ନିମ୍ନ ମାନର ରାସ୍ତା କାମ ; ପାଞ୍ଚ ବର୍ଷରେ ରାସ୍ତା ପାଲଟିଲାଣି ମରଣ ଯନ୍ତା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ନିମ୍ନ ମାନର ରାସ୍ତା କାମ ଯୋଗୁଁ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ରାସ୍ତା ଅବସ୍ଥା ଶୋଚନୀୟ I ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ର ଗୋବରା-ଷଡ଼ଙ୍ଗୀପଲ୍ଲୀ ପୁର୍ତ୍ତ ବିଭାଗ ରାସ୍ତାରୁ ବାହାରି ମାଧବରୀଡା ଯାଇଥିବା ଏକ ରାସ୍ତାରେ I ସୂଚନା…