ଜବାହର ନବୋଦୟ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ଉଦଯାପନୀ ଉତ୍ସବ ପାଳିତ।

ପଦ୍ମପୁର :- ଭାରତ ସରକାରଙ୍କ ଦ୍ୱାରା ଗତ ତା ୨୨/୭ରୁ ଆରମ୍ଭ ହୋଇଥିବା ଶିକ୍ଷା ସପ୍ତାହର ଉଦଯାପନୀ ଉତ୍ସବ ଆଜି ଜବାହର ନବୋଦୟ ବିଦ୍ୟାଳୟରେ ମହାଆଡମ୍ବର ସହିତ ପାଳିତ ହୋଇଯାଇଛି l ଶିକ୍ଷା ସପ୍ତାହର ବିଭିନ୍ନ ଦିନର କାର୍ଯ୍ୟକ୍ରମକୁ ବିଦ୍ୟାଳୟରେ ପୂର୍ବରୁ ସୁଚାରୁ ରୂପେ ପାଳନ କରାଯାଇଥିଲାବେଳେ…

ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟଭାବେ ଗଢ଼ିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ-ରାଜ୍ୟପାଳ

ନିଯୁକ୍ତି ମେଳା ଯୁବଗୋଷ୍ଠୀଙ୍କ ସ୍ୱପ୍ନକୁ ସାକାର କରିବାରେ ମାଧ୍ୟମ ସାଜିବ  ଭୁବନେଶ୍ୱର (୨୭.୦୭.୨୦୨୪)- ନିଯୁକ୍ତି ମେଳା ଯୁବଗୋଷ୍ଠୀଙ୍କ ସ୍ୱପ୍ନକୁ ସାକାର କରିବାର ମାଧ୍ୟମ ସାଜିବ ବୋଲି ରାଜ୍ୟପାଳ ରଘବର ଦାସ କହିଛନ୍ତି । ଚଳିତ ଜୁଲାଇ ୨୭ ତାରିଖ ଶନିବାର ଦିନ ପୂର୍ବାହ୍ନରେ ଇଣ୍ଡିଆନ…

ବୀର ସୈନିକମାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ : ମନମୋହନ ସାମଲ

 ନୂଆପିଢ଼ୀକୁ ବୀର ସୈନିକଙ୍କ ବୀରତ୍ୱ ତଥା ବଳିଦାନ ବିଷୟରେ ପରିଚିତ କରାଯିବ: ଅଭିଳାଷ ପଣ୍ଡା  ଜାତୀୟ ପତାକା ହେଉଛି ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ  ୧୦୦୦ ମିଟର ଲମ୍ବ ତ୍ରିରଙ୍ଗା ପତାକାକୁ ଧରି ଚାଲିଲେ ଯୁବଗୋଷ୍ଠୀ ଭୁବନେଶ୍ୱର,ତା.୨୭/୦୭: କାରଗିଲ…

“ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମ: ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କ “ଶୁଚିସ୍ମିତାର କାହାଣୀ’…

ଭୁବନେଶ୍ୱର: ଭାରତୀୟ ସାହିତ୍ୟରେ ଓଡ଼ିଆ ଗଳ୍ପର ଆଦର ରହିଛିା ଗଳ୍ପର ଉପାଦାନ, କାରିଗରୀ, ଚରିତ୍ର ଓ ଘଟଣାକୁ ନେଇ ପାଠକୀୟ ଆବେଦନ ତିଆରି ହୁଏ ବୋଲି ବିଶିଷ୍ଟ କଥାକାର ପରେଶ କୁମାର ପଟ୍ଟନାୟକ ମତ ଦେଇଛନ୍ତିା ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ "ସାହିତ୍ୟ…

ଆଠ କିଲୋ ଗଞ୍ଜେଇ ସହ ଜଣେ ଗିରଫ।

 ବାସୁଦେବପୁର - ଅବକାରୀ ବିଭାଗ ବାସୁଦେବପୁର ପକ୍ଷ ରୁ ସ୍ଥାନୀୟ କମାର ଗାଁ ଛକ ନିକଟରେ ଚଢ଼ାଉ କରାଯାଇ ଆଠ କେଜି ଗଞ୍ଜେଇ ସହ ଜଣେ ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ତାପସ କୁମାର ମହାନ୍ତି, ଭୋଇ ସାହି ଚନ୍ଦିଆ ବୋଲି ସୂଚନା ମିଳିଛି। ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ସହ…

ନବୋଦୟ ବିଦ୍ୟାଳୟରେ ‘ଗଛଟିଏ ମାଆ ପାଇଁ’ ଦିବସ ପାଳିତ।

ପଦ୍ମପୁର :- ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ପାଇକମାଲ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ''ସାମ୍ପ୍ରଦାୟିକର ଯୋଗଦାନ ଦିବସ" ବା (Community involvement day) ପାଳିତ ହୋଇଯାଇଛି l ଏହି ଦିବସରେ 'ଗଛଟିଏ ମାଆପାଇଁ' କାର୍ଯ୍ୟକ୍ରମ ମଧ୍ୟ ପାଳିତ ହୋଇଯାଇଛି ଯେଉଁଥିରେ ବିଦ୍ୟାଳୟରେ ଶିକ୍ଷା…

ଅଗଷ୍ଟ ଚାରିରେ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )--, ଆସନ୍ତା ମାସ ପ୍ରଥମ ରବିବାର ଅର୍ଥାତ୍ ଅଗଷ୍ଟ ମାସ ଚାରି ତାରିଖରେ ଅନୁଷ୍ଠିତ ହେବ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ I ଏହି ଅବସରରେ ସଂଘ ତରଫରୁ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କୁ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ…

ବିଜେପି ଯୁବ ମୋର୍ଚ୍ଚା ତରଫରୁ “୨୫ ତମ କାରଗିଲ ବିଜୟ ଦିବସ” ପାଳିତ

ଖଇରା/ବୁଲୁ ଲେଙ୍କା: ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀରେ ଖଇରା ବ୍ଲକ୍ ତୁରିଗଡିଆ ସହିଦ୍ ସ୍ତମ୍ବ ନିକଟରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ "୨୫ ତମ କାରଗିଲ ବିଜୟ ଦିବସ" ପାଳିତ ହୋଇଯାଇଛି , ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ  ଯୁବନେତା ତଥା ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ…

ବିଜେପି ଯୁବ ମୋର୍ଚ୍ଚା ତରଫରୁ “୨୫ ତମ କାରଗିଲ ବିଜୟ ଦିବସ” ପାଳିତ

ଖଇରା/ବୁଲୁ ଲେଙ୍କା,ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀରେ ଖଇରା ବ୍ଲକ୍ ତୁରିଗଡିଆ ସହିଦ୍ ସ୍ତମ୍ବ ନିକଟରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ "୨୫ ତମ କାରଗିଲ ବିଜୟ ଦିବସ" ପାଳିତ ହୋଇଯାଇଛି , ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ  ଯୁବନେତା ତଥା ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ…

ବ୍ଲକ ସ୍କୁଲ ସ୍ପୋର୍ଟସ ଏସୋସିଏସନ୍ ର ସାଧାରଣ ସଭା ଅନୁଷ୍ଠିତ।

ପଦ୍ମପୁର :- ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ରାଜବୋଡାସମ୍ବର ବ୍ଲକ ସ୍କୁଲ ସ୍ପୋର୍ଟସ ଏସୋସିଏସନ୍ ର ସାଧାରଣସଭା ବ୍ଲକ ଶିକ୍ଷାଅଧିକାରୀ ତଥା ସଭାପତି ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସୁଶ୍ରୀ ପ୍ରୀତିରଶ୍ମୀ ସେଠ୍ ସ୍ୱାଗତ ଭାଷଣ ସହ ଅତିଥି…