଖ୍ୟାଳୟକୁ ବାରମ୍ବାର ଆସୁଥିବା ବିଭାଗର ଦୃଷ୍ଟିଗୋଚର ହେଉଛିା ପୂର୍ବରୁ ଏ ସଂକ୍ରାନ୍ତରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ପ୍ରମୁଖ ଶାସନ…

ମିଲେଟ୍ ମିଶନର ସଫଳତା ପାଇଁ ରାଜ୍ୟ କୃଷି ବିଭାଗ ସମ୍ମାନିତ

 "ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀଙ୍କର ଉତ୍ସର୍ଗୀକୃତ ପଦକ୍ଷେପ ଏବଂ କାର୍ଯ୍ୟକଳାପ ଅନ୍ତର୍ଜାତୀୟ ମିଲେଟ୍ ମିଶନକୁ ଏକ ଜନଆନ୍ଦୋଳନରେ ପରିଣତ କରିବାରେ ସହାୟକ ହୋଇଛି" ଭୁବନେଶ୍ୱର: ଶ୍ରୀଅନ୍ନ (ମିଲେଟ୍) ଯୋଜନାରେ ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ୨୦୨୩ ଅନ୍ତର୍ଜାତୀୟ…

“ମେଗା ଜଳସେଚନ ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ହେବା ଉଚିତ’ :ମନ୍ତ୍ରୀ ଶ୍ରୀ ପୂଜାରୀ

ସମ୍ଭାବ୍ୟ ବର୍ଷା ଓ ଚାଷର ସ୍ଥିତି ସମ୍ପର୍କରେ ସମୀକ୍ଷା "ରାଜ୍ୟରେ ବର୍ଷାର ସ୍ଥିତି ଖୁବ୍ ଉଦବେଗଜନକ' ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବର୍ଷା ଓ ଚାଷର ସ୍ଥିତି ସଂପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତିା ପାଣିପାଗ…

ଲୋକସେବା ଭବନରୁ କାର୍ଯ୍ୟାରମ୍ଭ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଲୋକସେବା ଭବନର ପ୍ରଥମ ମହଲାର ୪ ଓ ୫ ନମ୍ବର ରୁମରେ ଆନୁଷ୍ଠାନିକ ଭାବେ ଆସୀନ ହୋଇ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ତାଙ୍କର କାର୍ଯ୍ୟାରମ୍ଭ କରିଛନ୍ତିା ପ୍ରାରମ୍ଭରେ ମା'ଶାରଳାଙ୍କ ପୀଠରୁ ଆସିଥିବା ବ୍ରାହ୍ମଣମାନଙ୍କ ଦ୍ୱାରା…

ଜେକେପୁର ଲକ୍ଷ୍ମୀପତ ସିଙ୍ଘାଣିଆ ସ୍କୁଲରେ ପୁସ୍ତକ ବିତରଣ କାର୍ଯ୍ୟକ୍ରମ ଆୟୋଜିତ

ଜେକେପୁର: ଜୁନ୍ ୨୮, ୨୦୨୪, ଜେକେପୁର ଲକ୍ଷ୍ମୀପତ ସିଙ୍ଘାଣିଆ ସ୍କୁଲରେ ଏକ ପୁସ୍ତକ ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଥିଲା। ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ଶିକ୍ଷାଗତ ଉତ୍ସ ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଥିବା ଶ୍ରୀ ସନ୍ଦୀପ କୁମାର ପାଣ୍ଡେ ମହାପ୍ରବନ୍ଧକ,ଶିଳ୍ପ ଏବଂ ଜନ ସଂପର୍କ…

ଗୁଣପୁର ମିଡିଆ କ୍ଲବ୍ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ : ରଘୁ ନନ୍ଦନ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ମଣିଷ ହୋଇ ଅମଣିଷର ପରିଚୟ ଦେଲେ ପୂର୍ବତନ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ। ଭୁଲିଗଲେ ମାନବିକତା, ମହିଳା ସାମ୍ବାଦିକଙ୍କ ଉପରକୁ ଛାଡିଦେଲେ କୁକୁର। ଆଉ ଗର୍ବର ସହ କହିଲେ ହଁ ମୁଁ ଛାଡି ଦେଲି କୁକୁର । ମିଡ଼ିଆ କ୍ଲବ ଗୁଣପୁର ପକ୍ଷରୁ ସମସ୍ତ…

ବ୍ଲକସ୍ତରୀୟ ତ୍ରିଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଘାଟିତ l

ପଦ୍ମପୁର :- ପରିବର୍ତ୍ତିତ ଯୁଗ ତଥା ଭବିଷ୍ୟତର ଆହ୍ବାନକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ଗତବର୍ଷ ଠାରୁ ଆରମ୍ଭ ହେଇଥିବା ଅଭିଳଷୀତ ପାଠ୍ୟକ୍ରମର ବିଭିନ୍ନ କ୍ଲବ ମଧ୍ୟରୁ ଜିଜ୍ଞାସା ଅନ୍ୟତମ, ଯାହାକି ହାଇସ୍କୁଲସ୍ତରୀୟ ଛାତ୍ରଛାତ୍ରୀଙ୍କ ଠାରେ ବିଜ୍ଞାନଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ ତଥା…

ଲିଭିଗ୍ଂ କାଫେ ର ଶୁଭ ଉଦ୍ଘାଟନ ରେ ନଗର ପାଳ ଓ ବିଧାୟକ ଙ୍କ ଯୋଗଦାନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ଭଞ୍ଜନଗର ପୁରୁଣା ବଜାର ସାହିରେ "ଲିଭିଗ୍ଂ କାଫେ" ର ଉଦ୍ଘାଟନ ହୋଇଛି। ଏଥିରେ ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଓ ନଗର ପାଳ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଯୋଗଦାନ କରିଥିଲେ। ପ୍ରଥମେ ମାନ୍ୟବର ବିଧାୟକ ଓ ନଗର ପାଳ କାଫେ ରେ…

ପାଇକମାଲ ବ୍ଳକ୍ ରେ “ଏକ୍ ପେଡ଼୍ ମା କେ ନାମ୍” କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର :- ପାଇକମାଳ ବ୍ଲକ କଲୋନି ଠାରେ "ଏକ୍ ପେଡ଼୍ ମା କେ ନାମ୍" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମାନ୍ୟବର ପଦ୍ମପୁର ବିଧାୟିକା ଶ୍ରୀମତି ବର୍ଷା ସିଂ ବରିହା ମୁଖ୍ୟଅତିଥି ଓ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଭାବନା ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ l ଉକ୍ତ…