ଓଡ଼ିଶା ସରକାର ଡିଜିଟାଲ ଫସଲ ସର୍ବେକ୍ଷଣରେ ବିପ୍ଲବ ଆଣିବା ପାଇଁ ଇ-ଚାଷ ଆପ୍ ଓ ପୋର୍ଟାଲର ଶୁଭାରମ୍ଭ କଲେ…

କୃଷି କ୍ଷେତ୍ରରେ ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇବାରେ ଓଡ଼ିଶା ପ୍ରଥମ ରାଜ୍ୟ ଭୁବନେଶ୍ୱର: କୃଷି କ୍ଷେତ୍ରରେ ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇ ଫସଲ ଉତ୍ପାଦନ ଓ ପ୍ରକ୍ରିୟାକରଣକୁ ସହଜ କରିବା ପାଇଁ ଇ-ଚାଷ ଆପ୍ ଓ ପୋର୍ଟାଲର ଶୁଭାରମ୍ଭ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ…

ଭୁବନେଶ୍ୱରରେ ଆମାଜନ ଡଟ ଇନରେ ହୋମ୍, କିଚେନ୍ ଓ ଆଉଟଡୋର ବ୍ୟବସାୟରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି

ଭୁବନେଶ୍ୱର : ଆମାଜନ ଡଟ୍ ଇନ ପକ୍ଷରୁ ଘୋଷଣା କରାଯାଇଛି ଯେ ଓଡ଼ିଶା ଓ ଭୁବନେଶ୍ୱରରେ ହୋମ୍, କିଚେନ୍ ଏବଂ ଆଉଟଡୋର ବ୍ୟବସାୟରେ ବାର୍ଷିକ ଆଧାରରେ ପ୍ରାୟ ୨୫% ଅଭିବୃଦ୍ଧି ଘଟିଥିବା ବେଳେ ନୂଆ ଗ୍ରାହକଙ୍କ ସଂଖ୍ୟାରେ ପ୍ରାୟ ୧୫% ବୃଦ୍ଧି ଘଟିଛି, ଯେଉଁମାନେ ଭାରତର ସବୁଠାରୁ ବିଶ୍ୱସନୀୟ ଅନ୍ଲାଇନ…

“ବିକଶିତ ଭାରତ @୨୦୪୭ ପାଇଁ ବିକଶିତ ଓଡ଼ିଶା @୨୦୩୬” ଶୀର୍ଷକ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଜାରି ହେଲା…

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ରାଜ୍ୟସ୍ତରୀୟ ପରିଚାଳନା କମିଟି ।  ଭିଜନ ଡକ୍ୟୁମେଣ୍ଟରେ ପରିକଳ୍ପିତ ଲକ୍ଷ୍ୟ ହାସଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ (ସେକ୍ଟରାଲ ଗୃପ୍ସ )  ବିଭିନ୍ନ ବର୍ଗର ବୁଦ୍ଧିଜୀବୀ , ନୀତି…

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ରକ୍ଷା ବନ୍ଧନ l

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ :  ରାଖୀ ପୂର୍ଣିମା ସରକାରୀ କାର୍ଯ୍ୟାଳୟ ଗୁଡିକ ଛୁଟି ଥିବା ଯୋଗୁଁ ଆଜି ନବରଙ୍ଗପୁର ଓମ୍ ଶାନ୍ତି ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ର ଭାଇ ଓ ଭଉଣୀ ମାନଙ୍କ ଦ୍ଵାରା ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l…

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ବରଗଡ଼:- ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋଏଲ ଏବଂ ଆରକ୍ଷୀ ଅଧ୍ୟକ୍ଷ ଶ୍ରୀ ପ୍ରହଲ୍ଲାଦ ସହାୟ…

ପୁରୀ ଜିଲ୍ଲା କିନ୍ନର ସଂଘ ଓ ଦି ବେଲ୍ ତରଫରୁ ମାର୍ଚ୍ଚ ଫର୍ ଜଷ୍ଟିସ କାର୍ଯ୍ୟକ୍ରମ

ପୁରୀ (ଅନିମେଶ ପଟ୍ଟନାୟକ): କୋଲକତାରେ ଡାକ୍ତରୀ ଛାତ୍ରୀ ମୌମିତା ଦେବନଥଙ୍କୁ ଗଣ ଦୁଷ୍କର୍ମ ଓ ବର୍ବର୍ ହତ୍ୟା କରାଯିବା ଘଟଣାକୁ ନେଇ ସମ୍ପୂର୍ଣ ଭାରତ ବର୍ଷରେ ପ୍ରତିବାଦର ସ୍ୱର ବଢିବାରେ ଲାଗିଛି । ପୁରୀରେ ମଧ୍ଯ ଏହି ଘଟଣାକୁ ନେଇ ପ୍ରତିବାଦ କରାଯାଇଛି। ମଙ୍ଗଳବାର ପୁରୀ ଜିଲ୍ଲା କିନ୍ନର…

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ପୁରୀ (ଅନିମେଶ ପଟ୍ଟନାୟକ): ମଙ୍ଗଳବାର ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୋଟ ୩୨ ଗୋଟି ଅଭିଯୋଗ ମିଳିଥିଲା । ସେଥି ମଧ୍ୟରୁ ୨୭ ଗୋଟି…

ବେଲଗୁଣ୍ଠାରେ ପ୍ରୟୋଗ ତାଲିମ୍ ଶିବିର ଉଦ୍ଘାଟିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଜାତୀୟ ଶିକ୍ଷାନୀତି-2020 ଅନୁସାରେ ପ୍ରାଥମିକ ଏବଂ ପ୍ରାକ୍ ପ୍ରାଥମିକ ସ୍ତରରେ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ କୌଶଳକୁ ଦୃଢ଼ୀଭୂତ କରିବା ପାଇଁ ଭାରତ ସରକାର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ 2020/21 ଶିକ୍ଷାବର୍ଷ ଠାରୁ ଆରମ୍ଭ କରିଛନ୍ତି ଏଫ୍.ଏଲ୍.ଏନ୍…

ସମସ୍ତ ବର୍ଗର ଭତ୍ତାଧାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ ଦାବିରେ ବିଜେଡ଼ି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ସମସ୍ତ ପ୍ରକାର ଭତ୍ତାକୁ 3000 ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରତିଶୃ୍ତି ଦେଇଥିଲା I କିନ୍ତୁ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର ଗଠନ କରିଥିଲେ ମଧ୍ୟ ତାର ଭତ୍ତା ଜନିତ ପ୍ରତିଶୃ୍ତି ପାଳନ କରିନଥିବା…

ତାଲ ପଦର ଗ୍ରାମରେ ଫାଇଲେରିଆ ଔଷଧ ବଣ୍ଟନ।

ପଦ୍ମପୁର :- ବରଗଡ ଜ଼ିଲ୍ଲା ବିଜେପୁର ପଂଚାୟତ ସମିତି ଅନ୍ତର୍ଗତ ତାଳପଦର ଗ୍ରାମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ଜ଼ିଲ୍ଲା ସମିତି ବରଗଡ ତରଫରୁ ଗତ 10.08.2024ରେ ଆରମ୍ଭ ହୋଇ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଘରକୁ ଘର ଯାଇ ଫାଇଲେରିଆ ନିବାକରଣ ପୂର୍ବକ ଔଷଧ ବଣ୍ଟନ କରିବା…