ଗାୟତ୍ରୀ ମହାବିଦ୍ୟାଳୟରେ ବିଶ୍ୱ ସେବିକା ଦିବସ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୧୨/୫/୨୬ ଗୁଣପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟ ପରିସରରେ ନର୍ସିଂ ବିଭାଗ ପକ୍ଷରୁ ବିଶ୍ୱ ସେବିକା ଦିବସ ପାଳିତ ହୋଇଯାଇଛି । ନର୍ସିଂ ବିଭାଗୀୟ ମୁଖ୍ୟ ଅଜିତ ଦାସ ଏବଂ ଫର୍ମାସୀ ଡିପ୍ଲୋମା ବିଭାଗୀୟ ମୁଖ୍ୟ ପ୍ରଫେସର କୃଷ୍ଣ ଚୈତନ୍ୟ ଗୌଡ଼ ଅତିଥି…

ଏମିନେନ୍ସୀ ଇନଷ୍ଟିଚ୍ୟୁଟ ଅଫ୍ ନର୍ସିଂରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ

 "ସେବା ହିଁ ମାନବତାର ସର୍ବୋତ୍ତମ ଉଦାହରଣ" ସୁବର୍ଣ୍ଣପୁର, ୧୨/୫(ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏମିନେନ୍ସୀ ଇନଷ୍ଟିଚ୍ୟୁଟ ଅଫ୍ ନର୍ସିଂ ପକ୍ଷରୁ ଆନ୍ତର୍ଜାତୀୟ ନର୍ସ ଦିବସ ଅତ୍ୟନ୍ତ ଆଡମ୍ବର, ଉତ୍ସାହ ଓ ଭାବବିହ୍ବଳ ପରିବେଶ ମଧ୍ୟରେ ପାଳିନ କରାଯାଇଛି। ଆଧୁନିକ…

ମୁଖ୍ୟ ରାସ୍ତାରେ ଖୁଲମଖୁଲା ଟ୍ରାଫିକ ନିୟମକୁ ଧୂଳିସାତ୍ କରି ଗତି କରୁଛି କେନ୍ଦୁପତ୍ର ବୋଝେଇ ଗାଡ଼ି।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ସହରର ମୁଖ୍ୟ ରାସ୍ତାରେ ଖୁଲମଖୁଲା ଟ୍ରାଫିକ ନିୟମକୁ ଧୂଳିସାତ୍ କରି ଗତି କରୁଛି କେନ୍ଦୁପତ୍ର ବୋଝେଇ ଗାଡ଼ି।ଏହି ଦୃଶ୍ୟ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଗାଡ଼ିର କ୍ଷମତାଠାରୁ ଦୁଇ ଗୁଣା ଅଧିକ ଉଚ୍ଚତାରେ କେନ୍ଦୁପତ୍ର ବସ୍ତା ଏଥିରେ…

ସ୍ଵାମପାଟଣା ଠାରେ ଲୋକଙ୍କ ସରକାର ବିରୁଦ୍ଧରେ ବିଜେଡିର ରଣହୁଙ୍କାର

କେନ୍ଦୁଝର,ତା୧୨/୫- ଆଜି କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସ୍ଵାମପାଟଣା ଠାରେ ଲୋକଙ୍କ ସରକାର ବିରୁଦ୍ଧରେ ଜିଲ୍ଲା ବିଜେଡି ତରଫରୁ ବିଦ୍ରୋହ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜୁ ଜନତା ଦଳର ହଜାର ହଜାର କର୍ମୀ ତଥା ନବିନ ପଟ୍ଟନାୟକ ପ୍ରେମୀଙ୍କୁ ଦେଖିବାକୁ…

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି କୁ ନେଇ ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।

ବ୍ରହ୍ମପୁର : ବ୍ରହ୍ମପୁର ରାଜସ୍ୱ ବିଭାଗ ଡାକବଙ୍ଗଳା ଠାରେ ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଯାହାକି ରାଜ୍ୟ କିମ୍ବା ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ଓ ଏଥିପାଇଁ ଆମ ରାଜ୍ୟ…

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ।

ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବେନ୍ଦାଳିଆ ଗ୍ରାମର ପିଙ୍କୁ ସେଠୀ ନାମକ ଜଣେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ର ରେ ଆକ୍ରମଣ ୪ ଜଣ ଦୁର୍ବୁତ୍ତ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି।ଅଭିଯୁକ୍ତ ଯୁବକ ଶିବଶଙ୍କର ସାହୁ ଓ ଅନ୍ୟ ୩ ଜଣ ବୋଲି ପ୍ରାତଃ ଭ୍ରମଣ ରେ ଯାଉଥିବା…

ପିକଅପ୍ – ବାଇକ୍ ମୁହାମୁହିଁ ଧକ୍କା: ୨ ଯୁବକ ମୃତ ଜଣେ ଗୁରୁତର

?କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ଦୁର୍ଘଟଣା ?ପିକନିକ୍ ସାରି ଫେରିବା ବେଳେ ଘଟିଥିଲା ଦୁର୍ଘଟଣା ? ଗୁରୁତ୍ବର ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କୁଚିଣ୍ଡା, (ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ…

ରୋଟାରୀ କ୍ଲବ ଅଫ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଉତ୍ସାହର ସହ ପାଳିତ

ଭୁବନେଶ୍ୱର, ୧୧ ମଇ ୨୦୨୬: ରୋଟାରୀ କ୍ଲବ ଅଫ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଉତ୍ସବ ରୋଟାରି ଭବନ, ଭୁବନେଶ୍ୱର ଠାରେ ବହୁ ଉତ୍ସାହ ଓ ସାହଚର୍ଯ୍ୟର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଅତିଥି, ରୋଟାରିୟାନ୍, ପରିବାର ସଦସ୍ୟ ଏବଂ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ। ଏହି ଉତ୍ସବରେ…

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ…

ନୂଆଦିଲ୍ଲୀ: ଦଶନ୍ଧି ଦଶନ୍ଧି ଧରି ଭାରତ ଓ ରୁଷିଆ ମଧ୍ୟରେ ସାଂସ୍କୃତିକ ବନ୍ଧନ ଚଳଚ୍ଚିତ୍ର ଜରିଆରେ ଏହାର ସର୍ବାଧିକ ମଜଭୁତ ଅଭିବ୍ୟକ୍ତିକୁ ଖୋଜି ପାଇଛି । ରାଜ କପୁରଙ୍କ କାଳଜୟୀ ଅଭିବ୍ୟକ୍ତି ଠାରୁ ରୁଷୀୟ ଦର୍ଶକମାନଙ୍କ ମଧ୍ୟରେ ମିଥୁନ ଚକ୍ରବର୍ତ୍ତୀଙ୍କର ବିପୁଳ ଲୋକପ୍ରୟିତାକୁ ନେଇ ଭାରତୀୟ…

ଆଇଆଇଟି ବମ୍ବେରେ ଦେଶର ପ୍ରଥମ କାର୍ବନ କ୍ୟାପଚର ଲ୍ୟାବ୍‌ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଆଇଆଇଟି ବମ୍ବେର ଦେଶର ପ୍ରଥମ କାର୍ବନ କ୍ୟାପଚର ଲ୍ୟାବ୍‌ ସ୍ୱଚ୍ଛ ଉର୍ଜା ଇନୋଭେସନ କ୍ଷେତ୍ରରେ ବଡ଼ ପଦକ୍ଷେପ - ଧର୍ମେନ୍ଦ୍ର ପ୍ରଧାନ • ଆଇଆଇଟି ବମ୍ବେର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଲେ • ୨୦୭୦ ସୁଦ୍ଧା ‘ନେଟ୍ ଜିରୋ’ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ…