ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡ଼ ଠାରେ ବିଜ୍ଞାନ ଭିତ୍ତିକ ସାଧାରଣ ଜ୍ଞାନ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ମଙ୍ଗଳବାର ଦିନ) ରା. ଉଦୟଗିରି ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡ଼ ଠାରେ ଓସେପା ପ୍ରାୟୋଜିତ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦେଶ କ୍ରମେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମ୍ପୋଲୁ ରବି କୁମାରଙ୍କ…

ଶାଶୁ ଘର ଲୋକଙ୍କ ଆକ୍ରମଣ ରେ ବୋହୂ ମୁତ୍ୟୁ ସହ ସଂଗ୍ରାମ କରୁଛି

ଜଗତସିଂହପୁର: ଜଗତସିଂହପୁର ଏରସମା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ପୁର ପଂଚାୟତ ସ୍ଥିତ ତଳକୁସୁମା ଗ୍ରାମର ଅଞ୍ଜନା ସାହାଣୀ ଙ୍କ ଝିଅ ରିଙ୍କିନା ଙ୍କ ସହିତ କୋଠି ଗ୍ରାମ ର ମାନସ ନାୟକ ସହିତ ବୟିଦିକ ରୀତି ନୀତିରେ ବିବାହ ହୋଇଥିଲା। ତେବେ କୌଣସି ବିବାଦକୁ ନେଇ ପତି -ପତ୍ନୀ ମଧ୍ୟରେ ବିବାଦ…

ଫାଇରିଂ କରି ପେଟ୍ରୋଲ ଟାଙ୍କି କର୍ମଚାରୀଙ୍କ ନିକଟରୁ ୧୨ଲକ୍ଷ ଟଙ୍କା ଲୁଟ

ଖଇରା/ବୁଲୁ ଲେଙ୍କା-ବ୍ୟାଙ୍କ ସମ୍ମୁଖରେ ପେଟ୍ରୋଲ ଟାଙ୍କି କର୍ମଚାରୀଙ୍କୁ ଗୁଳି କରି ୧୨ଲକ୍ଷ ଟଙ୍କା ଲୋଟିନେଲେ ଦୁବୁର୍ତ୍ତ।ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ବର୍ତ୍ତନା ବଜାରରେ ଥିବା ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ଦୁଇଟି ବାଇକ ଯୋଗେ ୬ଜଣ ଦୁବୁର୍ତ୍ତ ଆସି ଫାଇରିଂ କରି ପେଟ୍ରୋଲ ଟାଙ୍କି…

ନଗର ଉନ୍ନୟନ ମନ୍ତ୍ରୀ ତଥା ବିଡିଏର ଅଧ୍ୟକ୍ଷଙ୍କୁ ଭେଟିଲେ ବିଡିଏର ଉପାଧ୍ୟକ୍ଷ ଓ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ବଲୱନ୍ତ ସିଂହ ବିଡିଏର ବରିଷ୍ଠ ଅଧିକାରୀଙ୍କ ସହ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ତଥା ବିଡିଏର ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଉନ୍ନତି ଭବନରେ ଭେଟିଥିଲେ।ବୈଠକରେ ବିଡିଏ ର ଅଧ୍ୟକ୍ଷ…

ଓଡ଼ିଶାରେ ଲାଗୁ ହେଲା ପିଏମ୍ ଶ୍ରୀ ସ୍କୁଲ୍

• ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ଓଡ଼ିଶାର ଶିକ୍ଷା ସଚିବଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ • ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ଦୁଇଟି ଲେଖାଏଁ ସ୍କୁଲକୁ ପିଏମ୍…

ରାଜ୍ୟ ଗୁଡିକ ସହ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ଏକ ସହଯୋଗୀ ଶିକ୍ଷା ବ୍ୟବସ୍ଥା ଗଠନ ପାଇଁ ରାଜ୍ୟଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ, ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଏନସିଇଆରଟି, ଏସସିଇଆରଟି, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ…

ରାଜ୍ୟ ଗୁଡିକ ସହ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ଏକ ସହଯୋଗୀ ଶିକ୍ଷା ବ୍ୟବସ୍ଥା ଗଠନ ପାଇଁ ରାଜ୍ୟଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ, ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଏନସିଇଆରଟି, ଏସସିଇଆରଟି, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ…

ଶ୍ରୀପୟର ଧୂଳି କୋଟି ତୀର୍ଥ ବଳି କେଉଁ ତୀର୍ଥ ଯିବି ମୁହିଁ, ସେଇ ଧୂଳି ଅଙ୍ଗେ ନିଇତି ବୋଳୁଛି ଲଭିବି ବୈକୁଣ୍ଠ ଭୁଇଁ

 ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ  ସୂଚିତ କରୁଛି ଧର୍ମ-ଅର୍ଥ-କାମ-ମୋକ୍ଷର ପରିଚାୟକ ଚତୁଃଦ୍ୱାର ଏବଂ ବୈକୁଣ୍ଠ ପ୍ରାପ୍ତିର ପଞ୍ଚତୀର୍ଥ  ଶ୍ରୀଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମର ବାର୍ତ୍ତାବହ ପୁରୀର ମଠ…

ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ଚୂଡାନ୍ତ ଜଙ୍ଗଲ ଅନୁମୋଦନ ମିଳିଲା

୧୫୨୪ ହେକ୍ଟର ଜଙ୍ଗଲ ଜମିର ଅଣ ଜଙ୍ଗଲ ବ୍ୟବହାର ପାଇଁ ଅନୁମତି ମିଳିଲା ୩୦ ବର୍ଷର ସ୍ବପ୍ନ ପୂରଣ ହେଲା ୨୩ ହଜାର ହେକ୍ଟର ଜମି ହେବ ଜଳସେଚିତ ଉପକୃତ ହେବେ ଦଶପଲ୍ଲା ଓ ନୟାଗଡର ଚାଷୀ ଓ ସାଧାରଣ ଜନତା ମୁଖ୍ୟମନ୍ତ୍ରୀ ତାଙ୍କ ନୂଆ ଦିଲ୍ଲୀ ଗସ୍ତ ସମୟରେ ଏ ବିଷୟରେ…

ରଥଯାତ୍ରା ପାଇଁ ଆଇଟିସି ନିମାଇଲର ସ୍ୱତନ୍ତ୍ର ପଦକ୍ଷେପ “ଶୁଦ୍ଧ ଶୁଭାରମ୍ଭ”

ପ୍ରଥମ ଥର ପାଇଁ ଆଇଟିସି ନିମାଇଲ ରଥ ପଥର ଶୁଦ୍ଧତା ସହିତ ପବିତ୍ର ରଥଯାତ୍ରାର ଆରମ୍ଭକୁ ଚିହ୍ନିତ କରୁଛି । ପୁରୀ: ଆଇଟିସିର ଅଗ୍ରଣୀ ଫ୍ଲୋର୍ କ୍ଲିନର ବ୍ରାଣ୍ଡ ଚଳିତ ରଥଯାତ୍ରାରେ ‘ନିମାଇଲ ଶୁଦ୍ଧ ଶୁଭାରମ୍ଭ’ ନାମରେ ଏକ ସ୍ୱତନ୍ତ୍ର ପ୍ରୟାସର ଆରମ୍ଭ କରିଛି । ଏହା ହେଉଛି ନୀମ ଆଧାରିତ…