ପାଠାଗାର ପକ୍ଷରୁ ଜାତୀୟ ପୁସ୍ତକପ୍ରେମୀ ଦିବସ ପାଳିତ

ବାସୁଦେବପୁରର : ବାସୁଦେବପୁରର ଭ୍ରାମ୍ୟମାଣ ଲୋକନାଥ ପାଠାଗାର ପକ୍ଷରୁ ଆଜି ଜାତୀୟ ପୁସ୍ତକପ୍ରେମୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବେତଡା ଉତ୍କଳମଣି ଗୋପବନ୍ଧୁ ସଂସ୍କୃତ ମହାବିଦ୍ୟାଳୟର ସଭାଗୃହରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ଓଡ଼ିଆ ଅଧ୍ୟାପକ ବେଣୁଧର ପରିଡ଼ାଙ୍କ…

ଗୁଣପୁର ଠାରେ ବିଶ୍ବ ଆଦିବାସୀ ଦିବସ ପାଳନ

ଚଳିତ ମାସ ଅଗଷ୍ଟ 9 ତାରିଖରେ ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ସଭାପତି ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଆଦିବାସୀ ମାନଙ୍କ ପାରମ୍ପରିକ ନାଚ ଗୀତ ସହ ବିଶାଳ ଶୋଭାଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ…

ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଡ଼ଃ ଶୁଭଙ୍କର ମହାପାତ୍ର

ନବରଙ୍ଗପୁର ୯.୦୮.୨୦୨୪ : ଅଶୋକ ସାହୁ, ଶାସକ ପ୍ରଶାସକ:  ଡ଼ଃ ଶୁଭଙ୍କର ମହାପାତ୍ର ,ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଡ଼ଃ ମହାପାତ୍ର ନବରଙ୍ଗପୁର ରେ ପହଞ୍ଚିବା ପରେ ନବରଙ୍ଗପୁର ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀ ଙ୍କ…

ଓମ୍ ଶାନ୍ତି ନଗର ରାସ୍ତା ପ୍ରତି ଚରମ ଅବହେଳା

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା ଙ୍କ ରିପୋର୍ଟ): ମୋ ଗାଁ ଖଲ୍ଲିକୋଟ ବୋଲି କହିଲେ ଛାତିଟା କୁଣ୍ଡେ ମୋଟ ହୋଇ ଥିବା ବେଳେ ଏବେ ଏଠାକାର ଏନ୍ ଏ ସି ଅନ୍ତର୍ଗତ ଫୁଲ ଝର ଵିତରେ ଥିବା ଓମ୍ ଶାନ୍ତି ନଗର ୱାର୍ଡ ନଂ -୪ ର ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ଥିବା ଜଣାପଡ଼ିଛି। ଦୀର୍ଘ…

ସରକାରୀ ସ୍ନାତକ ମହାବିଦ୍ୟାଳୟ କୋଷାଗୁମୁଡ଼ା ର ଶୁଭ ଉଦଘାଟନ

ନବରଙ୍ଗପୁର, 09.08.2024,ଅଶୋକ ସାହୁ, ଶାସକ ପ୍ରଶାସକ: ଓଡ଼ିଶା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଆଜି ଲୋକସେବା ଭବନରୁ ଆଭାସୀ କାର୍ଯକ୍ରମ ମାଧ୍ୟମରେ ରାଜ୍ୟର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଥିବା ଚଉଦ ଟି ସ୍ନାତକ ମହାବିଦ୍ୟାଳୟର ଶୁଭ ଉଦଘାଟନ  ଉଚ୍ଚଶିକ୍ଷା,କ୍ରୀଡ଼ା ଓ ଯୁବ…

ଅତ୍ୟାଧୁନିକ HRMIS ବ୍ୟବସ୍ଥା ସହିତ ଗାମ୍ବିଆରେ ନିଜର ଦକ୍ଷତା ଦେଖାଉଛି ସିଏସଏମ ଟେକ୍

ଭୁବନେଶ୍ୱର: ଆଫ୍ରିକାର ବ୍ୟବସାୟିକ ଦୃଶ୍ୟପଟ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ଭାରତୀୟ ଆଇଟି କମ୍ପାନୀ ସିଏସ୍ଏମ୍ ଟେକ୍, ଏକ ଭିନ୍ନ ତଥା ଅତ୍ୟାଧୁନିକ ମାନବ ସମ୍ବଳ ପରିଚାଳନା ସୂଚନା ପ୍ରଣାଳୀ (HRMIS) ସହାୟତାରେ ଗାମ୍ବିଆରେ ଶାସନ ପରିଚାଳନା କ୍ଷେତ୍ରରେ ଏକ ପରିବର୍ତ୍ତନ…

ସଂଗ୍ରାମୀଙ୍କ ପରିବାରକୁ “କୁଟୁମ୍ବ” ପେନ୍‌ସନ୍‌ ଦେବା ପ୍ରସ୍ତାବ ସରକାରଙ୍କ ବିଚାରାଧୀନ:…

ରାଜ୍ୟସ୍ତରୀୟ କ୍ରାନ୍ତି ଦିବସ ୨୦୨୪ ଆମର ସବୁ ସଫଳତା, ଖୁସି, ଆନନ୍ଦ ପଛରେ ରହିଛି ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କର ମହାନ ତ୍ୟାଗ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାରକୁ ଚିହ୍ନଟ କରାଯାଇ ପରିଚୟ ଓ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ ବିକଶିତ ଓଡିଶା ପାଇଁ ଆମର ଯାତ୍ରା…

ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ “ହର ଘର ତିରଙ୍ଗା” ଅଭିଯାନ ଅନୁଷ୍ଠିତ ହେବ

ବ୍ୟାପକ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ଗୁରୁତ୍ବପୂର୍ଣ ବୈଠକ ସମସ୍ତଙ୍କ ସହଯୋଗରେ ଅଭିଯାନକୁ ସଫଳ କରିବାକୁ ଆହ୍ୱାନ ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ଅଧାନରେ “ହର ଘର ତିରଙ୍ଗା" ଅଭିଯାନ ରାଜ୍ୟ ବ୍ୟାପି ଅନୁଷ୍ଠିତ ହେବ । ଆଗାମୀ ଅଗଷ୍ଟ ୧୫…

ମିସ୍ ଆଣ୍ଡ ମିସେସ୍ ରୟାଲ ଗ୍ଲୋବାଲ କୁଇନ୍ ସୁନ୍ଦରୀ ପ୍ରତିଯୋଗିତାରେ ସୋଆ ଫ୍ୟାକଲ୍ଟି ବିଜେତା

ଭୁବନେଶ୍ୱର, ୮ ଅଗଷ୍ଟ: ମୁମ୍ବାଇ ଠାରେ ଆୟୋଜିତ ମିସ୍ ଆଣ୍ଡ ମିସେସ୍ ରୟାଲ ଗ୍ଲୋବାଲ କୁଇନ୍ ୨୦୨୪ ଏବଂ ରୟାଲ ଗ୍ଲୋବାଲ୍ ଆଚିଭର୍ ଆୱାର୍ଡର ୪ର୍ଥ ସଂସ୍କରଣର ସୁନ୍ଦରୀ ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍)ର ଫ୍ୟାକଲ୍ଟି ଡକ୍ଟର…

ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓବିସି ମୋର୍ଚ୍ଚାର ଉଚ୍ଚସ୍ତରୀୟ ପ୍ରତିନିଧିଦଳ

 ରାଜ୍ୟରେ ଓବିସି ଫାଇନାନ୍ସ ଡେଭେଲପମେଂଟ କର୍ପୋରେସନର ପୁନରୁଦ୍ଧାର ପ୍ରସ୍ତାବ\  ପଛୁଆ ବର୍ଗଙ୍କ ପାଇଁ ରାଜ୍ୟର ଏକ ସ୍ୱତନ୍ତ୍ର ବିଭାଗ ଖୋଲୁ ଭୁବନେଶ୍ୱର, ତା.୦୮/୦୮: କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାର ପଛୁଆ…