ବେଲଗୁଣ୍ଠା ସୁଭଦ୍ରା ଯୋଜନା ସକାଶେ ସଚେତନତା

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-:ରାଜ୍ୟ ସରକାର ପ୍ରତି ଅଞ୍ଚଳକୁ ସୁଭଦ୍ରା ସଚେତନତା ରଥ ଗଡ଼ିବା କାର୍ଯ୍ୟକ୍ରମ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଲକ କାର୍ଯ୍ୟାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀଙ୍କ ତତ୍ତ୍ୱବଧାନରେ ପତାକା ଦେଖାଇ ସୁଭଦ୍ରା ରଥ ଶୁଭାରମ୍ଭ କରିଥିଲେ।…

ଜଗତସିଂହପୁର ରେ ଆରମ୍ଭ ହେଲା ସି.ଏମ-କିଷାନ ଯୋଜନା

ଜଗତସିଂହପୁର: ପବିତ୍ର ନୂଆଁଖାଇ ଶୁଭ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ସି.ଏମ-କିଷାନ ସହାୟତା ରାଶି ପ୍ରଦାନ କରାଯାଇଅଛି । ରବିବାର ଦିନ ଜିଲ୍ଲା ପ୍ରଶାସନ ତରଫରୁ ସି.ଏମ-କିଷାନ କାର୍ଯ୍ୟକ୍ରମ ସ୍ଥାନୀୟ ଓସ୍ୱାନ ହଲ ଠାରେ ଅନୁଷ୍ଠିତ ହୋଇଅଛି…

“ଆକାଂକ୍ଷା” ମହିଳା ସଙ୍ଗଠନ ପକ୍ଷରୁ ବିଶ୍ଵ ସାକ୍ଷରତା ଦିବସ ପାଳିତ : ନାରୀ ଶିଖିତ ହେଲେ ଦେଶର ପ୍ରଗତି…

https://youtu.be/eD0Ury_WF1I ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ କେରାଣ୍ଡି ପଞ୍ଚାୟତ ର ଡାଳିମ୍ବପୁର ଗ୍ରାମ ଠାରେ "ଆକାଂକ୍ଷା" ମହିଳା ସଙ୍ଗଠନ ତରଫରୁ ବିଶ୍ଵ ସାକ୍ଷରତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଏକ ସଚେତନତା…

ଗୁଣପୁର ରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ବହୁ ଆଡମ୍ବର ସହ ପାଳନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗୁଣପୁର ସହରରେ ବିଭିନ୍ନ ସ୍ଥାନରେ, ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ, ପରିସରରେ ଗଣେଶ ପୂଜା ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି । ଅଗ୍ରପୂଜ୍ୟ ଗଜାନନଙ୍କର ପୂଜା ଅବସରରେ ଛାତ୍ର ଛାତ୍ରୀ ମାନେ ନୂତନ ପୋଷାକ ଞପରିଧାନ କରି ନିଜ ନିଜର ଅନୁଷ୍ଠାନରେ…

ଗୁଣପୁର କଳିଙ୍ଗ ବୈଶ୍ୟ ସଂଘର ନିର୍ବାଚନ ଓ ଫଳାଫଳ ଘୋଷଣା ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର କଳିଙ୍ଗ ବୈଶ୍ୟ ସଂଘର ବହୁ ପ୍ରତୀକ୍ଷିତ ନିର୍ବାଚନ ଆଜି ପୂର୍ବାହ୍ନ ୮ ଘଂଟିକା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୪ ଘଣ୍ଟା ସମୟରେ ଶେଷ ହୋଇଥିଲା। ଏହି ନିର୍ବାଚନ କୁ ଗୁଣପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି…

ଜଗତସିଂହପୁର ଜିଲା ସାମ୍ବାଦିକ ସଂଘ ର ଜିଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ସାମ୍ବାଦିକ ସୁରକ୍ଷା ଆଇନ ସହ ସ୍ୱାସ୍ଥ୍ୟ ବୀମା 10 ଲକ୍ଷ୍ୟକୁ ଵୃଦ୍ଧି ଓ ପିତା ମାତାଙ୍କୁ ସାମଲ ପାଇଁ ଦାବି ଜଗତସିଂହପୁର,ତା-୦୮.୦୯.୨୦୨୪/ସୁମନ୍ତ କୁମାର ଦାସ: ଉତ୍କଳ ସାମ୍ବାଦିକ ସଂଘ ,ଓଡିଶା ଦ୍ୱାରା ଅନୁବନ୍ଧିତ ଜଗତସିଂହପୁର ଜିଲା ସାମ୍ବାଦିକ ସଂଘ ର ଜିଲା ସ୍ତରୀୟ ସାଧାରଣ ପରିଷଦ ବୈଠକ…

ନୃସିଂହନାଥ ମହାପ୍ରଭୁଙ୍କ ନିକଟରେ ଲାଗିହେଲା ନବାନ୍ନ

https://youtu.be/V4PGEmalMGU ପବିତ୍ର ନୂଆଁଖାଇ ପାଇଁ ସବୁ ସ୍ଥାନ ରେ ଉତ୍ସାହ ଓ ଉତ୍ସବର ମାହୋଲ ବରଗଡ଼ :-- ନୂଆଁଖାଇ ପଶ୍ଚିମ ଓଡିଶାର ସବୁଠାରୁ ବଡ଼ ପର୍ବ । ନୂଆଁଖାଇ ର ଧାର୍ଯ୍ୟ ଲଗ୍ନ ରେ ପରିବାର ଓ ଗାଁ ଲୋକଙ୍କ ସହିତ ଏକତ୍ରିତ ହୋଇ ନୁଆଁ ଖାଇବା ପାଇଁ ଦୂରଦୂରାନ୍ତରୁ କାର୍ଯରତ…

ସମ୍ବଲପୁରରେ ସି.ଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରବି ଚାଷ ପାଇଁ ଉପକୃତ ହେବେ ୪୬ଲକ୍ଷ କ୍ଷୁଦ୍ର, ନାମ ମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାର ପ୍ରଥମ କିସ୍ତିରେ ୯୨୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସହାୟତା ଡିବିଟି ମାଧ୍ୟମରେ ହସ୍ତାନ୍ତର ଖରିଫ ଓ ରବି ଋତୁ ପାଇଁ ଦୁଇଟି କିସ୍ତିରେ ପ୍ରଦାନ କରାଯିବ ସି.ଏମ କିଷାନ ଯୋଜନା…

‘ନୂଆଁଖାଇ’ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସାମାଜିକ ଜୀବନଧାରାର ଉଜ୍ଜ୍ୱଳ ପ୍ରତୀକ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରବାସୀଙ୍କ ସହ ‘ନୂଆଁଖାଇ’ ପାଳିଲେ କେନ୍ଦ୍ରମନ୍ତ୍ରୀ • ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ମା’ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କରିବା ସହ ନବାନ୍ନ ଖାଇଲେ • ନନ୍ଦପଡ଼ାରେ ଅବସରପ୍ରାପ୍ତ କୃଷି ଅଫିସର ମଦନମୋହନ ମିଶ୍ରଙ୍କ ପରିବାରଙ୍କ ସହ ନୂଆଁ ଖାଇଲେ • ‘ଓଡ଼ିଶା ପ୍ରାନ୍ତୀୟ ମାରଓ୍ୱାଡ଼ି…

ନିଲାଥର ଗ୍ରାମରୁ ଗୁଜୁରାଟ: ମେଧାବୀ ଛାତ୍ର ଙ୍କର ଗୁଜୁରାଟ ଯାତ୍ରା, ଶୁଭେଚ୍ଛା ଜଣାଇଲେ ମାନ୍ୟଗଣ୍ୟ ବ୍ୟକ୍ତି

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବର୍ତୁଣ୍ଡା ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀରେ ପାଠ ପଢ଼ୁଥିବା , ନିଲାଥର ଗ୍ରାମର ଶ୍ରୀ ଲୋକନାଥ ସାହୁ ଙ୍କର ପୁତ୍ର ଶ୍ରୀ ଧବଳେଶ୍ବର ସାହୁ ଙ୍କୁ ନେଇ ଏବେ ଅଂଚଳରେ ଖୁବ ଚର୍ଚା । କାରଣ ଧବଳେଶ୍ବର ଯିବେ ଗୁଜୁରାଟ । କେନ୍ଦ୍ର ସରକାର ଙ୍କର ପ୍ରେରଣା…