ହାତୀମୁଣ୍ଡା ସରପଞ୍ଚଙ୍କ ବିରୋଧରେ 9 ୱାର୍ଡ ମେମ୍ବରଙ୍କ ଅନାସ୍ଥା, ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ..

କନ୍ଧମାଳ(ଗଗନ କୁମାର ପ୍ରଧାନ): ସ୍ୱାଧୀନତାର 77 ବର୍ଷ ପରେ ମଧ୍ୟ ଅବହେଳିତ କନ୍ଧମାଳ ବାସୀ l ଅନ୍ୟ ପକ୍ଷେ ନିର୍ବାଚିତ ଜନପ୍ରତିନିଧି ମନମୁଖୀ ଶାସନ ଜନସାଧାରଣଙ୍କୁ ମାନସିକ ଚାପ ଦେବା ସହ ଅସ୍ତବ୍ୟସ୍ତ କରିଛି l ନ୍ୟାୟ ପାଇବା ଆଶାରେ ପ୍ରଶାସନ ପାଖକୁ ଦ୍ୱାରସ୍ଥ ହୋଇ ନ୍ୟାୟ ପାଇବା ବଦଳରେ…

ଆସନ୍ତା ଡିସେମ୍ବର ୮ତାରିଖରୁ ପଦ୍ମପୁର ବ୍ଲକର ଅକ୍ଷରବ୍ରହ୍ମ ମନ୍ଦିରରୁ ଶୁଭାରମ୍ଭ ଚଇତି ୨୦୨୪ -ଜିଲ୍ଲାପାଳ

ରାୟଗଡ:-ତା. ୨୩/୧୧/୨୦୨୪: ରାୟଗଡ ଜିଲ୍ଲାସ୍ତରୀୟ ଲୋକମହୋତ୍ସବ ଚଇତି -୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ଜିଲ୍ଲାସଂସ୍କୃତି ପରିଷଦ ଅଧ୍ୟାକ୍ଷା ତଥା ଜିଲ୍ଲାପାଳ ରାୟଗଡ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ ସ୍ଥାନୀୟ ବିଜୁ ପଟନାୟକ ଆଡିଟରିୟମ ନିଷ୍ପତ୍ତି ହୋଇଥିଲା l ଜିଲ୍ଲାସ୍ତରୀୟ ଚଇତି…

ରାୟଗଡ଼ା ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ବାବାଙ୍କ ୯୯ ତମ ଜୟନ୍ତୀ ପାଳନ

ରାୟଗଡ଼ା : ତା ୨୩/୧୧/୨୪:ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ୯୯ ତମ ପବିତ୍ର ଜନ୍ମ ଦିନ ଉପଲକ୍ଷେ ରାୟଗଡ଼ା ନ୍ୟୁ କଲୋନୀ ସ୍ଥିତ ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ବହୁ ଆଡ଼ମ୍ବରରେ ପାଳନ କରାଯାଇଛି। ଏହି ଅବସରରେ ପ୍ରାତଃ ୫ ଘଣ୍ଟା ସମୟରେ ପ୍ରଭାତ ଫେରି ହୋଇଥିଲା। ସକାଳ ୯ ଘଣ୍ଟା ସମୟରୁ ୧୨…

ଉନ୍ନୟନ କାର୍ଯ୍ୟର ତଦାରଖ କଲେ ବିଧାୟକ l

ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ଟିଟିଲାଗଡ଼ ସହରରେ କାର୍ଯ୍ୟକାରୀ ହେଉଥବା ବିଭିନ୍ନ ଉନ୍ନୟନ ଯୋଜନାର ସମୀକ୍ଷା ସହ କାର୍ଯ୍ୟର ତଦାରଖ ବିଧାୟକ ନବୀନ ଜୈନ କରିଛନ୍ତି । ତାଙ୍କ ସହ ପୌରାଧ୍ଯକ୍ଷା ମମତା ଜୈନ, ପୌର ନିର୍ବାହୀ ଅଧୂକାରୀ ସନ୍ଦୀପ ଚନ୍ଦ୍ରକାର, ପୂର୍ତ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ…

ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ଶୁଭଲକ୍ଷ୍ମୀ ମହିଳା କଲ୍ୟାଣ ପାଣ୍ଠି ଫଣ୍ଡ ଜରୀଆରେ ମହିଳାଙ୍କୁ ସଶକ୍ତ କରୁଛି

ଝାରସୁଗୁଡ଼ା, ନଭେମ୍ବର ୨୩, ୨୦୨୪ : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଦ୍ୱାରା ସମର୍ଥିତ ଶୁଭଲକ୍ଷ୍ମୀ ସମବାୟ ସମିତି ୨୦୦୮ ମସିହାରୁ ପଶ୍ଚିମ ଓଡ଼ିଶାରେ ଗ୍ରାମାଂଚଳର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହି ମଡେଲ ଅଧିନରେ ଅଭିନବ…

ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଲୋକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ‘କରୁଣା ସିଲ୍କ’

କ୍ରୁରତାହୀନ ତଥା ରାସାୟନିକ ରଙ୍ଗମୁକ୍ତ ଓଡ଼ିଶାର ‘କରୁଣା ସିଲ୍କ’ ଭାରତୀୟ ବୟନ ଶିଳ୍ପ କ୍ଷେତ୍ରରେ ଏକ ନୂଆ ପ୍ରୟୋଗ ନୂଆଦିଲ୍ଲୀ/ଭୁବନେଶ୍ୱର, ୨୩ ନଭେମ୍ବର ୨୦୨୪: ରେଶମ ପୋକକୁ ନମାରି କ୍ରୁରତାହୀନ ଉପାୟରେ ଖୋସାରୁ ସିଲ୍କ ଉତ୍ପାଦନ କରି ଓଡ଼ିଶା ଯେଉଁ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲା,…

ନୂଆଦିଲ୍ଲୀରେ ଅନୁଷ୍ଠିତ ଅକ୍ଷୟ ଶକ୍ତି ରାଉଣ୍ଡ ଟେବୁଲ ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓଙ୍କ ଯୋଗଦାନ

ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ନିବେଶକଙ୍କୁ ଦେଲେ ପରାମର୍ଶ ସବୁଜ ବିଦ୍ୟୁତ ଉତ୍ପାଦନ ଲାଗି ଓଡ଼ିଶା ପ୍ରତିଶ୍ରୁତିବଦ୍ଧ ଭୁବନେଶ୍ୱର : ୨୩.୧୧.୨୦୨୪: ଗତକାଲି ନୂଆଦିଲ୍ଲୀରେ ହୋଇଥିବା ଅକ୍ଷୟ ଶକ୍ତି ରାଉଣ୍ଡ ଟେବୁଲ ବୈଠକରେ ଓଡ଼ିଶାର…

କିସ୍‍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ: ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ଅତିଥି

ଭୁବନେଶ୍ୱର, ୨୩ ।୧୧: ସର୍ବବୃହତ ଜନଜାତି ବିଶ୍ୱବିଦ୍ୟାଳୟ କିସ୍‍ର ୪ର୍ଥ ସମାବର୍ତ୍ତନ ସମାରୋହ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହରିକୃଷ୍ଣ ଏକ୍‍ସପୋର୍ଟସ ପ୍ରାଇଭେଟ୍‍ ଲିମିଟେଡର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ପଦ୍ମଶ୍ରୀ ସାବଜୀ ଢ଼ୋଲକିଆ, ଡ.…

ପଦ୍ମଶ୍ରୀ ଗଣେଷ ଦେବୀ ଦେବେ ରବି ରାୟ ସ୍ମାରକୀ ବକ୍ତୃତା

ଭୁବନେଶ୍ୱର (୨୩/୧୧) : ଦେଶର ବିଶିଷ୍ଟ ଭାଷା ବିଜ୍ଞାନୀ ତଥା ସାହିତ୍ୟ ସମାଲୋଚକ ଓ ଚିନ୍ତାନାୟକ ପଦ୍ମଶ୍ରୀ ଗଣେଶ ଦେବୀ ରବି ରାୟ ସ୍ମୃତି କମିଟି ଓ ଲୋହିଆ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ଗୀତଗୋବିନ୍ଦ ସଦନ ଠାରେ ଆଗାମୀ ନଭେମ୍ବର ୨୫ ତାରିଖ ସୋମବାର ସନ୍ଧ୍ୟାରେ ଲୋକସଭାର ପୂର୍ବତନ ବାଚସ୍ପତି…

ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀଙ୍କ ବଡ଼ବିଲ ଗସ୍ତ – ପ୍ରଦୂଷଣ ଓ ସ୍ଥାନୀୟ ନିଯୁକ୍ତି ନେଇ ସମୀକ୍ଷା

ବଡବିଲ (ଶାସକ ପ୍ରଶାସକ) ଜଙ୍ଗଲ, ପରିବେଶ ତଥା ଶ୍ରମ କର୍ମଚାରୀ ରାଜ୍ୟ ବିଭାଗର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିବାବେଳେ ବଡବିଲ ସ୍ଥିତ ରାଜ୍ୟ ଖଣି ନିଗମର ଅତିଥି ଭବନରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକ ରେ ସେ ବିଭିନ୍ନ…