କେନ୍ଦ୍ରୀୟ ସଂଚାର ବ୍ୟୁରୋ ବ୍ରହ୍ମପୁର କାର୍ଯ୍ୟାଳୟ ଦ୍ବାରା ଜାତୀୟ ପୋଷଣ ମାସ ଓ ଗୋଟିଏ ଗଛ ମା ଙ୍କ ନାମରେ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍ତମ ସ୍ବାସ୍ଥ୍ୟ ପାଇଁ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ଖାଇବା ସକାଶେ ଜନ ମାନସ ରେ ବ୍ୟାପକ ସ୍ତରରେ ଜନ ସଚେତନ ସୃଷ୍ଟି କରାଇବାକୁ ଜୋର ଦେବା ସହ ଦେଶର ଉତ୍ପାଦନ କ୍ଷମତା ଏବଂ ଆର୍ଥିକ ଅଭିବୃଦ୍ଧି ଉପରେ ସକୋରାତମକ ପ୍ରଭାବ ପକେଇବା ଉଦେଶ୍ୟରେ ଭାରତ…

ମୁଁ ଝିଅଟିଏ , ନୂତନ ସୃଜନର ଆଧାର :ବାଲ ମୁକୁନ୍ଦ କେନ୍ଦ୍ର ତରଫ ରୁ ଅନ୍ତଃରାଷ୍ଟ୍ରୀୟ କନ୍ୟା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣପାଣିଗ୍ରାହୀ : ଅନ୍ତଃରାଷ୍ଟ୍ରୀୟ କନ୍ୟା ଦିବସ ଅବସରରେ ବାଲ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନ କରିଥିବା ଗୁମ୍ମା ବ୍ଲକ , ଯୋଗିପଡୁ ଗ୍ରାମର ପ୍ରାଥମିକ ବାଲ ସଂସ୍କାର କେନ୍ଦ୍ର ଠାରେ 'ମୁଁ ଝିଅଟି ' କାର୍ଯକ୍ରମ ଭେଙ୍କଟ ରାଓ ଶବର ଦ୍ଵାରା ପରିଚାଳିତ ହୋଇଥିଲା। ସେଠାରୁ…

ଓଡ଼ିଶୀ ନୃତ୍ୟରେ ଜାତୀୟ ବୃତ୍ତି ପାଇଲେ ନିକିତା ବେହେରା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶୀ ନୃତ୍ୟରେ ଜାତୀୟ ବୃତ୍ତି ପାଇଲେ ପାରଳାଖମୁଣ୍ଡିର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ "ପଦାମୃତ ନୃତ୍ୟାୟନ"ର ଛାତ୍ରୀ ସୁଶ୍ରୀ ନିକିତା ବେହେରା। ନିଜର କଠିନ ପରିଶ୍ରମ ତଥା ଗୁରୁ ଏବଂ ପରିବାରର ସହଯୋଗରେ CCRT govt of India ( junior Category)…

ବୌଦ୍ଧ ଉପାସକ ସମ୍ମିଳନୀ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗୁଲୁମୁଣ୍ଡା ଗ୍ରାମର କଳିଙ୍ଗ ମିତ୍ର ବୁଦ୍ଧିଷ୍ଟ ମେଡିଟେସନ ସେଣ୍ଟର୍ ଠାରେ କାହୁଁ ଚରଣ ଙ୍କ ତତ୍ବାବଧାନରେ ରାମନାଗୁଡ଼ା ବ୍ଲକ, ଗୁଣୁପୁର ବ୍ଲକ୍ ଏବଂ ପଦ୍ମପୁର ବ୍ଲକର ସମସ୍ତ ବୁଦ୍ଧିଷ୍ଟ ପରିବାରକୁ ନେଇ ଏକ…

ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ଜିଲ୍ଲା ଦଳ ଘୋଷଣା

ନବରଙ୍ଗପୁର -23.09.2024,ଅଶୋକ ସାହୁ, ଶାସକ ପ୍ରଶାସକ,ରାଜ୍ୟ ଫୁଟବଲ ସଂଘ ଆନୁକୁଲ୍ୟରେ ଆସନ୍ତା ୨୫ ତାରିଖରୁ ସୁନ୍ଦରଗଡ ଠାରେ ଆରମ୍ଭ ହେବାକୁ ଥିବା ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ନବରଙ୍ଗପୁର ଜିଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏକ ଅଠର ଜଣିଆ ଜିଲ୍ଲା ଦଳ…

ରଘୁନାଥପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର, ତା-୨୩.୦୯.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ରଘନାଥପୁର ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି…

ବେଦାନ୍ତ ଆଲୁମିନିୟମ ଗୋଷ୍ଠୀ ସଚେତନତା ଅଭିଯାନ ସହିତ ଆନ୍ତର୍ଜାତୀୟ ଓଜନ ଦିବସ ପାଳନ କରିଛି

ଝାରସୁଗୁଡ଼ା, ୨୩ ସେପ୍ଟେମ୍ବର ୨୦୨୪: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଗୋଷ୍ଠୀ ସଚେତନତା ଅଭିଯାନ ଆରମ୍ଭ କରି ଆନ୍ତର୍ଜାତୀୟ ଓଜନ ଦିବସ ପାଳନ କରିଛି, ଏହା ପରେ ଏକ ବ୍ୟାପକ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରାଯାଇଥିଲା ଯାହା ଓଜୋନ ସ୍ତରୀୟ ସୁରକ୍ଷା ଓ ପରିବେଶ…

“ଶିଶୁ ଯୌନ ଶୋଷଣ” ଉପରେ ସୁପ୍ରିମ କୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟକୁ ସମର୍ଥନ ଜଣେଇଲେ ରାଜ୍ୟ ସରକାର

 ଶିଶୁ ଅଶ୍ଳୀଳ ଭିଡିଓ ଦେଖିବା ଓ ଡାଉନଲୋଡ କରିବା ଓ ରଖିବା ଏକ ଦଣ୍ଡନୀୟ ଅପରାଧ  ଶିଶୁ ଯୌନ ଶୋଷଣ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣେଇବେ ରାଜ୍ୟ ସରକାର ଭୁବନେଶ୍ୱର, ତା ୨୩/୦୯/୨୦୨୪: ଶିଶୁ ଯୌନ ଶୋଷଣ ବିରୁଦ୍ଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇବେ ।…

ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶକୁ ସ୍ୱାଗତ ଜଣାଇଲେ ରାଜ୍ୟ ସଭାପତି

“ଦୋଷୀଙ୍କୁ ଦଣ୍ଡ ଏବଂ ନିର୍ଦ୍ଦୋଷଙ୍କୁ ନ୍ୟାୟ” ପାଇଁ ବିଜେପି ସରକାର କୌଣସି ସାଲିସ୍ କରିବ ନାହିଁ: ମନମୋହନ ସାମଲ ଭୁବନେଶ୍ୱର, ତା.୨୩/୦୯: ଭରତପୁର ଥାନା ଘଟଣାରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ବିଜେପି ସରକାର ଅତ୍ୟନ୍ତ ଯତ୍ନତା ଏବଂ ସଂଯମତାର ସହ ଉଚିତ୍…

ଭୟାବହ ଦୁର୍ଘଟଣା ରେ ଅଟୋ ଚାଳକ ମୃତ

ନୂଆଗାଁ:ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ଲୁଣିସରା ଠାରେ ଇନୋଭା ସହିତ ଅଟୋ ଗାଡି ଧକ୍କା ହେବା ଫଳରେ ଅଟୋ ଚାଳକ ଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।ସୂଚନା ଥାଉକି ଅପରାହ୍ନ ୪ ଟା ସମୟରେ ଭୂବନେଶ୍ୱର ରୁ ଏକ ଇନୋଭା ଗାଡି( ଓଡ଼ି- ୦୨- ବି ଡବ୍ଲୁ- ୧୭୨୭ )ଭୁବନେଶ୍ୱର ରୁ ଫୁଲବାଣୀ ଯାଉଥିବା…