ବାସୁଦେବପୁର ଗସ୍ତ ରେ ସାଂସଦ ଅଭିମନ୍ୟୁ ସେଠୀ।

0

ବାସୁଦେବପୁର – ମଙ୍ଗଳ ବାର ବାସୁଦେବପୁର ଗସ୍ତ କରି ବିଭିନ୍ନ ସ୍ଥାନ ରେ ବିଭିନ୍ନ କାର୍ଯ୍ୟ କର୍ମ ରେ ଯୋଗ ଦେଇ ଥିଲେ ସାଂସଦ ଅଭିମନ୍ୟୁ ସେଠୀ। ବାସୁଦେବପୁର ନିର୍ବାଚନ ମଣ୍ଡଳୀ ର ଗୋପବନ୍ଧୁନଗର, ବିଦେଇପୂର୍, ବାଲିମୁଁଣ୍ଡା ଓ ମାଲ୍ଲିକାଦେଇପୂର୍ ପଞ୍ଚାୟତରେ, ଅନୁଷ୍ଠିତ ସଦସ୍ୟତା ଅଭିଯାନରେ ଯୋଗ ଦେବାସହ ସେ ଅଞ୍ଚଳର ଲୋକ ମାନଙ୍କ ସମସ୍ୟା ବିଷୟରେ ଅବଗତ ହୋଇ ଥିଲେ ଭଦ୍ରକର ମାନନୀୟ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ । ପରେ ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ହନୁମାନ ବାଟିକା ରେ ବୃକ୍ଷ ରୋପଣ କାର୍ଯ୍ୟ କର୍ମ ରେ ଯୋଗ ଦେଇ ଥିଲେ ସାଂସଦ ଅଭିମନ୍ୟୁ ସେଠୀ । ସାଂସଦ ଅଭିମନ୍ୟୁ ସେଠୀ ଙ୍କ ସହ ବାସୁଦେବପୁର

ବିଧାନସଭା ନେତା ବାଣୀ କଲ୍ୟାଣ ମହାନ୍ତିଙ୍କ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ବରିଷ୍ଠ ନେତା ଭଗଵାନ ପଣ୍ଡା, ବରିଷ୍ଠ ନେତା ଅଜୟ କୁମାର ନାୟକ, ଗିରିଜା ଶଙ୍କର ନାୟକ, ପ୍ରତାପ କୁମାର ନାୟକ,ଜୟ ପ୍ରକାଶ ମଲ୍ଲିକ, ଗଦାଧର ପଲାଇ, ଭଗବାନ ମହାନ୍ତି, ମଧୁ ସୁଧନ ପାଢ଼ୀ, ସୁବାସ ପ୍ରଧାନ, ମୁକ୍ତି କାନ୍ତ ନାୟକ, ସନୋଷ ମହାନ୍ତି,ଲିଙ୍କନ ଦଳାଇ, ବଂଶୀ ଧର ବିଶ୍ଵାଳ, ରାଜା ନାୟକ,ଅନାଦି ବେହେରା, ରମେଶ ଘଡାଇ ଓ ଅନ୍ୟ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.