ଟ୍ରାକ୍ଟର ଓ କୃଷି ଯନ୍ତ୍ରପାତି ଚାଳନା ଓ ରକ୍ଷଣା ବେକ୍ଷଣ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ଜଗତସିଂହପୁର ତା ୦୬.୦୯.୩୦୨୪:ସୁମନ୍ତ କୁମାର ଦାସ: କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ପ୍ରୟାସରେ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଟ୍ରାକଟର ଓ କୃଷି ଯନ୍ତ୍ରପାତି ପରିଚାଳନା ଓ ରକ୍ଷଣା ବେକ୍ଷଣ ସମ୍ବନ୍ଧୀୟ ଏକ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ ତା ୦୨.୦୯.୨୦୨୪ ରୁ ତା ୦୬.୦୯.୨୦୨୪…

ଜୀବନ ଯୁଦ୍ଧରେ ରମାଙ୍କ ସଂଘର୍ଷ

ଜଗତସିଂହପୁର ତା 06:09:2024 ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଯଶୋବନ୍ତପୁର ଗ୍ରାମ ପଞ୍ଚାୟତ ସ୍ଥିତ ରସଲପୁର ଗ୍ରାମରେ ରାମାନାଥଙ୍କ ଘର l ଘରେ କହିଲେ ନୁଆଁଣିଆ ଚାଳଘର ଓ ଫଟା କାନ୍ଥ l ବର୍ଷା ହେଲେ ଘରେ ପଶିଯାଏ ପାଣି l କାନ୍ଥରୁ ଖସେ ଅତଡ଼ା ଅତଡ଼ା ମାଟି l ଘରପରିବାର…

ବେଲଗୁଣ୍ଠା ଆମ ପୋଲିସ ସମିତି ପକ୍ଷରୁ ଗଣେଶ ପୂଜା ସଚେତନତା ବୈଠକ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଶନିବାର ଦିନ ଗଣେଶ ଚତୁର୍ଥୀ ପାଳନ ହେବାକୁ ଯାଉଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ଆମ ପୋଲିସ ସମିତି ପକ୍ଷରୁ ଗଣେଶ ପୂଜା ସଚେତନତା ବୈଠକ ବେଲଗୁଣ୍ଠା ଥାନା ପରିସରରେ ଅନୁଷ୍ଠିତ ହୋଇ ଯାଇଛି I ଉକ୍ତ ବୈଠକରେ ବେଲଗୁଣ୍ଠା…

ଦୁଇଜଣ ମୋବାଇଲ ଚୋରଙ୍କୁ ପୋଲିସ ଧରିବାରେ ସକ୍ଷମ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଅନେକ ଦିନ ହେଲା ଗୁଣପୁରରେ ମୋବାଇଲ ଚୋରି ଘଟଣା ରଚାଉଥିବା ଦୁଇଜଣ ମୋବାଇଲ ଚୋର ଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଏମାନଙ୍କ ଠାରୁ ତିନୋଟି ମୋବାଇଲ ସହ ଗୋଟିଏ ପଲସର ବାଇକ୍ ଉଦ୍ଧାର କରି ଜବତ କରିଛି। ଗିରଫ ଦୁଇଜଣ ହେଲେ ଗରୁଲୁ ମହେଶ (୨୪) ଓ ଗରଲୁ…

ଚଳିତ ମାସ ୧୪ ତାରିଖରେ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ପାରଳାଖେମଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ୧୪ ସେପ୍ଟମ୍ବର ୨୦୨୪ ରେ ପାରାଳାଖେମୁଣ୍ଡି , ରା.ଉଦୟଗିରି , ମୋହନା ଓ କାଶୀନଗରରେ ଅଦାଲତ ପରିସରରେ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ-ସ୍ତରୀୟ ମକଦ୍ଦମା ଓ…

ବିଜେଡି ବରିଷ୍ଠ ନେତା ତଥା ସାଂସଦ ଶ୍ରୀ ସୁଜିତ କୁମାରଙ୍କ ବିଜେପିରେ ଯୋଗଦାନ

ସୁଜିତ କୁମାରଙ୍କ ଯୋଗଦାନରେ ବିଜେପିର ସ୍ଥିତି ଅଧିକ ସୁଦୃଢ଼ ହେବ: ମନମୋହନ ସାମଲ ଭୁବନେଶ୍ୱର, ତା.୦୬/୦୯: ଦୁର୍ନୀତିରେ ଲିପ୍ତ ଥିବା ବିଜେଡିର ଦୁର୍ଗ ଭାଙ୍ଗିବାରେ ଲାଗିଛି । ଅପରପକ୍ଷେ ବିଜେପିର ସାଂଗଠନିକ ସ୍ଥିତି ଦିନକୁ ଦିନ ସୁଦୃଢ ହେଉଛି । ବିଜେଡିରେ ଗଣତାନ୍ତ୍ରିକ ବ୍ୟବସ୍ଥା ନ ଥିବାରୁ…

ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁରୁ ଦିବସ ପାଳିତ

https://youtu.be/cP-mG8Knt9Q ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ଅବସରରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଶ୍ରୀ…

ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ଶିକ୍ଷକମାନେ ଭବିଷ୍ୟତ ସମାଜର ମାର୍ଗଦର୍ଶକ- ମୁଖ୍ୟମନ୍ତ୍ରୀ ସଂସ୍କୃତି ଆଧାରିତ ଶିକ୍ଷା ବ୍ୟବସ୍ଥା ପାଇଁ ଉଦ୍ୟମ ଜାରି ରହିଛି ଆରମ୍ଭ ହେଲା ‘ନିପୁଣ ଓଡ଼ିଶା’ ଓ ‘ଡିପ୍’ କାର୍ଯ୍ୟକ୍ରମ ପ୍ରାଥମିକ ଶିକ୍ଷାରେ ଭାଷା ଏବଂ ସଂସ୍କୃତିର ଗୁରୁତ୍ଵ ପାଇଁ ବ୍ୟବସ୍ଥା ୩୦ଟି…

ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣକାରୀ ଶିକ୍ଷକମାନଙ୍କୁ ଶ୍ରେଷ୍ଠ ସମ୍ମାନ- ଧର୍ମେନ୍ଦ୍ର ପ୍ରଧାନ

• ଦେଶର ଶ୍ରେଷ୍ଠ ୫୦ ଜଣ ଶିକ୍ଷକ ‘ଜାତୀୟ ଶିକ୍ଷକ ପୁରସ୍କାର’ରେ ହେଲେ ସମ୍ମାନିତ • ଓଡ଼ିଶାର ଡ. ଦ୍ୱିତୀ ଚନ୍ଦ୍ର ସାହୁ ଏବଂ ସନ୍ତୋଷ କୁମାର କରଙ୍କୁ ‘ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର’ ପ୍ରଦାନ • ସମ୍ମାନିତ ଶ୍ରେଷ୍ଠ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ • ଜୀବନକୁ ସମୃଦ୍ଧ…

“ରେଭେନ୍ସାଙ୍କ ପରେ ଫକୀରମୋହନଙ୍କ ପାଳି କି ?”

 ଓଡିଆ ଅସ୍ମିତାର ନାରା ଦେଇ ଓଡିଆଙ୍କୁ ଆଘାତ ଦେଇଛି ବିଜେପି  ବ୍ୟାସକବିି ଫକୀରମୋହନଙ୍କ ପ୍ରତି ବିଜେପିର ଅସମ୍ମାନ ଗ୍ରହଣୀୟ ନୁହେଁ  ଉତ୍କଳ ସମ୍ମିଳନୀର ପୁରୋଧାଙ୍କ ପ୍ରତି ଅପମାନ ଦୁଃଖଦାୟକ ଭୁୁବନେଶ୍ୱର, ୦୫/୦୯/୨୦୨୪: ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତି…