ଡିଜିଟାଲ ଠକେଇ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଝାମୀ ପଞ୍ଚାୟତ ଝାମି ଗ୍ରାମ ଠାରେ ବ୍ୟାଙ୍କ୍ ଅଫ ବରୋଦା ପାରଳାଖେମୁଣ୍ଡି ଶାଖା ପକ୍ଷରୁ ସେଣ୍ଟ୍ରାଲ ବ୍ୟାଙ୍କ୍ ଡିଜିଟାଲ ମୁଦ୍ରା (ସିବିଡିସି) ୟୁନିଫାଏଡ୍ ପେମେଣ୍ଟ ଇଣ୍ଟର୍ ର୍ଫେସ୍ (ୟୂପିଆଇ) କୁ…