ବାତ୍ୟା ଦାନା ପରେ ରାସ୍ତା ସଫା ଓ ବିଦ୍ୟୁତ୍ ଖୁଣ୍ଟି ସଜଡ଼ିବାରେ ତପ୍ତରତା ଦେଖାଇଲା ପ୍ରଶାସନ।

  ବାସୁଦେବପୁର - ବାତ୍ୟା ଦାନା   ବାସୁଦେବପୁର ରେ ପ୍ରତି ଟି ପଞ୍ଚାୟତ ଓ ପୌର ପରିଷଦ ର ପ୍ରତି ଟି ୱାର୍ଡ ରେ ତାଣ୍ଡବ ରଚି ନଷ୍ଟ କରି ଦେଇଛି ଅନେକ ଗଛ ଓ ଘର। ଅନେକ ଲୋକ ଙ୍କବାଡ଼ିରେ ଗଛ ଉପୁଡ଼ି ଘର ଉପରେ ପଡ଼ି ଥିବା ବେଳେ ବିଭିନ୍ନ ସ୍ଥାନ ରେ ମୁଖ୍ୟ ରାସ୍ତା, ଗାଁ ରାସ୍ତା ଉପରେ ଗଛ…

ପାଇକମାଳ ହାଇସ୍କୁଲ ରେ ସାଇନିଂଙ୍ଗ ଷ୍ଟାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

ପଦ୍ମପୁର :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ 'ସାଇନିଂଙ୍ଗ ଷ୍ଟାର' ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ରାଧେଶ୍ୟାମ ମେହେର ଯୋଗଦାନ କରି, ଗୋଟିଏ ହାତରେ ପୁସ୍ତକ ଧରି ଅନ୍ୟ ହାତରେ ଗୁରୁଙ୍କୁ ଧରି ଅଗ୍ରସର ହେବା ପାଇଁ…

ବିଜେପୁର ରେ ମରୁଡିସ୍ଥିତି, ହାରାହାରି ୨୭ପ୍ରତିଶତ କମ ବର୍ଷା: ଚିନ୍ତାରେ ଚାଷୀ

 ବିଜେପୁର:-ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ରେ ପାଣି ଅଭାବରୁ ଚାଷ ସ୍ଥିତି ଉତ୍କଟ ହେଲାଣି l ସୁନାଭଳି ଧାନ ଭର୍ତ୍ତୀଗଛରେ ପାଣି ଅଭାବରୁ ମାଉଲିବାକୁ ବସିଲାଣି l ବଡ଼ଧାନକୁ ଅତିକମରେ ଦୁଇ ରୁ ତିନି ଥର ପାଣି ମଡ଼ାଇବାକୁ ଆବଶ୍ୟକ କିନ୍ତୁ ଜଳସେଚନ ଅଭାବରୁ ଚାଷୀର…

ପଦ୍ମପୁର ସ୍ଥିତ ବାଳିକା ହାଇସ୍କୁଲରେ ରେଡ଼କ୍ରସ ପରାମର୍ଶଦାତା ଶିବିର ଅନୁଷ୍ଠିତ। :

ପଦ୍ମପୁର:- ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବାଳିକା ହାଇସ୍କୁଲରେ ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ବ୍ଲକ ର କାଉନସିଲର ମାନଙ୍କୁ ନେଇ ଆଜି ଏକ ଦିବସୀୟ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗୋପାଳଜୀ ପାଣିଗ୍ରାହୀଙ୍କ…

ପଦ୍ମପୁରରେ ସଂଜୀବନୀ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

  ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ସଂଜୀବନୀ ହସ୍ପିଟାଲ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପଦ୍ମପୁର ବ୍ଲକ, ଝାରବନ୍ଧ ବ୍ଲକ, ପାଇକମାଲ ବ୍ଲକ, ଗାଇସିଲେଟ ବ୍ଲକ ତଥା ପଡୋଶୀ ରାଜ୍ୟ ଛତିଶଗଡ଼ର ଆଖ ପାଖ ଗାଁ ରୁ…

ଅମରାବତୀ ଡ୍ରୋନ ସମ୍ମିଳନୀରେ ବିଜୟ ହାସଲ କଲା ଓଡ଼ିଶା ସ୍ଥିତ ବନଭିଏରୋ

  ଭୁବନେଶ୍ୱର: ଅମରାବତୀ ଡ୍ରୋନ୍ ସମ୍ମିଳନୀ ଅବସରରେ ଆୟୋଜିତ ଭାରତର ଅନ୍ୟତମ ବୃହତମ ଡ୍ରୋନ ହ୍ୟାକାଥନରେ ଓଡ଼ିଶା ସ୍ଥିତ ବନଭିଏରୋ ବିଜୟ ହାସଲ କରିଛି । ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ ଏବଂ ସେମାନେ ଡ୍ରୋନ ପ୍ରଯୁକ୍ତିରେ ରହିଥିବା ଆହ୍ୱାନଗୁଡ଼ିକର ଅଭିନବ…

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ବାତ୍ୟା ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ…

ସ୍ଥିତି ନିୟନ୍ତ୍ରଣାଧୀନ, ପୁନଃରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି : ଶ୍ରୀ ସିଂହଦେଓ ଭୁବନେଶ୍ଵର: ୨୫/୧୦/୨୦୨୪: ବାତ୍ୟା ଦାନା ସ୍ଥଳଭାଗ ଅତିକ୍ରମ କରିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚୁଆ ଗ୍ରାମ ଓ ବଗପାଟିଆ ଗ୍ରାମ ସବୁଠାରୁ ଅଧିକ…

ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବୁଦାନାଇ ଜଙ୍ଗଲରେ ଆଜି ପୂର୍ବାହ୍ନରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ମୃତକଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ ଜବତ କରାଯାଇଛି । ସେ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ (KKBN)…

ବାତ୍ୟା ‘ଦାନା’କୁ ସଫଳତାର ସହ ମୁକାବିଲା କଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଉତ୍ସର୍ଗୀକୃତ ସେବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଭୁବନେଶ୍ୱର-ତା ୨୫.୧୦.୨୦୨୪- ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ…

ଭଞ୍ଜନଗର ଫୁଲବାଣୀ ରାସ୍ତାରେ ଗଞ୍ଜେଇ ସହ ବୋଲେରୋ ଜବତ,୪ଗିରଫ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଏକ ବୋଲେରୋ ଯୋଗେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଭଞ୍ଜନଗର-ଫୁଲବାଣୀ ଘାଇ ରାସ୍ତା ଦଣ୍ଡାସି ବନ୍ଦର ନିକଟରେ ଚଢ଼ାଉ କରି ୩୦ କେଜି ଗଞ୍ଜେଇ ସହ ଏକ ବୋଲେରୋ କୁ ଜବତ କରିଛି ଭଞ୍ଜନଗର ଅବକାରୀ ବିଭାଗ। ଏହି…