ରେକର୍ଡ: କିସ୍‍ର ୧୫ ଛାତ୍ରଛାତ୍ରୀ ଓସିଏସ୍‍ ପାଇଲେ

ଭୁବନେଶ୍ୱର,୨୦ ।୧୦: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‍ ସର୍ଭିସ୍‍ ପରୀକ୍ଷା (ଓସିଏସ୍‍)ରେ କିସ୍‍ର ୧୫ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । କୌଣସି ଗୋଟିଏ ଜନଜାତି ଶିକ୍ଷାନୁଷ୍ଠାନର ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଓସିଏସ୍‍ ପାଇବା ଓଡ଼ିଶାରେ ରେକର୍ଡ…

ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ସ୍ଥିତି ସମୀକ୍ଷା

ସଜାଗ ରହିବା ସହିତ ସମସ୍ତ ପ୍ରସ୍ତୁତି କରିବାକୁ ସଂପୃକ୍ତ ବିଭିନ୍ନ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ ଭୁବନେଶ୍ୱର, ତା ୨୦/୧୦/୨୦୨୪: ଭାରତୀୟ ପାଣିପାଗ ବିଭାଗଆଗାମୀ ୨୪ ଘଣ୍ଟାମଧ୍ୟରେ ପୂର୍ବ କେନ୍ଦ୍ର ବଙ୍ଗୋପସାଗର…

ରାଜ୍ୟପାଳଙ୍କ ଦ୍ବାରା ଆଦିବାସୀ ସାହିତ୍ୟ ଉପରେ ନୂତନ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର/ଓଡ଼ଗାଁ, ୨୦।୧୦(ଶ୍ରୀକାନ୍ତ କୁମାର ମିଶ୍ର): ଶନିବାର ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ରାଜ ଭବନ ପରିସରରେ ଆଦିବାସୀ ସାହିତ୍ୟ ଉପରେ ଆଧାରିତ ଏକ ନୂତନ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ରାଜଭବନ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ରଘୁବର ଦାସ…

ଦେଶୀ ପିସ୍ତଲ୍ ଜବତ; ଜଣେ ଗିରଫ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ରବିବାର ରାତ୍ର ଆଠ ଘଣ୍ଟା ତିରିଶ ମିନିଟ୍ ସମୟରେ ଜିଟି ହାଇସ୍କୁଲ୍ ନିକଟରେ ଜଣେ ଯୁବକ ପିସ୍ତଲ୍ ଧରି ବୁଲୁଥିବାର ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ବେଲଗୁଣ୍ଠା ପୋଲିସ୍ ବାହିନୀ…

ବର୍ଜ୍ୟବସ୍ତୁକୁ ହସ୍ତଶିଳ୍ପରେ ପରିଣତ କରିବା: ରେଳ ପରିସରରେ ସ୍ୱଚ୍ଛତା ପାଇଁ ଏକ ନୂତନ ପଦକ୍ଷେପ |

ଭୁବନେଶ୍ୱର, 19.10.2024: ଅବିରତ ଭାବେ ସ୍ୱଚ୍ଛତା ଅଭିଯାନକୁ ବଜାୟ ରଖିବା ପାଇଁ ପୂର୍ବତଟ ରେଳପଥ ନେଇଥିବା ପ୍ରତିବଦ୍ଧତାର ଏକ ଅଂଶ ଭାବରେ ବର୍ଜ୍ୟବସ୍ତୁ ଏବଂ ସ୍କ୍ରାପକୁ ଚମତ୍କାର ହସ୍ତଶିଳ୍ପରେ ପରିଣତ କରିବାକୁ ଲକ୍ଷ୍ୟ ରଖି ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟିକରି ନିଜକୁ ଗର୍ବିତ କରିପାରିଛି…

ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ

ସାରା ଦେଶରେ ୭୫, ଓଡିଶାରେ ୫ଟି ବତୀଘରର ବିକାଶ କରାଯାଇଛି ଓଡିଶାର ପର୍ଯ୍ୟଟନ ସ୍ଥଳଗୁଡିକ ସହିତ ବତୀଘର ମଧ୍ୟ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ଯୋଡିହେଲା, ବାଲିଯାତ୍ରା ସହିତ ବତୀଘର ଗୁଡିକ ଓଡିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ପ୍ରତିଫଳିତ କରିବ ପ୍ରଧାନମନ୍ତ୍ରୀଙ୍କ…

ପୁରୀରେ ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ପ୍ରାୟ ୩୦୦୦ ହବିଷ୍ୟାଳୀ ମା’ ମାନଙ୍କ ପାଇଁ ବନ୍ଦୋବସ୍ତ ହବିଷ୍ୟାଳୀ ମା’ ମାନଙ୍କ ଅସୁବିଧାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି- ମୁଖ୍ୟମନ୍ତ୍ରୀ   ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି…

ଉପକୁଳ ଏବଂ ଆଭ୍ୟନ୍ତରୀଣ ଜଳ ପରିବହନରେ ଗ୍ରୀନ୍ ଟେକ୍ନୋଲୋଜି ଉପରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ

ତାଳଚେରରୁ ପାରାଦୀପ ଏବଂ ଧାମରା ଷ୍ଟ୍ରେଚ୍ ପାଇଁ ଜାତୀୟ ଜଳମାର୍ଗ-୫ କାର୍ଯ୍ୟ ଆଗକୁ ବଢିବ : ଶ୍ରମତୀ ଉଷା ପାଢୀ ଭୁବନେଶ୍ୱର, ୨୦/୧୦ : ଜାତୀୟ ଜଳମାର୍ଗ-୫ ର ତାଲଚରରୁ ପାରାଦୀପ ଏବଂ ଧାମରା ଷ୍ଟ୍ରେଚ୍ ଆଗକୁ ବଢିବାକୁ ଯାଉଛି ଏବଂ ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ବାଣିଜ୍ୟ ଓ…

ଭଂଜନଗରରେ ନବ ଭାରତ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ -୨୦୨୪ ଅନୁଷ୍ଠିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ୧୬ ଟି କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟରେ ନବ ଭାରତ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ - ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ଏହି କାର୍ଯ୍ୟକ୍ରମ ତଥା ବିଭାଗୀୟ ନିର୍ଦ୍ଦେଶ…

ଜରି ଏବଂ ବୋତଲ ଗୋଟାଇ ପେଟ ପୋଷୁ ଥିବା ଶିଶୁଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିଲା ଯେ ପାରଳାଖେମୁଣ୍ଡି ସହରକୁ କିପରି ଶିଶୁ ଶ୍ରମିକ ଏବଂ ଶିଶୁ ଭିକ୍ଷୁକ ମୁକ୍ତ କରାଯିବ , ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବେ। ତାକୁ ଆଖି ଆଗରେ ରଖି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଓ ଚାଇଲ୍ଡ ହେଲ୍ପଲାଇନ…