ଧରଣୀଧର ମହାବିଦ୍ୟାଳୟ ପୂର୍ବସ୍ଥିତି ଫେରାଇ ଆଣି ବିଶ୍ୱବିଦ୍ୟାଳୟ ସୁଲେଇଖମାର ସ୍ଥାନାନ୍ତର କରିବାକୁ ଦାବି
ବଳଦେବଜୀଉ ମନ୍ଦିର ସାମ୍ନାରେ ଧାରଣା ହେଲା,
ବିଶ୍ୱବିଦ୍ୟାଳୟ କୋଠାରେ ଡାଟା ସେଣ୍ଟର ପ୍ରତିଷ୍ଠାକୁ ଘୋର ବିରୋଧ।
କେନ୍ଦୁଝର,ତା୨୮/୯-ଆଜି କେନ୍ଦୁଝରଗଡ଼ ସ୍ଥିତ ପୁରୁଣାସହର, ବଳଦେବଜୀଉ ମନ୍ଦିର ସାମ୍ନାରେ ବିଭିନ୍ନ ସଂଗଠନର ବରିଷ୍ଠ ସଦସ୍ୟଙ୍କ ପକ୍ଷରୁ ସ୍ଥାନୀୟ ସୁଲେଇଖମାର ଠାରେ!-->!-->!-->!-->!-->!-->!-->…