ସମ୍ପର୍କୀୟଙ୍କ ସୁନା ଅଳଙ୍କାର ଲୁଟି ବନ୍ଧା ହେଲେ ସମ୍ପର୍କୀୟ ମହିଳା, ସୁନା ଅଳଙ୍କାର ଜବତ..

 ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ସମ୍ପର୍କରେ କଳଙ୍କ l ଅତିଥି ହୋଇ ଘରକୁ ବୁଲିବାକୁ ଆସଥିଲେ । ସୁନା ଖଡ଼ୁ ଉପରେ ପଡ଼ିଲା ନଜର l ଆଉ ଲୁଟି ନେଲେ ପ୍ରାୟ ୨୪୦ ଗ୍ରାମର ସୁନା ଗହଣା l  ବିଶ୍ୱାସଘାତକତା କରି ପୁଲିସ ହାତରେ ବନ୍ଧା ହେଲେ ସମ୍ପର୍କୀୟ । କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା…

ଗୁଣପୁର ସହରରେ ମା ଦକ୍ଷୀଣ କାଳୀ ଙ୍କ ପୂଜା ୧୮ ବର୍ଷ ର ପଦାର୍ପଣ କରିଛି

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ମା ଦକ୍ଷୀଣ କାଳୀ ଙ୍କ ପୂଜା ଉତ୍ସାହ ଉଦ୍ଦୀପନା ମଧ୍ୟରେ ଆରମ୍ଭ ହୋଇଛି । ଚଳିତ ବର୍ଷ ଏହି ପୂଜା ୧୮ ବର୍ଷରେ ପଦାର୍ପଣ କରିଛି l ଗୁରୁବାର ରାତ୍ର ରେ ପୂଜା ମଣ୍ଡପ ରୁ ଏକ ସଭାଯତ୍ରା ରେ ଯାଇ ସହର ରେ ଥିବା ମା ଦକ୍ଷୀଣ…

ଗାଙ୍ଗପୁର ପୋଲିସ୍ ର ଜୁଆ ଆଡ୍ଡାରେ ଚଢ଼ାଉ ;ଥାନା ହୋମ ଗାର୍ଡ ସହ 11 କୋର୍ଟଚାଲାଣ,

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରାରେ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି 11 ଜଣଙ୍କୁ କୋର୍ଟଚାଲାଣ କରିଛି ଗାଙ୍ଗପୁର ପୋଲିସ୍ I ସୂଚନା ପ୍ରକାରେ ଗୁରୁବାର ରାତିରେ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁଥିବା ସମୟରେ ଗୋବରାରେ ଏକ ବଡ଼ ଜୁଆ ଆଡ୍ଡା ଚାଲିଥିବାର ସୂଚନା…

ଶକ୍ତି ପୀଠରେ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା l

 (ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ବିଜୁ ଜନତା ଦଳର ରାଜ୍ୟ ଗଣମାଧ୍ୟମ ସଂଯୋଜକ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ଧର୍ମପତ୍ନୀ ଡେଜି ଜେନା ପବିତ୍ର କାଳୀପୂଜା ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ଶକ୍ତିପୀଠକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ପ୍ରଥମେ କେରିଲୋ ପଞ୍ଚାୟତ…

ତାଳପଦର ଗ୍ରାମର ଉଜ୍ୱଳ ସାହୁଙ୍କ ଶୁଦ୍ଧିକ୍ରିୟା ରେ ଯୋଗଦେଲେ ବିଧାୟକ

 ବିଜେପୁର :- ସୁଶାନ୍ତ ସାହୁ ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମ ର ସ୍ବର୍ଗତ ଉଜ୍ୱଳ ସାହୁଙ୍କ ଶୁଦ୍ଧିକ୍ରିୟା ରେ ବିଧାୟକ ସନତ କୁମାର ଗଡ଼ତିଆ ଉପସ୍ଥିତ ରହି ଶୋକସନ୍ତପ ପରିବାର କୁ ଶାନ୍ତନା ଦେଇଥିଲେ l ଜ଼ିଲ୍ଲାପରିଷଦ ଜୋନ ୨ ସୁଶାନ୍ତ ଗଡ଼ତିଆ, ମଣ୍ଡଳ ସଭାପତି…

ନଭେମ୍ବର ୪ ଓ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଭୁବନେଶ୍ୱର ତା- ୦୧ .୧୧. ୨୦୨୪: ଆସନ୍ତା ନଭେମ୍ବର ୪ ତାରିଖ (ସୋମବାର) ଏବଂ ନଭେମ୍ବର ୧୧ତାରିଖ (ସୋମବାର) ଦିନ ୟୁନିଟ-୫,ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର…

ଟ୍ରେନ୍ ଟିକେଟ୍ ପାଇଁ ଅଗ୍ରୀମ ସଂରକ୍ଷଣ ଅବଧି 60 ଦିନକୁ ହ୍ରାସ, ଆଜିଠାରୁ କାର୍ଯ୍ୟକାରୀ |

 ଦିନରେ ଚଳାଚଳ କରୁଥିବା କିଛି ନିର୍ଦ୍ଦିଷ୍ଟ ଏକ୍ସପ୍ରେସ ଟ୍ରେନ୍ ପାଇଁ ଅଗ୍ରୀମ ସଂରକ୍ଷଣ ଅବଧି ଅପରିବର୍ତ୍ତିତ ରହିବ | ଭୁବନେଶ୍ୱର, 01.11.2024 : ଟ୍ରେନ ଟିକେଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, ଭାରତୀୟ ରେଳବାଇ ଟ୍ରେନ୍ ଟିକେଟ୍ ଅଗ୍ରୀମ ସଂରକ୍ଷଣ ଦିବସ ପାଇଁ ପୂର୍ବର 120…

IIC ଙ୍କ ବଦଳି ଦାବି ସହ ତେନ୍ତୁଳୀଖୁଣ୍ଟି ଥାନା ସମ୍ମୁଖରେ ମୃତ ମର ଶରୀର ନେଇ ଧାରଣl

ତେନ୍ତୁଳୀଖୁଣ୍ଟି/କୃପାନିଧି ରାଉତ: ପୋଲିସ ର କାର୍ଯ୍ୟ କୁ ନିନ୍ଦା, ନ୍ୟାୟ ପ୍ରଦାନ ରେ ବିଳମ୍ବ ଅଭିଯୋଗରେ ତେନ୍ତୁଳୀଖୁଣ୍ଟି IIC ଙ୍କୁ ବଦଳି ଦାବି କରି ଥାନା ସମ୍ମୁଖରେ ଧାରଣା ଦେଇଥିଲେ ଦୁଃଖିତ ପରିବାର।ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା, ତେନ୍ତୁଳୀଖୁଣ୍ଟି…

କନ୍ଧମାଳ ଜିଲ୍ଲାରେ ବିକାଶର ନଗ୍ନ ଚିତ୍ର: ଆମ୍ବ ଟାକୁଆ ଖାଇ, 2 ମୃତ ଓ 6 ଗୁରୁତର

କନ୍ଧମାଳ(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୂର ପଞ୍ଚାୟତ ମାଣ୍ଡି ପଙ୍କା ଗ୍ରାମର ଦଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ଆମ୍ବ କୋଇଲିରୁ ପ୍ରସ୍ତୁତ ଯାଉ ଖାଇ ୬ ପରିବାରର ୮ଜଣ ମହିଳା ଅସୁସ୍ଥ ହୋଇ ଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଦୁଇ…

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା (ଆଉଟ୍ ରିଚ୍ ସେଣ୍ଟର)

ପ୍ରାଥମିକ ସ୍ତରରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା ହେବା ଆମ ପାଇଁ ଗର୍ବର ବିଷୟ, ନାଟକ ଏବଂ ଅଭିନୟ କ୍ଷେତ୍ରରେ ଭବିଷ୍ୟତ ନିର୍ମାଣ କରିବାକୁ ଚାହୁଁଥିବା…