ଏସବିଆଇ ବଜାର ଶାଖା ତରଫରୁ ଗ୍ରାହକ ସମାବେଶ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବଜାର ଶାଖା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଗ୍ରାହକ ସମାବେଶର ଆୟୋଜନ କରାଯାଇଥିଲା। ଶାଖା ପରିଚାଳକ ରାମକୃଷ୍ଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଫିଲ୍ଡ ଅଫିସର ଚେନ୍ନା ଯୁଗନ୍ଦର ,ବରିଷ୍ଠ କର୍ମକର୍ତ୍ତା…