ରାସ୍ତା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କଟାବାହାଲ ସରପଞ୍ଚ ।।
ଗାଇସିଲେଟ: ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଥିଲା । ଏହି ଅଭିଯୋଗ ଶୁଣାଣୀ ରେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା ତାଲପାଲି ଛକ ଠାରୁ କଟାବାହାଲକୁ ସଂଯୋଗ କରିଥିବା ୨୦୦ ମିଟର ରାସ୍ତା ନିର୍ମାଣ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା…