ପ୍ରଶାସନିକ ବୈମାତୃକ ଆଚରଣର ଶିକାର ହେଉଛନ୍ତି ଅମରେଶ୍ଵର ନଗର ବାସିନ୍ଦା ।

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) :  ଖଲ୍ଲିକୋଟ ଏନ୍ ଏ ସି ର ୱାର୍ଡ ନଂ- ୧ ହେଉଛି ଉଚ୍ଚଶିକ୍ଷିତ ଅନ୍ୟାନ୍ୟ ସାହି ମଧ୍ୟରୁ ଅନ୍ୟତମ । ଏହାରି ଭିତରେ ଯୋଡ଼ି ହୋଇ ଥିବା ଅମରେଶ୍ଵର ନଗର, ପୁଣି ବିଜେପି ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବାସଭବନ ମଧ୍ୟ ରହିଅଛି ।ଏ…

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ କୌଶଳ ରଥକୁ ସ୍ୱାଗତ ଜଣାଇଲେ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ଗତ ୧୫ ତାରିଖରେ ବିଶ୍ୱ ଯୁବ ଦକ୍ଷତା ଦିବସ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଗୋଟି କୌଶଳ ରଥ ର ଶୁଭାରମ୍ଭ କରିଥିଲେ ।ଏହି କୌଶଳ ରଥ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ଓ ନିୟୋଜନ କାର୍ଯ୍ୟାଳୟ ମିଳିତ ଅନୁକୂଲ୍ୟରେ ଆଜି…

ଘୁ.ଉଦୟଗିରି ଠାରେ ଆୟକର ବିଭାଗର ଚଢ଼ାଉ

କନ୍ଧମାଳ(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ରାଜ୍ୟ ଆୟକର ବିଭାଗ କମିଶନର, ଭୁବନେଶ୍ୱରଙ୍କ ନିର୍ଦେଶ କ୍ରମେ ଆଜି ସକାଳ 11 ଘଣ୍ଟିକାରେ ବ୍ରହ୍ମପୁର ରେଞ୍ଜର ଡେପୁଟି କମିଶନର ତପନ ଭୀମଲ ( Deputy Income Tax GST Enforsement Comisioner )ଙ୍କ ନେତୃତ୍ୱରେ ଏକ 10…

ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲେଟର ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗାଇସିଲାଟ/ମନ ଡନସନା- ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟରେ ଜାତୀୟ ସେବା ସଂସ୍ଥା (NSS) ଓ ୟୁଥ ରେଡକ୍ରସର ମିଳିତ ଉଦ୍ୟମରେ ହେମନ୍ତ କୁମାର ପଣ୍ଡା, ୟୁଥ ରେଡକ୍ରସ କାଉନସେଲର (କ) ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିଥିବାରୁ କେନ୍ଦ୍ରୀୟ ବଜେଟ୍‌କୁ ପ୍ରଶଂସା କରିଛି ସିଆଇଆଇ ଓଡିଶା

ଭୁବନେଶ୍ୱର: ସିଆଇଆଇ ଓଡିଶା କେନ୍ଦ୍ରୀୟ ବଜେଟ ୨୦୨୪-୨୫କୁ ଏକ ଅଭିବୃଦ୍ଧି ଭିତିକ ବଜେଟ ଭାବେ ପ୍ରଶଂସା କରିଛି ଏବଂ ଏଭଳି ଏକ ଉତ୍ସାହଜନକ ଓ ସନ୍ତୁଳିତ ବଜେଟ ଉପସ୍ଥାପନ କରିଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣଙ୍କୁ ଶୁଭେଚ୍ଛା ଜଣାଇଛି । ଯଦିଓ ଏହି ବଜେଟ ଏକ ବିସ୍ତୃତ…

କିମ୍‍ସରେ ୧୦ଦିନ ଶିଶୁର ସଫଳ ହୃଦ୍‍ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୩ ।୭: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ୍‍ ସାଇନ୍‍ସେସ୍‍(କିମ୍‍ସ)ର ଡାକ୍ତରମାନେ ଜନ୍ମଜାତ ହୃଦରୋଗର ଶିକାର ଜଣେ ୧୦ଦିନର ଶିଶୁର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। କିମ୍‍ସର ନବଜାତ ଶିଶୁରୋଗ ବିଭାଗ, ହୃଦରୋଗ ଏବଂ ହୃଦରୋଗ ନିଶ୍ଚେତକ ବିଭାଗ ଡାକ୍ତରଙ୍କ ସମନ୍ୱିତ…

ବ୍ରାହ୍ମଣୀଗାଁରେ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତ ପାଇଁ ଦାବୀ ପତ୍ର ପ୍ରଦାନ କଲେ ନିର୍ବାଚିତ ଜନପ୍ରତିନିଧି..

.ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତ କରିବା ପାଇଁ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ୧୧ନମ୍ବର ଜୋନ ଅନ୍ତର୍ଗତ ୮ପଞ୍ଚାୟତର ଜନପ୍ରତିନିଧିମାନେ ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲା ପାଳ ଆଶିଷ ଈଶ୍ୱର ପାଟିଲଙ୍କୁ…

ବ୍ୟକ୍ତି ଗତ ଘରେ ଅଙ୍ଗନ୍ ୱାଡ଼ି ଗୃହ, ନଜର ଦେବାକୁ ସାଧାରଣ ରେ ଦାବୀ।

 ବାସୁଦେବପୁର - ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ତେର ନମ୍ୱର୍ ୱାର୍ଡ ରେ ଥିବା ସେଠୀ ସାହି ରେ ଅଙ୍ଗନ ୱାଡି କେନ୍ଦ୍ର ବ୍ୟକ୍ତି ଗତ ଜଣକ ଘରେ ଚାଲୁଥିବା ବେଳେ ନଜର ରଖିବାକୁ ସାଧାରଣ ରେ ଦାବି ହେଉଛି। ସୂଚନା ଅନୁସାରେ ତେର ଜଣ ପିଲା ଥିବା ବେଳେ ଏହି କେନ୍ଦ୍ର ରେ ସମୟ ସମୟ ରେ…

ଭଞ୍ଜନଗର ସହରରେ ମିଡ଼ିଆ କ୍ଳବ୍ ପକ୍ଷରୁ ସଚେତନତା ରଥ ପରିକ୍ରମା ସହିତ ୨୦୦ ଚାରା ରୋପଣ କାର୍ଯ୍ୟକ୍ରମ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ସହରର ଅଗ୍ରଣୀ ପଞ୍ଜିକୃତ କବିସମ୍ରାଟ ମିଡ଼ିଆକ୍ଳବ୍ ତରଫରୁ ଆଜି ଜୁଲାଇ ମାସ ୨୩ ତାରିଖ ମଙ୍ଗଳବାର ୨୦୨୪ ଦିନ ପ୍ରାୟ ୨୦୦ ଚାରା ରୋପଣ କାର୍ଯ୍ୟକ୍ରମ ସହିତ ସହରରେ ସଚେତନତା ରଥର ନଗରପରିକ୍ରମା ହୋଇପାରିଛି। ଏଥିରେ ଯୋଗଦାନ କରିଥିଲେ ଉତ୍ତର ଓ ଦକ୍ଷିଣ…

ଶ୍ରୀ ସତ୍ୟସାଇ ବାବା ଙ୍କ ଦିବ୍ୟ ପାଦୁକା ଯାତ୍ରା

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ପବିତ୍ର ବ୍ୟାସ ପୁର୍ଣ୍ଣିମା ତଥା ଗୁରୁ ପୂର୍ଣ୍ଣିମା ଅବସରରେ ବେଲଗୁଣ୍ଠା ସହରରେ ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟ ପାଦୁକା ଯାତ୍ରା ମହାସମାରୋହରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଦିବ୍ୟ ପାଦୁକା ଯାତ୍ରାର ଏହା ଦ୍ଵିତୀୟ ବାର୍ଷିକ…