ମହିଳା ସ୍ନାତକ ମହାବିଦ୍ୟାଳୟରେ “ସମ୍ବିଧାନ ଦିବସ” ପାଳିତ।

ପଦ୍ମପୁର :- ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ “ସମ୍ବିଧାନ ଦିବସ” ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ସଭାପତିତ୍ଵ ରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷା ସମ୍ବିଧାନର ଗୁରୁତ୍ଵ ବିଷୟରେ ଆଲୋକପାତ କରିଥିଲେ। ରାଜନୀତି ବିଭାଗର ମୁଖ୍ୟ ଶ୍ରୀମତୀ ମଧୁମିତା ପ୍ରଧାନ…

ରସମୁଣ୍ତାରେ ଅଖଣ୍ତ ଛପନ ପ୍ରହର ନାମଯଜ୍ଞ ଉଦଯାପିତ ।।

ଝାରବନ୍ଧ-ମନୋହର ଦାଶ: ପାଇକମାଲ ବ୍ଳକ ଭେଙ୍ଗରାଜପୁର ପଞ୍ଚାୟତ ରସମୁଣ୍ତା ମାଁ ଲକ୍ଷ୍ମୀ ରାଇସ ମିଲ ଦ୍ବାରା ଆୟୋଜିତ ଅଖଣ୍ତ ପ୍ରହର ନାମଯଜ୍ଞ ଆଜି ରବିବାର ଦିନ ଉଦଯାପିତ ହୋଇ ଯାଇଛି । ଏହି ନାମଯଜ୍ଞ ୧୭ ତାରିଖ ଆରମ୍ଭ ହୋଇ ଆଜି ୨୪ ତାରିଖ ଦୀର୍ଘ ସାତ ଦିନଧରି ଯଜ୍ଞର ପୂର୍ଣ୍ଣାହୁତି ପଡିଛି ।…

ପରିଵେଶରକ୍ଷା, ଜୀବନ ସୁରକ୍ଷା, ପଦଯାତ୍ରା ।

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ପରିବେଶ ସୁରକ୍ଷା, ଜୀବନ ରକ୍ଷା। ସ୍ବାସ୍ଥ୍ୟ ହିଁ ସମ୍ପଦ । ଏ ଅଵସରରେ ଆଜି ସ୍ଥାନୀୟ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପାଳନ କରାଯାଇଛି ସ୍ବଚ୍ଛତା ଦିବସ। ଯାହାକି ଖଲ୍ଲିକୋଟ ସହର ର ଜନସାଧାରଣଙ୍କ ମାନସପଟ୍ଟରେ ସ୍ବଚ୍ଛତା ର ଗାର…

ପେପର ବ୍ୟାଲଟ ସିଷ୍ଟମ ପୁନଃ ପ୍ରଚଳନ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନରେ ପେପର ବାଲଟ୍ ବ୍ୟବସ୍ଥାପୁନଃ ପ୍ରଚଳନ ପାଇଁ ହୋଇଥିବା ଜନସ୍ବାର୍ଥ ମାମଲାକୁ ଆଜି ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ଆବେଦନକାରୀ ଡ. କୌଲ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ର ବିଶ୍ୱସନୀୟତାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏଥିରେ ତ୍ରୁଟି…

ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମହକୁଛି ଓଡ଼ିଶାର ବାସନା ଚାଉଳ

 ନୂଆଦିଲ୍ଲୀ/ଭୁବନେଶ୍ୱର, ୨୬ ନଭେମ୍ବର ୨୦୨୪: ଓଡ଼ିଶାର ବାସନା ଚାଉଳର ବାସ୍ନା ଏବେ ଦିଲ୍ଲୀରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ଚାଷୀଙ୍କ ଦ୍ୱାରା ଅମଳ ହୋଇଥିବା ବିଭିନ୍ନ କିସମର ସୁଗନ୍ଧିତ ଚାଉଳ କିଣିବାକୁ ଗ୍ରାହକମାନେ ଆଗ୍ରହ ପ୍ରକାଶ…

ଏଚବିଟି ଲିଙ୍ଗ-ଭିତ୍ତିକ ହିଂସା ବିରୋଧରେ ୧୬ଦିନ ବ୍ୟାପୀ ସକ୍ରିୟ ଅଭିଯାନ ଆରମ୍ଭ କଲା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏକ ସର୍ବଭାରତୀୟ ଏନ୍ଜିଓ ‘ହମାରା ବଚ୍ପନ ଟ୍ରଷ୍ଟ’ (ଏଚବିଟି) ଲିଙ୍ଗ-ଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ବୈଶ୍ୱିକ ଅଭିଯାନ ଆରମ୍ଭ କରିଛି, ଯାହା ନଭେମ୍ବର ୨୫ (ଆନ୍ତର୍ଜାତିକ ମହିଳା ହିଂସା ନିରୋଧୀ ଦିବସ)ରୁ ଡିସେମ୍ବର ୧୦ (ଆନ୍ତର୍ଜାତିକ ମାନବାଧିକାର ଦିବସ)…

ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ। ଓଡିଶାର ଜନସାଧାରଣଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାରେ ଏହା ଏକ ପ୍ରମୁଖ ତୀର୍ଥ କ୍ଷେତ୍ର । ମହାଭାରତ, ଆଦି ଶଙ୍କରାଚାର୍ଯ୍ୟଙ୍କ ଶକ୍ତି ପୀଠ ସ୍ତବ ଏବଂ ବାମନ ପୁରାଣରେ ମଧ୍ୟ ମା’…

ଜିଲ୍ଲା ସ୍ତରୀୟ ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଷ୍ଟାର ଅଫ୍ ନୟାଗଡ଼ର ସେମିଫାଇନାଲ

ନୟାଗଡ଼(ବିଶ୍ୱଜିତ ନାୟକ) :- ଜିଲ୍ଲା ସ୍ତରୀୟ ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଷ୍ଟାର ଅଫ୍ ନୟାଗଡ଼ର ସେମିଫାଇନାଲ ସ୍ଥାନୀୟ ସତ୍ୟମ କମ୍ପ୍ୟୁଟର ପରିସରରେ ଅନୁଷ୍ଠିତ ହୋଇଯାଇଛି।  ନୟାଗଡ଼ର ବିଭିନ୍ନ ବ୍ଲକରୁ ଚୟନ ହୋଇ ଆସିଥିବା ୨୦ ଜଣ ପ୍ରତିଯୋଗୀଙ୍କୁ ନେଇ ସେମିଫାଇନାଲ ପ୍ରତିଯୋଗୀତା…

ଜାତୀୟ ଯୁବ ଉତ୍ସବ -୨୦୨୫ ପରିପ୍ରେକ୍ଷୀରେ ବିକଶିତ ଭାରତ ଯୁବ ନେତା ଆହ୍ୱାନ୍ କୁଇଜ୍

ନୟାଗଡ଼ (ବିଶ୍ୱଜିତ ନାୟକ):-  ଜାତୀୟ ଯୁବ ଉତ୍ସବ -୨୦୨୫ ପରିପ୍ରେକ୍ଷୀରେ ବିକଶିତ ଭାରତ  ଯୁବ ନେତା ଆହ୍ୱାନ୍ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଏଥିରେ ଭାରତ ବର୍ଷର ୧୫ବର୍ଷ ରୁ ୨୯ବର୍ଷ ବୟସର ସମସ୍ତ ଯୁବନେତାମାନେ ସାମିଲ ହେବା ପାଇଁ ସମସ୍ତ ଯୁବବର୍ଗଙ୍କୁ ଜଣାଇ ଦିଆଯାଉଅଛି । ଏଥି…

ସଂଯୁକ୍ତ କିଷାନ ମୋର୍ଚ୍ଚା ଦିଲ୍ଲୀ ଆଭାନରେ ସାରା ଭାରତ ବର୍ଷରେ ଚେତାବନୀ ସମାବେଶ ହେବ

ବିଜେପୁର :-ସୁଶାନ୍ତ ସାହୁ ସଂଯୁକ୍ତ କିସାନ ମୋର୍ଚ୍ଚା ଦିଲ୍ଲୀ ଆହ୍ବାନ ରେ ଆସନ୍ତା କାଲି ସାରା ଭାରତ ବର୍ଷ ରେ ଚେତାବନୀ ସମାବେଶ ହେବ। ବରଗଡ଼ରେ ମଧ୍ୟ ସଂଯୁକ୍ତ କୃଷକ ସଂଗଠନ ର ସଦସ୍ୟ ଦିନ 11 ଟା ରେ ରାଜବୋଡାସମ୍ବର କୃଷକ ସଂଗଠନ ଝାରବନ୍ଧ, ଗାଇସିଲଟ,  କୃଷକ ସଂଗଠନ ବିଜେପୁର , ସଂଯୁକ୍ତ…