ଗୁଣପୁର ବିଜେପି କାର୍ଯ୍ୟାଳୟ ଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ଗୁଣପୁର ଆଦର୍ଶ ନଗର ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ବରିଷ୍ଠ ବିଜେପି ନେତା ୱାଇ ଗଣପତି ଙ୍କ ନେତୃତ୍ୱରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ପାଳନ କରାଗଲା । ଏହି କାର୍ଯ୍ୟକ୍ରମରେ ଭାଜପା କାର୍ଯ୍ୟକର୍ତ୍ତା ଯୋଗ ଦାନ କରି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପାଳନ କରିଥିଲେ ପରେ ପ୍ରତ୍ୟେକ ଭାଜପା କାର୍ଯ୍ୟକର୍ତ୍ତା କିପରି ନିଜ ନିଜ ଵୁଥ୍ ରେ ୧୦୦ ସଦସ୍ୟତା କରିବେ ତାହା ୱାଇ ଗଣପତି ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ବୁଝାଇ ଥିଲେ।ଏହି କାର୍ଯ୍ୟକ୍ରମ ରେ ଅମର କୁମାର ସାହୁ, ଶ୍ରୀନିବାସ ସ୍ଵାଇଁ,ପୃଥିବୀ ରାଜ ପାଢ଼ୀ, ଜଗଦିଶ ପାତ୍ର, ଲକ୍ଷ୍ମୀ ନାରାୟଣ ପାଢ଼ୀ, ଭଗଵାନ ଚୌଧୁରୀ, ହିମକାନ୍ତ ମହାପାତ୍ର, ଆଦିତ୍ୟ ନାରାୟଣ ମିଶ୍ର, ମୋନଜ ପାଣିଗ୍ରାହୀ,ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଗୋପାଳ କୃଷ୍ଣ ଦେବ ପାତ୍ର, ସୁରୀ ପଟ୍ଟନାୟକ, ଗଗନ ବିହାରୀ ପାତ୍ର, ରମେଶ ସାହୁ, ସାରଙ୍ଗ ନାଗୋବଂଶ, ବାଲାଜୀ ପାଣିଗ୍ରାହୀ, ସଂଗ୍ରାମ କେଶରୀ ସାହୁ, ପ୍ରଶାନ୍ତ ସାହୁକାର, ନିଳକଣ୍ଠ ମହାପାତ୍ର ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

 

Leave A Reply

Your email address will not be published.