ହାତୀ ଦେଖିବା ପଡ଼ିଲା ମହଙ୍ଗା, ମୁଡ଼ାପାଲି ଦଶରଥ ସାହୁଙ୍କୁ ହାତୀ ଆକ୍ରମଣ
ଗାଇସିଲେଟ - ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମୁଡ଼ାପାଲି ଗ୍ରାମର ଦଶରଥ ସାହୁଙ୍କୁ ହାତୀ ଆକ୍ରମଣ କରି ଆଘାତ କରୁଥିବା ମଙ୍ଗଳବାର ସାନ୍ଧ୍ୟ ୫ଟା ବେଳେ ସୂଚନା ମିଳିଛି । ସୂଚନା ମୁତାବକ ଜମଲା ଜଙ୍ଗଲରେ ହାତୀ ପଲ ଥିବା ବେଳେ ଦଶରଥ ଦେଖିବାକୁ ଯାଇଥିଲେ ଓ ହାତୀର ଅତି ନିକଟକୁ ଯାଇଥିବା ବେଳେ…