ଘୁ.ଉଦୟଗିରି “ପ୍ରେସ କ୍ଲବ”ର ମାସିକ ବୈଠକ ଅନୁଷ୍ଠିତ…

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): "ପ୍ରେସ କ୍ଲବ"ର ସଭାପତି ଅରୁଣ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ସ୍ଥାନୀୟ ବ୍ୟବସାୟୀ ସଂଘ ସଭା ଗୃହ ଠାରେ ମାସିକ ବୈଠକ ରବିବାର ଅପରାହ୍ନ ଘ.12.30 ମିରେ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ବୈଠକରେ ସାମ୍ବାଦିକଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ନେଇ ଆଲୋଚନା…

“ଦୁର୍ନୀତିକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ”

ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ – ୨୦୨୪ ଦୁର୍ନୀତି କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ହାର ଏବେ ୫୦ ପ୍ରତିଶତରୁ ଅଧିକ, ଆୟବହିର୍ଭୁତ ସମ୍ପତ୍ତିରେ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତରୁ ଅଧିକ ଭିଜିଲାନ୍ସ ବିଭାଗ ପାଇଁ ୮ଟି ନୂତନ ଅତିରିକ୍ତ ଏସ୍‌ପି ପଦବୀ ଓ ୨୪ ଟି…

ଗୁଣପୁର ଜଗନ୍ନାଥ ନଗରରେ ଚାରି ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ପବିତ୍ର କାର୍ତ୍ତିକ ମାସ କୃଷ୍ଣ ଏକାଦଶୀ ତିଥିରେ ସ୍ଥାନୀୟ ଜଗନ୍ନାଥ ନଗର ଅଞ୍ଚଳରେ ଚାରି ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି. ପ୍ରଥମ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ମଧ୍ୟରେ ଆନନ୍ଦର ଲହରୀ…

ଅବକାରୀ ଚଢ଼ାଉ, ୨୩୦ଲିଟର ଦେଶୀ ମଦ ଜବତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ରାୟଗଡା ଜିଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଗୁଣପୁର ଅଞ୍ଚଳରେ ମଦ ଚୋରା କାରବାର ଉପରେ ଚଢ଼ାଉ କରାଯାଇଥିଲା। ଉପ ଅଧିକ୍ଷକ ଗୁପ୍ତେଶ୍ଵର ପ୍ରଧାନ ଏବଂ ଗୁଣପୁର ଅବକାରୀ ନିରୀକ୍ଷକ ପ୍ରୀତିଧାରା ନାୟକଙ୍କ…

ଉଦଘାଟନର ଦୁଇଦିନ ପରେ ଫଳକ ଗାୟବ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଟିଟିମିରି ପଞ୍ଚାୟତ ର ମୁଣ୍ଡା ଗ୍ରାମରେ ଗତ ୨୪ ତାରିଖରେ ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ସଂସ୍କୃତି ଭବନ ଉଦଘାଟନ କରିଥିଲେ l ଉଦଘାଟନ ର ଦିନକ ପରେ ସେଠାରୁ ଫଳକ ଉଭାନ ହୋଇଯାଇଛି। ଯାହାକୁ ନେ଼ଇ ଗୁଣପୁର ରାଜନୀତି…

ଗଙ୍ଗା ଶ୍ରାଦ୍ଧ ଦିନରେ ଉନ୍ମୋଚିତ ହେଲା ଶ୍ରୀ ବିଜୟ ରଞ୍ଜନ ସିଂ ଵରିହା ଙ୍କର ପ୍ରତିମୂର୍ତ୍ତି

ପଦ୍ମପୁର ;- ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ , ରାଜ୍ୟ ସରକାର ଙ୍କର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କର ଆଜି ଥିଲା ଗଙ୍ଗା ଶ୍ରାଦ୍ଧ । ଗତ ୦୩/୧୦/୨୦୨୨ ରେ ସେ ସମୟରେ ବିଧାୟକ ଥିବା ଶ୍ରୀ ଵରିହା ଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ…

ପାଇକମାଳ ହାଇ ସ୍କୁଲ ରେ ସି ମ୍ ସି ଏ ଶିବିର

ପଦ୍ମପୁର :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ପ୍ରେକ୍ଷ୍ୟାଳୟ ରେ ଦୁଇଦିନ ସି ମ ସି ଏ ଶିବିର ବି ଇ ଓ ଚୁଡ଼ାମଣି ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି l ଶିବିର ରେ ପାଇକମାଳ , ଝାରବନ୍ଧ,ପଦ୍ମପୁର ଓ ଗାଇସିଲେଟ ବ୍ଲକ ର ୧୯୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ…

ଭଞ୍ଜନଗର ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ରେ ଶପଥ ପାଠ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଞ୍ଜନଗରରେ ଦୁର୍ନୀତି ନିବାରଣ ସଚେତନତା ର ଶପଥପାଠ ଭଞ୍ଜନଗର ବ୍ଲକ ଓସ୍ଓ୍ବାନ କକ୍ଷରେ ଆଜି ଅକ୍ଟୋବର ୨୮ ତାରିଖ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହା ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଆଜି ସୋମବାର…

ବାଲିଯାତ୍ରା ପରିଚାଳନା ଟେଣ୍ଡରରେ ଅନିୟମିତତା ନେଇ ଅଭିଯୋଗ

ଭୁବନେଶ୍ୱର/କଟକ: ନିକଟରେ ହେବାକୁଥିବା ବିଶ୍ୱ ପ୍ରଶିଦ୍ଧ କଟକ ବାଲିଯାତ୍ରା ଟେଣ୍ଡରରେ ଅନିୟମିତତାନେଇ ଅଭିଯୋଗ ହୋଇଛି । ଉକ୍ତ ଅଭିଯୋଗ ଆଣିଛନ୍ତି ପ୍ରିଲ୍ୟୁଡ଼ ଏଜେନ୍ସି ଏବଂ ଏଥି ସହିତ ସଂସ୍ଥା ପକ୍ଷରୁ ରାଜ୍ୟ ରାଜସ୍ୱ ଏବଂ ପରିଚାଳନା ମନ୍ତ୍ରୀଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି । ସୂଚନା…

ବିଜେପୁର ରେ ସ୍ୱାମୀ ଦୟାନନ୍ଦ ସରସ୍ବତୀ ଙ୍କ ୨୦୦ ତମ ଜୟନ୍ତୀ ପାଳିତ

ବିଜେପୁର :-ଆର୍ଯ୍ୟ ସମାଜର ସଂସ୍ଥାପକ ମହର୍ଷି ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ଜୟନ୍ତୀ ଅବସରରେ ୨୦୦ କୁଣ୍ଡୟ ବୈଦିକ ମହାଯଜ୍ଞ ଓ ଆର୍ଯ୍ୟ ସମ୍ମିଳନ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସ୍ଥାନୀୟ ଶଙ୍କର୍ଷଣ ଟିଓୟୁପି ସ୍କୁଲ ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଜେପୁର ଆର୍ଯ୍ୟ…