ପୋଲିସ୍ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ ; 2000 ଲିଟର୍ ପୋଚ ଓ 40 ଲିଟର ଦେଶୀମାଡ ନଷ୍ଟ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବୁଗୁଡ଼ା ଅବକାରୀ ବିଭାଗ ଏବଂ ବେଲଗୁଣ୍ଠା ପୋଲିସ୍ ତରଫରୁ ଆଜି ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇ ନକଲି ଚୋରା ଦେଶୀମଦ ପ୍ରସ୍ତୁତ ପାଇଁ ଥିବା ବିପୁଳ ପରିମାଣର ସାମଗ୍ରୀକୁ ନଷ୍ଟ କରାଯାଇଛି I ଆଜି ସକାଳ ଆଠ ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ…