ଦୁର୍ଗା ପୂଜା ଅବସରରେ ରାଜ୍ୟ ବାସୀଙ୍କୁ ବିରୋଧୀ ଦଳ ନେତାଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପବିତ୍ର ଦୁର୍ଗାପୂଜା ଅବସରରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି.ସେ କହିଛନ୍ତି |ମାତୃଶକ୍ତି ଆରାଧନା ର ଏ ମହାନ ପର୍ବ ଆମ ଆଧ୍ୟାତ୍ମିକ ସଂସ୍କୃତି କୁ ଗରୀୟାନ କରିଛି ଆଦ୍ୟାଶକ୍ତିଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ ଶାନ୍ତି ଓ…

ଏକାମ୍ର ନିର୍ବାଚନ ମଣ୍ଡଳୀ ରୁ ଦଳ ର ପ୍ରଥମ ସଦସ୍ୟ ହେଲେ ନବୀନ ପଟ୍ଟନାୟକ.

ଶଙ୍ଖ ଭବନ ରେ ବିଜେଡି ର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କଲେ ଦଳ ସଭାପତି ନବୀନ ପଟ୍ଟନାୟକ. missed call membership drive ରୁ ବିଜେଡି ବହୁ ଦୂରରେ. ଲୋକଙ୍କ ଘର କୁ ଯାଇ ଦଳ ରେ ସାମିଲ କରିବାକୁ ଆହ୍ୱାନ ଦେଲେ ନବୀନ ପଟ୍ଟନାୟକ. ବିଜେଡି ରେ online ଜରିଆରେ ସାମିଲ…

୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ ପ୍ରତିଯୋଗିତା ଉଦଯାପିତ

 https://youtu.be/JYiDQ3_tdLU ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ ପ୍ରତିଯୋଗିତା (୧୪ ଓ ୧୭ ବର୍ଷରୁ କମ୍ ବାଳକ ବାଳିକା ବର୍ଗ) ଉଦଯାପିତ ହୋଇଯାଇଛି।…

ଗଜପତିରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କଥାରେ ଅଛି ଝିଅ ବଞ୍ଚିଲେ ସୃଷ୍ଟି ରହିବ। ଏହାର ତାତ୍ପର୍ଯ୍ୟ ହେଲା ଯଦି ଝିଅଟିକୁ ଜନ୍ମ ଦେବା , ଜନ୍ମ ପରେ ଉଚିତ୍ ମାନର ଶିକ୍ଷା , ପୃଷ୍ଟିକର ଖାଦ୍ୟ ଏବଂ ସମ୍ମାନ ପାଇବ ତେବେ ସେ ଦେଶ ଗଢିବାରେ ସହାୟକ ହେବ। ଏହି ଉକ୍ତିଟିକୁ ଅବ୍ୟାହତ ରଖିବା…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ ତମ ଜୟନ୍ତୀ ପାଳିତ

ଜଗତସିଂହପୁର -ତା ୦୯.୧୦.୨୦୨୪ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ ତମ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟସ୍ଥ ଗୋପବନ୍ଧୁ ଉଦ୍ୟାନ ଠାରେ ଥିବା…

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

  ଜଗତସିଂହପୁର,ତା ୦୯.୧୦.୨୦୨୪ ରିଖ ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମିଳିତ ସମନ୍ଵୟରେ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ…

ତାଳପଦର ଗ୍ରାମ ରେ ମା କରମସାନୀ ପୂଜା

ବିଜେପୁର:ସୁଶାନ୍ତ ସାହୁ (ଶାସକ ପ୍ରଶାସକ )ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମ ରେ ଜଗନ୍ନାଥ ମନ୍ଦିର ଶମ୍ଭୁଖରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମା କରମସାନୀ ପୂଜା ହୋଇଛି l ଗ୍ରାମର ଅନେକ ମହିଳା ଭକ୍ତ ପୂଜା ସ୍ଥାନକୁ ଆସି  କରମସାନୀ ମାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ l ଗଜାନନ ସାହୁ…

ରାୟଗଡା ଜିଲ୍ଲାରେ ଜୈବିକ କୃଷି ଦ୍ବାରା ଉତ୍ପାଦିତ ଅନେକ ଖାଦ୍ୟ ଶସ୍ୟ ରହିଛି ସେଗୁଡିକୁ ଖାଇ ଆମେ ପୁଷ୍ଟି ବଢାଇ ପାରିବା…

ରାୟଗଡ: ୯/୧୦/୨୦୨୪ : ଆଜି ଜିଲ୍ଲା ପ୍ରଶାସନ ରାୟଗଡ ଦ୍ବାରା ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ କରାଯାଇଥିଲା । ଏହି ଅବସରରେ ରାୟଗଡ ଜିଲ୍ଲାପରିଷଦର ଅଧ୍ୟକ୍ଷ। ସୁଶ୍ରୀ ସରସ୍ବତୀ ମାଝୀ ଯୋଗଦେଇ ରାୟଗଡା ଜିଲ୍ଲାରେ ଜୈବିକ କୃଷି ଦ୍ବାରା ଉତ୍ପାଦିତ ଅନେକ ଖାଦ୍ୟ ଶସ୍ୟ ରହିଛି ସେଗୁଡିକୁ ଖାଇ ଆମେ…

କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ।

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା 9/10 ଆସନ୍ତା ନଭେମ୍ବର ପହିଲା ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା…

ସପ୍ତମ ଦିନରେ କାଳରାତ୍ରୀ ବେଶରେ ମାଁ ଦୁର୍ଗା

ଓଁ ଐଂ ହୀଂ କ୍ଲିଂ ଚାମୁଣ୍ଡାୟେ ବିଚ୍ଚେ ଓଁ କାଳରାତ୍ରୀ ଦେବ୍ୟେ ନମଃ ପଦ୍ମପୁର :- ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜା ରେ ଆଜି ସପ୍ତମ ଦିନରେ ଅକାଳ ମୃତ୍ୟୁ ରୁ ମଣିଷ ସମାଜ କୁ ବଞ୍ଚିତ କରିବା ପାଇଁ ମାଁ କାଳରାତ୍ରୀ ବେଶ ରେ ପଦ୍ମପୁର ବନ ଦୁର୍ଗା ମନ୍ଦିର ଠାରେ ପୂଜା ପାଉଛନ୍ତି । ଆଜିର…